ପ୍ରକୃତିର ତାଣ୍ଡବ ; ହିମାଚଳପ୍ରଦେଶରେ ଏଯାଏଁ ୧୯୯ ମୃତ, ୧୯୦୫.୫ କୋଟି ଟଙ୍କାର କ୍ଷୟକ୍ଷତି

ନୂଆଦିଲ୍ଲୀ : ହିମାଚଳପ୍ରଦେଶରେ ଚଳିତ ବର୍ଷ ୨୦ ଜୁନ୍‌ରୁ ୬ ଅଗଷ୍ଟ ମଧ୍ୟରେ ମୌସୁମୀ କାରଣରୁ ପ୍ରବଳ ବର୍ଷା ଫଳରେ ଏଯାଏଁ ପ୍ରାୟ ୧୯୯ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ ୧୯୦୫.୫ କୋଟି ଟଙ୍କାର କ୍ଷୟକ୍ଷତି ଘଟିଛି । ରାଜ୍ୟ…

ଜଷ୍ଟିସ ବର୍ମାଙ୍କ ଆବେଦନ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ : ଘରୁ ଟଙ୍କା ମିଳିବା ମାମଲାରେ ଆଲ୍ଲାହାବାଦ ହାଇକୋର୍ଟର ବିଚାରପତି ଯଶଓ୍ବନ୍ତ ବର୍ମାଙ୍କ ଆବେଦନକୁ ସୁପ୍ରିମକୋର୍ଟ ଗୁରୁବାର ଖାରଜ କରିଦେଇଛନ୍ତି। ତାଙ୍କୁ ଦୋଷୀ ବୋଲି ଦର୍ଶାଇଥିବା ତଦନ୍ତ କମିଟିର ରିପୋର୍ଟ ଏବଂ ପ୍ରଧାନ ବିଚାରପତିଙ୍କ ଦ୍ଵାରା ପଦବୀରୁ ତତ୍କାଳ ହଟାଯିବା…

ମାଥେରାନରେ ହାତ ଟଣା ରିକ୍ସା ଉପରେ ପ୍ରତିବନ୍ଧକ ଲଗାଇଲେ ସୁପ୍ରିମକୋର୍ଟ

ମୁମ୍ବାଇ : ସୁପ୍ରିମକୋର୍ଟ ବୁଧବାର ମହାରାଷ୍ଟ୍ର ସରକାରଙ୍କୁ ମାଥେରାନରେ ୬ ମାସ ମଧ୍ୟରେ ହାତ ରିକ୍ସା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ କହିଛନ୍ତି କି ମଣିଷ ମଣିଷକୁ ଭିଡିବା ଅତି ଅମାନବୀୟ । ଭାରତ…

ଟାରିଫ ଲାଗୁ ପରେ ବି ଭାରତ ଗସ୍ତରେ ଆସିବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ତାଙ୍କ ମସ୍କୋ ଗସ୍ତ ସମୟରେ ଏହି ସୂଚନା ଦେଇଛନ୍ତି । ଡୋଭାଲ କହିଛନ୍ତି, ରାଷ୍ଟ୍ରପତି ପୁଟିନ ଏହି ବର୍ଷ ଶେଷରେ…

୨୫ଟି ପୁସ୍ତକର ପ୍ରକାଶନ ଏବଂ ବିକ୍ରୟ ଉଭୟ ହେବ ବନ୍ଦ !

ଜମ୍ମୁ ଓ କଶ୍ମୀର: ଜମ୍ମୁ ଓ କଶ୍ମୀର ପ୍ରଶାସନ ୨୫ଟି ପୁସ୍ତକର ପ୍ରକାଶନ ଏବଂ ବିକ୍ରି ଉପରେ ରୋକ ଲଗାଇବାକୁ ନିଷ୍ପତ୍ତି ନେଇଛି। ଏ ପ୍ରସଙ୍ଗକୁ ନେଇ ସରକାର କହିଛନ୍ତି, ‘ଏହି ପୁସ୍ତକଗୁଡ଼ିକ ମିଥ୍ୟା ଆଲୋଚନାକୁ ପ୍ରୋତ୍ସାହିତ କରିବା ନେଇ ଅଭିଯୋଗ…

ରହସ୍ୟମୟ ଭୋଟର ନେଇ ବର୍ଷିଲେ ରାହୁଲ: କହିଲେ ଭୋଟର ତାଲିକାରେ ଅଛି ଗଡ଼ବଡ଼

ନୂଆଦିଲ୍ଲୀ: ରହସ୍ୟମୟ ଭୋଟର ନେଇ ବର୍ଷିଲେ ରାହୁଲ । ମିଛ ଭୋଟର ଏବଂ ମିଛ ଠିକଣା ନେଇ ରାହୁଲ ନିର୍ବାଚନ ଆୟୋଗଙ୍କ ଉପରେ ବର୍ଷିଲେ ଲୋକସଭାର ବିରୋଧୀ ଦଳ ନେତା । ଭୋଟର ତାଲିକାରେ ମିଛ ଭୋଟରଙ୍କୁ ଯୋଡା ହୋଇଥିବା ନେଇ…

ଆମେରିକା ଉପରେ ଭାରତ ସରକାର ୫୦% ଶୁଳ୍କ ଲାଗୁ କରନ୍ତୁ: ଶଶି ଥରୁର

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇବାକୁ ଘୋଷଣା କରିଛନ୍ତି। ପୂର୍ବରୁ ସେ ୨୫ ପ୍ରତିଶତ ଶୁଳ୍କ ଲଗାଇଥିଲେ, କିନ୍ତୁ ଏବେ ସେ ଏହାକୁ ଦୁଇଗୁଣ କରିଦେଇଛନ୍ତି। ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ପରେ ବରିଷ୍ଠ…

ଭାରତ ଉପରେ ଅତିରିକ୍ତ ୨୫% ଶୁଳ୍କ ଲଗାଇଲେ ଟ୍ରମ୍ପ

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୨୫ ପ୍ରତିଶତ ଅତିରିକ୍ତ ଶୁଳ୍କ ଲଗାଇବା ନେଇ ଘୋଷଣା କରିଦେଇଛନ୍ତି । ବୁଧବାର ଏନେଇ ଏକ ଅର୍ଡର ଉପରେ ସେ ହସ୍ତାକ୍ଷର କରିଛନ୍ତି । ଏହି ନିର୍ଦ୍ଦେଶ ୨୧ ଦିନ…

କେନ୍ଦ୍ରାପଡ଼ା‌ରେ ଯୁବତୀ ଜଳିଯିବା ଘଟଣା: ମୁଁ ନିଜେ ତଦନ୍ତ କରିବି କହିଲେ ଏସପି

କେନ୍ଦ୍ରାପଡ଼ା: ଘର ଭିତରେ ଯୁବତୀ ଜିଅନ୍ତା ଜଳିଯିବା ଘଟଣାରେ ମୁଁ ନିଜେ ତଦନ୍ତ କରିବି କହିଲେ କେନ୍ଦ୍ରାପଡ଼ା ଏସପି । କେଉଁ ପରିସ୍ଥିତିରେ ଯୁବତୀ ଜଳିଗଲେ ତାହାର ତଦନ୍ତ କରିବି। ସୂଚନାଥାଉକି, ଘର ଭିତରେ ଜୀବନ୍ତ ଜଳିଗଲେ ଯୁବତୀ। ଏଭଳି ଏକ…

ତେଜସ୍ୱୀ ଯାଦବଙ୍କୁ ନିର୍ବାଚନ କମିଶନଙ୍କ ଦ୍ୱିତୀୟ ନୋଟିସ

ପାଟନା : ବିହାର ବିଧାନସଭାରେ ବିରୋଧୀ ଦଳର ନେତା ତେଜସ୍ୱୀ ଯାଦବଙ୍କୁ ନିର୍ବାଚନ କମିଶନ ଆଉ ଥରେ ନୋଟିସ୍‌ ପଠାଇଛନ୍ତି। ରାଷ୍ଟ୍ରୀୟ ଜନତା ଦଳ ( ଆରଜେଡି)ର ନେତାଙ୍କୁ କମିଶନ ଦୁଇଟି ଭୋଟର ଆଇଡି ରଖିବା ମାମଲାରେ ପୁଣି ଥରେ ଜବାବ…