ରାହୁଲଙ୍କ ଦାୟିତ୍ବହୀନ ବୟାନକୁ ଅଣଦେଖା କରୁଛୁ : ନିର୍ବାଚନ କମିସନ

ନୂଆଦିଲ୍ଲୀ : ଶୁକ୍ରବାର ଦିନ ଭାରତର ନିର୍ବାଚନ କମିସନ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଦ୍ୱାରା ଲଗାଯାଇଥିବା ଭୋଟର ଚୋରି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛନ୍ତି। କମିସନ ନିର୍ବାଚନ ଅଧିକାରୀମାନଙ୍କୁ ନିରପେକ୍ଷ ଏବଂ ସ୍ୱଚ୍ଛ ଭାବରେ କାମ କରିବାକୁ ଏବଂ ଦାୟିତ୍ୱହୀନ ବୟାନକୁ…

ଆସନ୍ତା ୩୧ ତାରିଖରେ ହେବ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା, ପ୍ରଶ୍ନପତ୍ର ଭାଇରଲ ପାଇଁ ଥିଲା ସ୍ଥଗିତ

 କଟକ : ଆସନ୍ତା ୩୧ ତାରିଖରେ ହେବ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା । ପ୍ରଶ୍ନପତ୍ର ଭାଇରଲ ପାଇଁ ପରୀକ୍ଷା ଥିଲା ସ୍ଥଗିତ । ଗତ ୨୦ ତାରିଖରେ ହେବାର ଥିଲା ଓଟିଇଟି ପରୀକ୍ଷା। ପ୍ରଶ୍ନପତ୍ର ଭାଇରଲ ହେବା ପରେ ସରକାର ପରୀକ୍ଷାକୁ ସ୍ଥଗିତ…

ରାଜ୍ୟରେ ଖୋଲିବ ମଡେଲ୍ ମଣ୍ଡି; ରହିବ ଏହି ସବୁ ସୁବିଧା

ଭୁବନେଶ୍ବର: ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ବଡ଼ ଘୋଷଣା । ଆସନ୍ତା ବର୍ଷ ସୁଦ୍ଧା ରାଜ୍ୟରେ ଖୋଲିବ ମଡେଲ୍ ମଣ୍ଡି । ରାଜ୍ୟର ୩୦ଟି ଜିଲ୍ଲାରେ ହେବ ୩୮ଟି ମଡେଲ୍ ମଣ୍ଡି । ଆବଶ୍ୟକତା ଦେଖି ବଡ଼ ଜିଲ୍ଲାରେ ୨ଟି ମଣ୍ଡି…

ଅସଜଡା ପ୍ୟାଣ୍ଟ୍ ପିନ୍ଧି ମହାବିଦ୍ୟାଳୟ ଆସିବା ମନା, ଅଧ୍ୟକ୍ଷଙ୍କ ଅଭିନବ ଶୃଙ୍ଖଳା

ସୁନ୍ଦରଗଡ଼: ଅବାଗିଆ କେଶ ସଜା ସହ ଅସଜଡା ପ୍ୟାଣ୍ଟ୍ ପିନ୍ଧି ମହାବିଦ୍ୟାଳୟ ଆସିବା ମନା । ସାଧସିଧା ପୋଷାକ ସହ ଜଣେ ପାଠ ପଢୁଆ ଛାତ୍ରଙ୍କ ପରି ମହାବିଦ୍ୟାଳୟକୁ ଆସିବେ ଛାତ୍ରଛାତ୍ରୀ । ଏହାକୁ ଅବମାନନା କଲେ କୌଣସି ଛାତ୍ରଛାତ୍ରୀ ମହାବିଦ୍ୟାଳୟରେ…

ପୁଲିସକୁ ଚାପୁଡ଼ା ମାରି ବନ୍ଧା ହେଲେ ମନ୍ତ୍ରୀଙ୍କ ଭାଇ

ମନ୍ଦିରରେ ମୁତୟନ ପୁଲିସ କର୍ମଚାରୀଙ୍କୁ ଚାପୁଡ଼ା ମାରି ଗିରଫ ହୋଇଛନ୍ତି ଜଣେ ମନ୍ତ୍ରୀଙ୍କ ଭାଇ। ଘଟଣାଟି ଘଟିଛି ଆନ୍ଧ୍ରପ୍ରଦେଶରେ। ଗିରଫ ଅଭିଯୁକ୍ତ ହେଲେ ରାଜ୍ୟର ରାସ୍ତା ଏବଂ ଗୃହନିର୍ମାଣ ବିଭାଗ ମନ୍ତ୍ରୀ ବି.ସି. ଜନାର୍ଦ୍ଦନଙ୍କ ଭାଇ ମଦନ ଭୂପାଳ ରେଡ୍ଡୀ। ସୂଚନା…

ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ, ୫୦୦୦ ଟଙ୍କା ଲାଞ୍ଜ ନେବା ବେଳେ ମାଡିବସିଲା ଭିଜିଲାନ୍ସ ଟିମ୍

ଯାଜପୁର ରୋଡ଼ : ଭିଜିଲାନ୍ସ ଜାଲରେ ଏବେ ଆଉ ଜଣେ ସରକାରୀ ବାବୁ । ଯାଜପୁର ଜିଲ୍ଲା ବ୍ୟାସନଗର ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ  ବରିଷ୍ଠ ରାଜସ୍ବ ସହାୟକ କିରାଣୀ ହେମନ୍ତ କୁମାର ପେରେଇ ୫୦୦୦ ଟଙ୍କା ଲାଞ୍ଜ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ…

‘ପଦରୁ ହଟାନ୍ତୁ’: ଓଟିଇଟି ପ୍ରଶ୍ନପତ୍ର ଲିକ୍ ନେଇ ବୋର୍ଡ ଉପସଭାପତିଙ୍କ ଉପରେ ପ୍ରଶ୍ନ ଉଠାଇଲେ ବିଜୟ

ଭୁବନେଶ୍ବର: ଏବେ ରାଜ୍ୟରେ ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ନେଇ ଉତ୍ତେଜନା ଜାରି ରହିଥିବା ବେଳେ ଏଥିରେ ଉପସଭାପତିଙ୍କ ଭୂମିକା ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ । ଏନେଇ ବିଜୟ କହିଛନ୍ତି, ହାତ ଲେଖା ପ୍ରଶ୍ନପତ୍ର…

ଅନୀଲ ଅମ୍ବାନୀଙ୍କ ଅଡୁଆ ବଢ଼ିଲା, ସମନ ଜାରି କଲା ପ୍ରବର୍ତ୍ତନ ନିର୍ଦେଶାଳୟ

ରିଲାଏନ୍ସ ଗ୍ରୁପ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଅନୀଲ ଅମ୍ବାନୀଙ୍କ ପାଇଁ ଅଡୁଆ ବଢ଼ିବାରେ ଲାଗିଛି। ବ୍ୟାଙ୍କ ଋଣ ଜାଲିଆତି ମାମଲା ପରେ ଏବେ ୬୮ କୋଟି ଟଙ୍କାର ନକଲି ବ୍ୟାଙ୍କ ଗ୍ୟାରେଣ୍ଟି ମାମଲାର ତଦନ୍ତକୁ ତ୍ଵରାନ୍ବିତ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)।…

ମହିଳା ଥାନାରେ ହାଜର ହେଲେ OAS ବାବୁ, ଦୁଇ ଦିନ ତଳେ ଏତଲା ଦେଇଥିଲେ ପତ୍ନୀ

ଭୁବନେଶ୍ବର: ଭୁବନେଶ୍ବର ମହିଳା ଥାନାରେ ହାଜର ହେଲେ OAS ବାବୁ । OSDMA ରେ କାର୍ଯ୍ୟରତ DGM ସାର୍ଥକ ସୌରଭ ମହାପାତ୍ର ହାଜର ହୋଇଛନ୍ତି । ଦୁଇ ଦିନ ତଳେ ଓଏଏସ୍ ବାବୁଙ୍କ ପତ୍ନୀ ମହିଳା ଥାନାରେ ଏତଲା ଦେଇଥିଲେ । ଏନେଇ…

ରତ୍ନଭଣ୍ଡାର ଗଣତିମଣତି ନେଇ ଆଇନ୍ ମନ୍ତ୍ରୀଙ୍କ ସୂଚନା, ୨ ଜଣ ବିଶେଷଜ୍ଞଙ୍କୁ ମନୋନୀତ କଲା ଆରବିଆଇ

ଭୁବନେଶ୍ୱର: ରତ୍ନଭଣ୍ଡାର ଗଣତିମଣତି ନେଇ ଆଇନ୍ ମନ୍ତ୍ରୀଙ୍କ ସୂଚନା। ୨ ଜଣ ଏକ୍ସପର୍ଟ ଦେବା ପାଇଁ RBIକୁ ଚିଠି ଲେଖିଛନ୍ତି ସରକାର। RBI ୨ ଜଣ ଏକ୍ସପର୍ଟଙ୍କ ନାଁ ମଧ୍ୟ ଦେଇଛନ୍ତି। ଖୁବଶୀଘ୍ର ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ହେବ। କମିଟି…