August 2025

ଶ୍ରୀମନ୍ଦିରରେ ପାଳିତ ହେଲା ଗହ୍ମା ପୂର୍ଣ୍ଣିମା, ୨ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଭଉଣୀ ସୁଭଦ୍ରା

ପୁରୀ: ଆଜି ପବିତ୍ର ଗହ୍ମାପୂର୍ଣ୍ଣମୀ ଓ ପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବ । ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଇଛି । ରାଖି ପିନ୍ଧିଲେ ଚତୁଦ୍ଧାମୂର୍ତ୍ତି। ଗହ୍ମା ଗହ୍ମାପୂର୍ଣ୍ଣମୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ପ୍ରଭୁ ବଳଭଦ୍ରଙ୍କ ହାତରେ ରାଖି ବାନ୍ଧିଲେ ଭଉଣୀ…

ଦିଲ୍ଲୀରେ ପ୍ରବଳ ବର୍ଷା; କାନ୍ଥ ଭୁଶୁଡି ଚାଲିଗଲା ୭ ଜୀବନ

ନୂଆଦିଲ୍ଲୀ: ଲଗାଣ ବର୍ଷା ଯୋଗୁଁ ଉବୁଟୁବୁ ଦିଲ୍ଲୀ । ଚାରିଆଡେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । ଗତକାଲି ରାତିରୁ ଦିଲ୍ଲୀ-ଏନସିଆରରେ ପ୍ରବଳ ବର୍ଷା ଯୋଗୁ ଅନେକ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । କାଳନ୍ଦୀ କୁଞ୍ଜ, ମଥୁରା ରୋଡ୍‍,…

ରୁଷ- ୟୁକ୍ରେନ ଯୁଦ୍ଧର ଅନ୍ତ ଖୁବଶୀଘ୍ର ଘଟିପାରେ, ଦୁଇ ସୁପର ପାୱାର ଏକାଠି ହେବେ

ଖୁବଶୀଘ୍ର ରୁଷ- ୟୁକ୍ରେନ ଯୁଦ୍ଧର ଘଟିପାରେ ଅନ୍ତ । ଏକାଠି ହେବେ ଦୁଇ ସୁପର ପାୱାର । ଅଗଷ୍ଟ ୧୫ରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କୁ ଭେଟିବେ ଡୋନାଲ୍ଡ ଟ୍ରମ୍ପ । ଆମେରିକା ଆଲାସ୍କାରେ ଦୁଇ ନେତାଙ୍କ ମଧ୍ୟରେ ସାକ୍ଷାତ କାର୍ଯ୍ୟକ୍ରମ ରହିଛି…

ଖାଲି ପଡ଼ିଲା ଇଣ୍ଡିଗୋ ବିମାନ ସିଟ୍, ୧୭୦ କୋଟି ଗଣିଲେ ଓଡ଼ିଶା ସରକାର

ଭୁବନେଶ୍ୱର: ଓଡ଼ିଶା ସରକାର ପର୍ଯ୍ୟଟନକୁ ଆଗକୁ ବଢ଼ାଇବା ପାଇଁ ଭୁବନେଶ୍ୱରରୁ ଆନ୍ତର୍ଜାତୀୟ ଉଡ଼ାଣ ଆରମ୍ଭ କରିଥିଲେ। କିନ୍ତୁ ବିମାନର ସିଟ୍ ଫାଙ୍କା ପଡ଼ିବାରୁ ଏୟାରଲାଇନ୍ସକୁ ସରକାର ପ୍ରତି ମାସରେ ପ୍ରାୟ ୮ କୋଟିରୁ ଅଧିକ ଟଙ୍କା ଗଣୁଛନ୍ତି। ଗତ ଦୁଇ ବର୍ଷରେ…

ଖୁବଶୀଘ୍ର ରାଷ୍ଟ୍ରପତି ପୁଟିନ୍‌ଙ୍କୁ ଭେଟିବେ ଡୋନାଲ୍ଡ ଟ୍ରମ୍ପ – ୟୁକ୍ରେନ ଯୁଦ୍ଧର ଘଟିପାରେ ଅନ୍ତ

ଖୁବଶୀଘ୍ର ରୁଷ- ୟୁକ୍ରେନ ଯୁଦ୍ଧର ଘଟିପାରେ ଅନ୍ତ । ଏକାଠି ହେବେ ଦୁଇ ସୁପର ପାୱାର । ଅଗଷ୍ଟ ୧୫ରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କୁ ଭେଟିବେ ଡୋନାଲ୍ଡ ଟ୍ରମ୍ପ । ଆମେରିକା ଆଲାସ୍କାରେ ଦୁଇ ନେତାଙ୍କ ମଧ୍ୟରେ ସାକ୍ଷାତ କାର୍ଯ୍ୟକ୍ରମ ରହିଛି…

କୁନି କୁନି ପିଲାଙ୍କ ସହ ରକ୍ଷା ବନ୍ଧନ ପାଳନ କଲେ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି

ହିନ୍ଦୁମାନଙ୍କ ପର୍ବ ରାଖୀ ଉତ୍ସବ ମନାଇବାକୁ ସ୍କୁଲରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଦ୍ରୌପଦୀ ମୁର୍ମୁ । ସେହି ମୁହୂର୍ତ୍ତର କିଛି ଫଟୋ ଏବଂ ଭିଡିଓକୁ ସେୟାର କରିଛନ୍ତି । ଏଥି ସହିତ ପୋଷ୍ଟର କ୍ୟାପସନରେ ଲେଖିଛନ୍ତି ଯେ, ରାଷ୍ଟ୍ରପତି ଦ୍ରୌପଦୀ…

ସାନ ଭାଇକୁ ହତ୍ୟା କଲା ବଡ ଭାଇ

ସାନ ଭାଇକୁ ମାରି ମାଟି ତଳେ ପୋତିଥିଲା ବଡ ଭାଇ । ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ଟିଟିଲାଗଡରେ । ଥାନାରେ ବଡ ଭାଇ ଆତ୍ମସମର୍ପଣ କରି ସବୁ ସତ ମାନିଥିବା ସୂଚନା ମିଳିଛି । ୫/୬ମାସ ତଳେ ହାଟପଦା ପଡାର…

ଆୟକର ବିଲ୍ ୨୦୨୫ ପ୍ରତ୍ୟାହୃତ, ସିଲେକ୍ଟ କମିଟି ଆଧାରରେ ୧୧ରେ ଆଗତ ହେବ ନୂଆ ଇନକମ୍ ଟ୍ୟାକ୍ସ ବିଲ୍

ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଠିତ ସିଲେକ୍ଟ କମିଟି ଗତ ଜୁଲାଇ ୨୧ରେ ସଂସଦରେ ତାଙ୍କ ରିପୋର୍ଟ ଦାଖଲ କରିଛନ୍ତି। ୧୯୬୧ର ପୁରୁଣା ଆଇନକୁ ବଦଳାଇବା ପାଇଁ ଏହା ଉଦ୍ଦିଷ୍ଟ। ଅନେକ ପ୍ରସ୍ତାବ ମଧ୍ୟରେ, କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ସାଧାରଣ କରଦାତାଙ୍କ…

ଅପରେସନ୍ ସିନ୍ଦୂରର ସଫଳତାର କାରଣ ରାଜନୈତିକ ଇଚ୍ଛ। ଶକ୍ତି ଓ ପୂର୍ଣ୍ଣ ସ୍ୱାଧୀନତା: ବାୟୁ ସେନା ମୁଖ୍ୟ

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନା ମୁଖ୍ୟ ଏୟାର ଚିଫ୍ ମାର୍ଶଲ ଅମର ପ୍ରୀତ୍ ସିଂହ ଅପରେସନ ସିନ୍ଦୂରକୁ ନେଇ ଅନେକ ବଡ଼ ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ ଅପରେସନ ସିନ୍ଦୂର ଏଥିପାଇଁ ସଫଳ ହୋଇଥିଲା, କାରଣ ସଶସ୍ତ୍ର ବଳ…

ରାକ୍ଷୀ ପୂର୍ଣ୍ଣିମାରେ ୧ କୋଟି ହିତାଧିକାରୀଙ୍କୁ ମିଳିଲା ସୁଭଦ୍ରା ତୃତୀୟ କିସ୍ତି ଟଙ୍କା

ରାକ୍ଷୀରେ ଆସିଲା ସୁଭଦ୍ରା ଟଙ୍କା। ଜୟପୁରରେ ସ୍ବତନ୍ତ୍ର ଉତ୍ସବରେ ଆଜି ଟଙ୍କା ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ରାଜ୍ୟର ୧ କୋଟି ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ଟଙ୍କା ଯାଇଛି। ସେମାନଙ୍କ ମଧ୍ୟରୋ କୋରାପୁଟ କୋଟିଆରେ ଆଦୌ ଟଙ୍କା ପାଇନଥିବା…