ଜଳିଗଲେ ମହିଳା, ଅବସ୍ଥା ସଙ୍କଟାପନ୍ନ

ପିପିଲି: ପିପିଲି ପୌରାଞ୍ଚଳରେ ଆଜି ସନ୍ଧ୍ୟ‌ାରେ ଏକ ଅଭାବନୀୟ ଘଟଣା ଘଟିଛି। ଠିଆ ହୋଇଥିବା ଅବସ୍ଥାରେ ଜଣେ ମହିଳା ଜଳି ଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପିପିଲି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଶରୀରର ୮୦ ପ୍ରତିଶତ ପୋଡ଼ି ଯାଇଥିବାରୁ ତାଙ୍କୁ…

ପୋଲିସ ଏନକାଉଣ୍ଟର, ଦୁଇ ଟପ କ୍ୟାଡର ମାଓବାଦୀ ନିହତ

ମାଲକାନଗିରି: ପୋଲିସ ଏନକାଉଣ୍ଟରରେ ଟଳିଲେ ଦୁଇ ଟପ କ୍ୟାଡର ମାଓବାଦୀ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ମାନପୁର ଜିଲ୍ଲାର ମଦନବାଡା ଜଙ୍ଗଲ ରେ ପୋଲିସ ମାଓବାଦୀ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ ହୋଇଥିଲା । ଏଥିରେ ଜଣେ ସେଣ୍ଟ୍ରାଲ କ୍ୟାଡ଼ର ମାଓବାଦୀ ବିଜୟ…

ଖରିଫ ଋତୁ ଧାନ ସଂଗ୍ରହ ଓ ଚାଷୀ ପଞ୍ଜିକରଣ ଅବଧି ବଢ଼ିଲା

ଭୁବନେଶ୍ୱର :   ଚାଷୀଙ୍କୁ ବଡ଼ ଆଶ୍ଵସ୍ତି  । ଖରିଫ ଋତୁ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ଅବଧି ବୃଦ୍ଧି ପାଇଛି । ଚାଷୀ ପଞ୍ଜିକରଣ ଅବଧି ବୃଦ୍ଧି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ  । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ…

ସ୍ବାଧୀନତା ଦିବସରେ ୧୦୯୦ ଜଣଙ୍କୁ ମିଳିବ ମେଡାଲ, ଓଡ଼ିଶାର ୨ ଜଣ ପାଇବେ ରାଷ୍ଟ୍ରପତି ପଦକ

ଭୁବନେଶ୍ୱର : ସ୍ବାଧୀନତା ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ୧ହଜାର ୯୦ଙ୍କୁ ମିଳିବ ମେଡାଲ ।  ପୋଲିସ, ଅଗ୍ନିଶମ, ହୋମ ଗାର୍ଡ ଏବଂ ସିଭିଲ ଡିଫେନ୍ସ କ୍ଷେତ୍ରରେ ଗାଲାଣ୍ଟ୍ରି ଏବଂ ସର୍ଭିସ୍ ମେଡାଲ ପ୍ରଦାନ କରାଯିବ । ୨୩୩…

୨୪ ଘଣ୍ଟିଆ ସ୍ବାସ୍ଥ୍ୟ ସେବା ଦାବିରେ ୨୭୦ କିଲୋମିଟର ପଦଯାତ୍ରା, ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସମସ୍ୟା ଜଣାଇବେ ଯୁବକ

ବାରଙ୍ଗ: ୨୪ ଘଣ୍ଟିଆ ସ୍ବାସ୍ଥ୍ୟ ସେବା ଦାବିରେ ୨୭୦ କିଲୋମିଟର ପଦଯାତ୍ରା । ଏଥିସହ ବିଭିନ୍ନ ଦାବି ନେଇ ଚାଲିଚାଲି ଦେବଗଡ଼ରୁ ଭୁବନେଶ୍ବର ଅଭିମୁଖେ ବାହାରିଛନ୍ତି ଯୁବକ । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସମସ୍ୟା ଜଣାଇବେ ଡେବଗଡର ଅର୍ଣ୍ଣବ ପଣ୍ଡା । ଗତ ୬…

୨ୟ ଶ୍ରେଣୀ ଛାତ୍ରକୁ ନିସ୍ତୁକ ମାଡ଼ ମାରିବା ମହଙ୍ଗା ପଡ଼ିଲା, ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ

ଟିଟିଲାଗଡ : ଛାତ୍ରକୁ ଲହୁ ଲୁହାଣ କରି ମାଡ଼ ମାରି କାର୍ଯ୍ୟରୁ ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷୟତ୍ରୀ ।  ଏପରି ଏକ ଘଟଣା ଘଟିଛି ଟିଟିଲାଗଡ଼ ଉପଖଣ୍ଡ ଅଧିନସ୍ତ ସଇଁତଳା ବ୍ଲକ ଟିକ୍ରାପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ଆସିଛି । ଗତ ୩୧…

ମେଟ୍ରୋ ପାଇଁ ନୂଆ ଢାଞ୍ଚାରେ ଗଠନ ହେବ ବୈଷୟିକ କମିଟି, ସୂଚନା ଦେଲେ ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ୱର : ନୂଆ ଢ଼ାଞ୍ଚାରେ ଭୁବନେଶ୍ବରରେ ମେଟ୍ରୋ । କେନ୍ଦ୍ର ସରକାରଙ୍କ ସହଯୋଗରେ ହେବ ମେଟ୍ରୋ । ନୂଆ ଢାଞ୍ଚାରେ ମେଟ୍ରୋ ପାଇଁ ଗଠନ ହେବ ଟେକ୍ନିକାଲ କମିଟି । ଏହି କମିଟି ବିଭିନ୍ନ ସହରକୁ ଯାଇ ସ୍ଥିତି ଅନୁଧ୍ୟାନ କରିବ ।…

ଓବିସି ତାଲିକା ପାଇଁ NCBC କରିବ ସାର୍ବଜନିକ ଶୁଣାଣି, ପ୍ରସ୍ତାବିତ କମ୍ୟୁନିଟିର ପ୍ରତିନିଧିମାନେ ଉପସ୍ଥିତ ରହିବେ

ଭୁବନେଶ୍ୱର : ଓଡ଼ିଶାର କେନ୍ଦ୍ରୀୟ ଓବିସି ତାଲିକା ପାଇଁ NCBC ପକ୍ଷରୁ ହେବ ସାର୍ବଜନିକ ଶୁଣାଣି । ରାଷ୍ଟ୍ରୀୟ ପଛୁଆ ବର୍ଗ ଆୟୋଗ (NCBC) ଅଧ୍ୟକ୍ଷ ହନ୍ସରାଜ ଗଙ୍ଗାରାମ ଆହିରଙ୍କ ଅଧ୍ୟକ୍ଷତାରେ ଆସନ୍ତା ୨୦ ତାରିଖରେ ଭୁବନେଶ୍ୱରରେ ସାର୍ବଜନିକ ଶୁଣାଣି ହେବ ।…

ସର୍ପାଘାତରେ ଚାଲିଗଲା ୪ ଜୀବନ

ଭୁବନେଶ୍ୱର : ଗୋଟିଏ ରାତିରେ ସାପ କାମୁଡ଼ାରେ ଚାଲିଗଲା ୪ ଜୀବନ ।  ଆନନ୍ଦପୁର ବ୍ଲକ ରାଧିକାଦେଇପୁରରେ ସାପ କାମୁଡ଼ାରେ ମାଆ-ପୁଅ ମୃତ  ।  ଶୋଇଥିବାବେଳେ ଭିତରକୁ ଏକ ସାପ ପଶି ଆସି ଦୁଇ ଜଣଙ୍କୁ କାମୁଡି ଦେଇଥିଲା ।  ସେହିପରି ଗଞ୍ଜାମ…

ପାରିବାରିକ କଳହରୁ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଲେ ଗ୍ରାମବାସୀ, ପୋଲିସ କଲା ଉଦ୍ଧାର

ମୋହନା: ଗାଁ ଦାଣ୍ଡରେ ବସିଲା କଙ୍ଗାରୁ କୋର୍ଟ । ପାରିବାରିକ କଳହକୁ କେନ୍ଦ୍ର କରି ଯୁବକକୁ ନିସ୍ତୁକ ମାଡ଼ ମାରିବା ସହ ଗାଁ ଦାଣ୍ଡରେ ବାନ୍ଧିଲେ ଗ୍ରାମବାସୀ। ଗଜପତି ଜିଲ୍ଲା ଅଡବା ଥାନା ପୋଲିସ ପହଞ୍ଚି ଯୁବକୁ ଉଦ୍ଧାର କରିଛି। ଅଡ଼ବା ଥାନ…