ଭାରତ ଉପରେ ୨୫% ଅତିରିକ୍ତ ଶୁଳ୍କ ନେଇ ଆମେରିକାର ନୋଟିସ୍ ଜାରି, ଟ୍ରମ୍ପ କହିଲେ ଏବେ ଚୀନ ସହ….

ନୂଆଦିଲ୍ଲୀ: ୨୭ ଅଗଷ୍ଟ ଅର୍ଥାତ୍ ଆସନ୍ତାକାଲି ଠାରୁ ଭାରତ ଉପରେ ଲାଗିବ ୫୦% ଶୁଳ୍କ। ଆମେରିକା ଭାରତ ଉପରେ ୨୫% ଅତିରିକ୍ତ ଶୁଳ୍କ ଲଗାଇବା ପାଇଁ ଏକ ସରକାରୀ ବିଜ୍ଞପ୍ତି ଜାରି କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଗଷ୍ଟ ୨୭…

କୃଷକଙ୍କୁ ସହିବାକୁ ଦେବନି ଭାରତ’: ୫୦% ଶୁଳ୍କ ଭିତରେ ଆମେରିକାକୁ ପୁଣି ମୋଦିଙ୍କ କଡ଼ା ବାର୍ତ୍ତା….

ନୂଆଦିଲ୍ଲୀ: ବୁଧବାର ଠୁ ଭାରତ ଉପରେ ୫୦% ଶୁଳ୍କ ଲଗାଇବା ପାଇଁ ଆମେରିକା ସରକାରୀ ବିଜ୍ଞପ୍ତି ଜାରି କରିସାରିଛି। ହେଲେ ଭାରତ ବି ଦୃଢ଼ ପ୍ରତିଶ୍ରୁତି ନେଇ ସାରିଛି ଆମେରିକା ଚାପରେ ନଇଁବ ନାହିଁ। ଏନେଇ ଭାରତ ଦୃଢ଼ତା ଦେଖାଉଥିବା ବେଳେ…

ଭାରତୀୟ ନୌସେନାକୁ ମିଳିବ ଡବଲ ପାୱାର, ସ୍ବଦେଶୀ କ୍ଷମତାରେ ଶକ୍ତି ପ୍ରଦର୍ଶନ କରିବ

ନୂଆନିଲ୍ଲୀ: ଭାରତୀୟ ନୌସେନାକୁ ଆଜି ମିଳିବାକୁ ଯାଉଛି ସମୁଦ୍ରର ଦୁଇଟି ସେଣ୍ଟିନେଲ୍ INS ଉଦୟଗିରି ଏବଂ INS ହିମଗିରି । ଉଭୟ ଯୁଦ୍ଧଜାହାଜ ଆଜି ଅପରାହ୍ନ ୨.୪୫ମିନିଟରେ ଭାରତୀୟ ନୌସେନାରେ ସାମିଲ ହେବେ। ଦୁଇଟି ଯୁଦ୍ଧଜାହାଜକୁ ଏକକାଳୀନ ନୌସେନାରେ ସାମିଲ କରାଯାଉଛି…

ଗାଜାର ବିମାନ ଉପରେ ଇସ୍ରାଏଲର ଆକ୍ରମଣ , ୨୦ ମୃତ

ଇସ୍ରାଏଲ ପୁଣି ଥରେ ଗାଜାର ବିମାନ ଉପରେ କରିଛି ଆକ୍ରମଣ । ଇସ୍ରାଏଲର ବୋମା ବିସ୍ଫୋରଣରେ ୩ ଜଣ ସାମ୍ବାଦିକଙ୍କ ସମେତ ୧୫ ଜଣଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ବର୍ତ୍ତମାନ ଏକ ରିପୋର୍ଟରୁ ଜଣାପଡିଛି ଯେ ମୃତଙ୍କ ସଂଖ୍ୟା ୨୦କୁ…

ଶତ୍ରୁ ଦେଶକୁ CDS ଜେନେରାଲ ଅନିଲ୍ ଚୌହାନଙ୍କ ଚେତାବନୀ; ଯଦି ଶାନ୍ତି ଚାହୁଁଛ ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ…’

ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା ମୁଖ୍ୟ (CDS) ଜେନେରାଲ ଅନିଲ୍ ଚୌହାନ ଚୀନ, ପାକିସ୍ତାନକୁ ସିଧାସଳଖ ବାର୍ତ୍ତା ଦେଇଛନ୍ତି । ସେ ଦେଶର ସୁରକ୍ଷା ଏବଂ ଭବିଷ୍ୟତର ପ୍ରସ୍ତୁତି ଉପରେ ମଧ୍ୟ ଅନେକ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଭାରତ…

ପାକିସ୍ତାନରେ ବନ୍ୟା ବିତ୍ପାତ ଜାରି, ୨୪ ଘଣ୍ଟାରେ ୧୭ ମୃତ

ପାକିସ୍ତାନରେ ପ୍ରବଳ ବର୍ଷା, ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ଅନେକ କ୍ଷତି ଘଟିଛି । ପରିସ୍ଥିତି ଏପରି ହୋଇଛି ଯେ ଏଠାରେ ପ୍ରତିଦିନ ଲୋକ ମୃତ୍ୟୁବରଣ କରୁଛନ୍ତି । ଉତ୍ତର-ପଶ୍ଚିମ ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶ ବର୍ଷା ଦ୍ୱାରା ସର୍ବାଧିକ ପ୍ରଭାବିତ…

ଡୋନାଲ୍ଡ ଟ୍ରମ୍ପଙ୍କ ୟୁ-ଟର୍ଣ୍ଣ, ୬ ଲକ୍ଷ ଚୀନ୍ ଛାତ୍ରଙ୍କ ପାଇଁ ଭିସା ଘୋଷଣା

ଚାଇନା ପାଇଁ ଟ୍ରମ୍ପଙ୍କ ୟୁ-ଟର୍ଣ୍ଣ । ଜିନପିଙ୍ଗଙ୍କ ଆଗରେ ନରମ ପଡ଼ୁଛନ୍ତି ଟ୍ରମ୍ପ । ୬ ଲକ୍ଷ ଚୀନ୍ ଛାତ୍ରଙ୍କ ପାଇଁ ଭିସା ଘୋଷଣା କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଅନ୍ୟପଟେ ଚାଇନାର ଛାତ୍ରମାନଙ୍କୁ ଆମେରିକୀୟ ବିଶ୍ୱବିଦ୍ୟାଳୟରେ ପାଠ…

ଉରିରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ କଲା ସେନା

ଜାମ୍ମୁ-କାଶ୍ମୀରର ଉରି ଅନ୍ତର୍ଗତ ନିୟନ୍ତ୍ରଣ ରେଖା(ଏଲଓସି)ରେ ସୋମବାର ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ କରିଛି ସେନା। ନିୟନ୍ତ୍ରଣ ରେଖା ନିକଟରେ କିଛି ସନ୍ଦିଗ୍ଧ ଗତିବିଧି ଦେଖିବା ପରେ ଯବାନଙ୍କ ପକ୍ଷରୁ ଗୁଳିମାଡ଼ କରାଯାଇଥିଲା। ଫଳରେ ଆତଙ୍କୀମାନେ ଛତ୍ରଭଙ୍ଗ ଦେଇଥିଲେ ବୋଲି ସେନା…

ଢାକାରେ ଡାର୍-ୟୁନୁସ ମିଟ୍, ଭାରତକୁ ବିପଦ କେତେ ?

ନୂଆଦିଲ୍ଲୀ: ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ଇଶାକ ଦାର ଶନିବାର ଦୁଇ ଦିନିଆ ଗସ୍ତରେ ବାଂଲାଦେଶରେ ପହଞ୍ଚିଛନ୍ତି। ଗତ ୧୩ ବର୍ଷ ମଧ୍ୟରେ ଏହା ଜଣେ ପାକିସ୍ତାନୀ ବୈଦେଶିକ ମନ୍ତ୍ରୀଙ୍କ ବାଂଲାଦେଶର ପ୍ରଥମ ରାଷ୍ଟ୍ର ଗସ୍ତ। ଗତ ବର୍ଷ ଅଗଷ୍ଟରେ…

ନୂଆ ବିଲ୍ ନେଇ ବିରୋଧୀଙ୍କ ଉପରେ ବର୍ଷିଲେ ଶାହା, ଧନଖଡ଼ଙ୍କ ଇସ୍ତଫା ନେଇ ବି କହିଲେ ବଡ କଥା….

ନୂଆଦିଲ୍ଲୀ: ୧୩୦ ତମ ସଂଶୋଧନ ବିଲ୍ ଠାରୁ ଆରମ୍ଭ କରି ଜଗଦୀପ ଧନଖଡଙ୍କ ଉପରାଷ୍ଟ୍ରପତି ପଦ ଛାଡିବା ପର୍ଯ୍ୟନ୍ତ ସବୁ କିଛି ନେଇ ବଡ ମନ୍ତବ୍ୟ ରଖିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ । ଖବରସରବରାହ ସଂସ୍ଥା ଏଏନଆଇ ସହ ଏକ ସାକ୍ଷାତକାରରେ…