ସରକାରଙ୍କ ଦ୍ଵିତୀୟ ବର୍ଷର ଉନ୍ନୟନ କାମର ଶୁଭାରମ୍ଭ କେନ୍ଦ୍ରାପଡ଼ାରୁ ହେବ: ମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡା:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ କରି ଜିଲ୍ଲା ପ୍ରଦକ୍ଷଣ ଗୃହ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପ୍ରଶାସନର ସମସ୍ତ ଉନ୍ନତିମୂଳକ କାର୍ଯ୍ୟ ଏବଂ ଜିଲ୍ଲାର ପ୍ରଶାସନର କାର୍ଯ୍ୟ ବିଷୟରେ ସମୀକ୍ଷା କରିଛନ୍ତି । ଏଥିସହ…

୨୯ OAS ଅଧିକାରୀଙ୍କ ବଦଳି, ସୁକାନ୍ତ କୁମାର ବେହେରା ହେଲେ କଟକ RDC

ଭୁବନେଶ୍ୱର : ୨୯ OAS ଅଧିକାରୀଙ୍କ ବଦଳି । ୨୯ ଜଣ ବରିଷ୍ଠ OAS ଅଧିକାରୀଙ୍କ ବଦଳି କଲେ ସରକାର । ସୁକାନ୍ତ କୁମାର ବେହେରା ହେଲେ କଟକ RDC (CD) ସଚିବ। ଲିପ୍ ସା ଦାସଙ୍କୁ ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ସଚିବ…

ରଥଯାତ୍ରା ସମୟରେ ଚଳାଚଳ କରିବ ୩୬୫ ସ୍ଵତନ୍ତ୍ର ଟ୍ରେନ୍

ପୁରୀ: ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଦ୍ଵିତୀୟ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ, ସ୍ଵାସ୍ଥ୍ୟ ମନ୍ତ୍ରୀ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ…

ଅସୁସ୍ଥ ଥିଲେ ଭିଡ଼କୁ ଆସନ୍ତୁ ନାହିଁ : ସ୍ବାସ୍ଥ୍ୟମନ୍ତ୍ରୀ

ପୁରୀ: ପୁରୀ ମେଡିକାଲରେ ୧୫ଟି ସ୍ବତନ୍ତ୍ର ଆଇସିୟୁ ବେଡ୍ ବ୍ୟବସ୍ଥା କରାଯାଉଛି ।  ଅସୁସ୍ଥ ଥିଲେ ଭିଡ଼କୁ ଆସନ୍ତୁ ନାହିଁ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।  କୋଭିଡ ପାଇଁ ଭୟ କରିବାର ଆବଶ୍ୟକତା ନାହିଁ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।  ରଥଯାତ୍ରାରେ ୩୦୦ରୁ…

କରୋନା ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୦୦୦ ପାର୍‌, ୨୪ ଘଣ୍ଟାରେ ୬ ମୃତ

ନୂଆଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ଡରାଇବାକୁ ଲାଗିଲାଣି। କରୋନାରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୦୦୦ ପାର୍‌ ହୋଇଛି। ରବିବାର ସକାଳ ୮ଟାସୁଦ୍ଧା ମୋଟ୍‌ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୧୩୩ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୩୭୮…

ଶ୍ରୀମନ୍ଦିରରେ ଅଘଟଣ; ଗରମ ଡାଲି ପଡି ୭ଭକ୍ତ ଆହତ

ପୁରୀ:ଶ୍ରୀମନ୍ଦିର ପରିସରରେ ରବିବାର ଅଘଟଣ ଘଟିଛି । ଶ୍ରୀମନ୍ଦିରରେ ଗରମ ଡାଲି ପଡ଼ି ୭ଜଣ ଭକ୍ତ ଆହତ ହୋଇଛନ୍ତି । ଗରମ ଡାଲି ପଡ଼ିଥିବା ସମସ୍ତ ଭକ୍ତ ନୟାଗଡ଼ ବାସିନ୍ଦା ବୋଲି କୁହାଯାଉଛି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଓ…

ସରିଲା ରିଙ୍କୁ ସିଂହ- ପ୍ରିୟା ସରୋଜଙ୍କ ନିର୍ବନ୍ଧ, ନଭେମ୍ବରରେ ହେବ ବିବାହ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ରିଙ୍କୁ ସିଂହ ଏବଂ ସମାଜବାଦୀ ସାଂସଦ ପ୍ରିୟା ସରୋଜଙ୍କ ନିର୍ବନ୍ଧ ସରିଛି। ରବିବାର ଲକ୍ଷ୍ନୌର ସେଣ୍ଟ୍ରାଲ ହଲ୍‌ରେ ଉଭୟଙ୍କ ପରିବାରବର୍ଗ ଓ ଅତିଥିଙ୍କ ଗହଣରେ ଉଭୟଙ୍କ ନିର୍ବନ୍ଧ ହୋଇଛି। ନିର୍ବନ୍ଧ ପାଇଁ ୩୦୦ ଅତିଥିଙ୍କୁ ନିମନ୍ତ୍ରଣ ଦିଆଯାଇଥିବାବେଳେ, ଏହି…

ପ୍ରତି ଜିଲ୍ଲାର ଲୋକଙ୍କ ପାଇଁ ରାଜଧାନୀରେ ହେବ ଗେଷ୍ଟ ହାଉସ୍‌

ଭୁବନେଶ୍ବର: ଭୁବନେଶ୍ବର ଆସୁଥିବା ପାଇଁ ପ୍ରତି ଜିଲ୍ଲାର ଲୋକଙ୍କ ପାଇଁ ହେବ ଗେଷ୍ଟ ହାଉସ୍ । ରାଜସ୍ବ ମନ୍ତ୍ରୀ ସ‌ୁରେଶ ପୂଜାରୀ ରବିବାର ଏହି ସୂଚନା ଦେଇଛନ୍ତି। ମୋହନ ସରକାରଙ୍କ ଏହି ପଦକ୍ଷେପ କାର୍ଯ୍ୟରେ ପରିଣତ ହେଲେ ଅନ୍ୟ ଜିଲ୍ଲାରୁ ତଥା…

ମଣିପୁରର ୫ ଜିଲାରେ ଇଣ୍ଟରନେଟ ସେବା ବନ୍ଦ

ମଣିପୁରର ୫ ଜିଲାରେ ସରକାର ଇଣ୍ଟରନେଟ ଏବଂ ମୋବାଇଲ ଡାଟା ସେବା ବନ୍ଦ କରିଦେଇଛନ୍ତି। ୫ ଦିନ ପାଇଁ ଏହି କଟକଣା ଲାଗୁ କରାଯାଇଛି। ଉତ୍ତେଜନା ସୃଷ୍ଟିକାରୀ ବିଷୟବସ୍ତୁକୁ ସାମାଜିକ ଗଣମାଧ୍ୟମରେ ପ୍ରଘଟ କରାଯାଉଥିବାରୁ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କାରେ ପ୍ରଶାସନ…

ଦେବସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ଟ୍ରାଫିକ କଟକଣା ଜାରି

ପୁରୀ: ଜୁନ୍ ୧୧ ତାରିଖରେ ଶ୍ରୀଜଗନ୍ନାଥ ମନ୍ଦିରର ଦେବସ୍ନାନ ପୂର୍ଣ୍ଣିମା ହେବ। ଏହି ଅବସରରେ ପୁରୀରେ ବହୁ ସଂଖ୍ୟକ ଭକ୍ତଙ୍କ ଭିଡ଼ ହେବାର ସମ୍ଭାବନା ରହିଛି। ଫଳରେ ସୁଗମ ଯାନବାହାନ ଚଳାଚଳ ପାଇଁ ପୋଲିସ ରବିବାର ଏକ ଟ୍ରାଫିକ ପରାମର୍ଶ ଜାରି…