August 2025

ଟାରିଫ୍‌-ଟେନ୍‌ସନ୍‌ ; ଆମେରିକା ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆମେରିକା ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବା ପରେ ଭାରତ-ଆମେରିକା ମଧ୍ୟରେ ଲାଗି ରହିଛି ତିକ୍ତତା । ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତ କରି ପାରନ୍ତି ବୋଲି ସୂଚନା ମିଳିଛି ।…

ଆତ୍ମହତ୍ୟା ପ୍ରବଣତାକୁ ରୋକିବା ପାଇଁ କଲେଜ ଓ ବିଶ୍ୱବିଦ୍ୟାଳୟରେ ହେବ ‘ସେଫ୍ କ୍ୟାମ୍ପେନ୍’

ଭୁବନେଶ୍ବର: ଆତ୍ମହତ୍ୟା ପ୍ରବଣତାକୁ ରୋକିବା ପାଇଁ ସବୁ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ‘ସେଫ୍ କ୍ୟାମ୍ପେନ୍’ କରିବ ଉଚ୍ଚ ଶିକ୍ଷା ବିଭାଗ। ଏନେଇ ସୂଚନା ଦେଇଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, ଶକ୍ତିଶ୍ରୀ…

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସ୍ୱାସ୍ଥ୍ୟକର୍ମୀ

ରାୟଗଡ଼ା : ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସ୍ୱାସ୍ଥ୍ୟକର୍ମୀ । ରାୟଗଡ଼ା ମୁନିଗୁଡା ସିଏଚସି ସ୍ୱାସ୍ଥ୍ୟକର୍ମୀ କୁଞ୍ଜବିହାରୀ ରାଉତଙ୍କୁ ଧରିଛି ଭିଜିଲାନ୍ସ। ଜନ୍ମ ପ୍ରମାଣପତ୍ର ଦେବାକୁ ଜଣେ ଗରିବ ଚାଷୀଙ୍କ ଠାରୁ ୩ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ…

ଆଜି ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି, ୪ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

ପୁରୀ : ଆଜି ୪ଘଣ୍ଟା ବନ୍ଦ ରହିଛି ମହାପ୍ରଭୁଙ୍କ ଦର୍ଶନ । ଭାଦ୍ରବ କୃଷ୍ଣପକ୍ଷ ତିଥି ବା ରେଖା ପଞ୍ଚମୀ ତିଥି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି ଅନୁଷ୍ଠିତ ହେବ । ଶ୍ରୀବିଗ୍ରହଙ୍କ ପ୍ରଥମ ଭୋଗମଣ୍ଡପ ସରିବା ପରେ…

ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ଆଇଇଡି ବିସ୍ଫୋରଣ, ମାଓବାଦୀ ଲିଙ୍କ୍ ଅଭିଯୋଗରେ ଶିକ୍ଷକ ଗିରଫ

ଗଜପତି: ଅଡବା ଥାନା ଅନ୍ତର୍ଗତ ନୂଆଖଜୁରୀପଦାରେ ବୁଧବାର ପୁଲିସ ଜଣେ ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପ୍ରତାପ ନାୟକଙ୍କୁ ଗିରଫ କରିଛି। ତାଙ୍କ ବିରୋଧରେ ମାଓବାଦୀ କାର୍ଯ୍ୟକଳାପରେ ଜଡ଼ିତ ଥିବା ଅଭିଯୋଗ ରହିଛି। ସୂତ୍ର ଅନୁଯାୟୀ, ପ୍ରତାପ ୨୦୦୮ରୁ ସରକାରୀ ଶିକ୍ଷକ…

ଗଣେଶ ପୂଜା ପାଇଁ ମାଟି ଆଣିବା ବେଳେ ଅଘଟଣ: କାଠଯୋଡ଼ିରେ ବୁଡି ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ

କଟକ: ଆସୁଛି ଗଣେଶ ପୂଜା । ଆଉ ଦିନ କେଇଟା ପରେ ଆସିବେ ଗଣପତି ବାପ୍ପା । ସେଥିପାଇଁ ଚାରିଆଡେ ଖୁସିର ମାହୋଲ । ପୂଜା ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଗଲାଣି । ଗଣେଶ ପୂଜା ପାଇଁ ମାଟି ଆଣିବାକୁ…

ଜାତି ପ୍ରମାଣପତ୍ରରେ ଏଣିକି ହେବନି ‘ହରିଜନ’ ଶବ୍ଦର ବ୍ୟବହାର, ଏସ୍‌ସି/ ଏସଟି ଉନ୍ନୟନ ବିଭାଗର ଚିଠି

ଭୁବନେଶ୍ୱର : ସରକାରୀ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ ଏବଂ ସରକାରୀ ଯୋଗାଯୋଗରୁ ହଟିବ “ହରିଜନ” ଶବ୍ଦ । ଏଣିକି ଜାତି ପ୍ରମାଣପତ୍ର ଏବଂ ଅନୁସୂଚିତ ଜାତି ସମ୍ପର୍କରେ “ହରିଜନ” ଶବ୍ଦ ବ୍ୟବହାର ନ କରିବା ପାଇଁ ଜାରି ହେଲା ନିର୍ଦ୍ଦେଶାବଳୀ । ଏସ୍‌ସି/…

ସ୍ବାମୀ ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ

ସୁନ୍ଦରଗଡ଼ : ସ୍ବାମୀ ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ । ସୁନ୍ଦରଗଡ଼ ଟାଉନ ଥାନା ହରିଓଁ କଲୋନୀରେ ଘଟିଛି ଏପରି ହତ୍ୟାକାଣ୍ଡ । ସ୍ତ୍ରୀଙ୍କୁ ଅଟକ ରଖାଯାଇ ପଚରାଉଚରା କରୁଛି ପୋଲିସ । ସୂଚନାନୁଯାୟୀ, ପାରିବାରିକ କଳହକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ…

ଘରକୁ ବିଜୁଳି ସଂଯୋଗ ନାହିଁ, ବିଲ ଆସିଛି ୧୦,୪୭୫ ଟଙ୍କା

ଗଜପତି: ଘରେ ନାହିଁ ବିଜୁଳି ସଂଯୋଗ, କିନ୍ତୁ ବିଲ ଆସିଛି ୧୦,୪୭୫ ଟଙ୍କା l ହଁ ଆଜ୍ଞା, ଘରେ କେବେ ଆଲୁଅ ଦେଖିନଥିବା ପରିବାରକୁ ଆସିଛି ମୋଟା ଅଙ୍କର ବିଲ l ବସିଛି ବିଦ୍ୟୁତ ଖୁଣ୍ଡ, ଘରେ ଲାଗିଛି ମିଟର ।…

ପାରିବାରିକ କଳହ: ମା’ ସହ ଝଗଡ଼ା ଲାଗି ଜୀବନ ହାରିଲେ ନାବାଳିକା

କେନ୍ଦ୍ରାପଡ଼ା : ପଟ୍ଟାମୁଣ୍ଡାଇରେ ପୁଣି ଚାଞ୍ଚଲ୍ୟ । ଜଣେ ଛାତ୍ରୀଙ୍କ ଜୀବନ ହାରିବାକୁ ନେଇ ଆସିଛି ଅଭିଯୋଗ । ପଟ୍ଟାମୁଣ୍ଡାଇ ପୌର ପରିଷଦ ମାଟିଆ ଗାଁରୁ ଆସିଛି ଅଭିଯୋଗ । ୧୩ ବର୍ଷୀୟ ନାବାଳିକା ଆଜି ଜୀବନ ହାରିବାକୁ ନେଇ ଅଭିଯୋଗ…