ଭୁଲ ଇଞ୍ଜେକ୍ସନ ଯୋଗୁଁ ରୋଗୀର ଜୀବନ ଗଲା, ଅଭିଯୋଗ ଆଣିଲେ ପରିବାର ଲୋକେ
ଯାଜପୁର: ପୁଣି ସାମ୍ନାକୁ ଆସିଲା ରାଜ୍ୟ ସ୍ୱାସ୍ଥ୍ୟସେବା ଅବହେଳାର ସାଂଘାତିକ ଚିତ୍ର । ଭୁଲ ଇଞ୍ଜେକ୍ସନ ଯୋଗୁଁ ଚାଲିଗଲା ରୋଗୀର ଜୀବନ । ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭୁଲ ଇଞ୍ଜେକ୍ସନ ଯୋଗୁଁ ରୋଗୀ ମୃତ୍ୟ ଅଭିଯୋଗ ହୋଇଛି । ମୃତକ ହେଲେ…
