ଜାତୀୟ ସଂଗୀତ ଜନ ଗଣ ପୂର୍ବରୂ ‘ବନ୍ଦେ ମାତରମ୍’ ଗାନ ବାଧ୍ୟତାମୂଳକ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଜାତୀୟ ଗୀତ “ବନ୍ଦେ ମାତରମ୍”କୁ ନେଇ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ, “ବନ୍ଦେ ମାତରମ୍” ଏବେ ସରକାରୀ କାର୍ଯ୍ୟକ୍ରମ, ପବ୍ଲିକ୍ ସ୍କୁଲ୍ କାର୍ଯ୍ୟକ୍ରମ କିମ୍ବା ଅନ୍ୟାନ୍ୟ ଆନୁଷ୍ଠାନିକ ସମାବେଶରେ ଗାନ…

କାନାଡାର ଟମ୍ବଲର ରିଜ୍ ସ୍କୁଲରେ ଫାୟାରିଂ: ୧୦ ମୃତ, ୨୪ ଆହତ

କାନାଡ଼ା : କାନାଡାର ଟମ୍ବଲର ରିଜ୍ ସ୍କୁଲରେ ଗୁଳିକାଣ୍ଡ ଘଟିଛି । ଏହି ଆକ୍ରମଣରେ ପ୍ରାୟ ୧୦ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ୨୪ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ, ଗତକାଲି ଅପରାହ୍ନରେ ଟମ୍ବଲର ରିଜ୍…

କରେଣ୍ଟ୍ ଲାଗି ଟ୍ରକ୍ ସହ ଜଳିଗଲେ ଚାଳକ

ଟମକା: ଯାଜପୁର ଜିଲ୍ଲା ଟମକା ଥାନା ଖଣିଅଞ୍ଚଳ ମୁଖ୍ୟରାସ୍ତା ଟମକା-ମଙ୍ଗଳପୁର ସଡ଼କ‌ରେ ଆଜି ଏକ ଦୁର୍ଘଟଣାରୁ ବିଦ୍ୟୁତ୍ କରେଣ୍ଟ୍‌ ସଂସ୍ପର୍ଶରେ ଆସି ଏହାର ଚାଳକ ପୋଡ଼ିହୋଇ ପ୍ରାଣ ହରାଇଛନ୍ତି। ଏଥିସହ ଟ୍ରକ୍‌ର ବିଦ୍ୟୁତ୍ ଲାଇନ ସଂପୂର୍ଣ୍ଣ ଭାବେ ଓ କ୍ୟାବିନ ଆଂଶିକ…

କୃମି ନାଶକ ବଟିକା ଖାଇ ୩୮ ଛାତ୍ରଛାତ୍ରୀ ଅସୁସ୍ଥ

ଯାଜପୁର: ଜାତୀୟ କୃମି ନାଶକ ଦିବସ ଅବସରରେ ବିଦ୍ୟାଳୟରେ ଦିଆଯାଇଥିବା ବଟିକା ଖାଇ ୩୮ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପରେ ଛାତ୍ରଛାତ୍ରୀଙ୍କୁ କୃମି ନାଶକ ବଟିକା…

ହାଇଓ୍ବା ଧକ୍କାରେ ଦୁଇ ମୃତ, ଜଣେ ଗୁରୁତର

କଲମପୁର : ଜୟପାଟଣା ମୋଟେର ମୁଖ୍ୟ ରାସ୍ତାର ଦୁଲକିବନ୍ଧ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ହାଇଓ୍ବା ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଜଣେ ଗୁରୁତରଙ୍କୁ ଉଦ୍ଧାର କରାଯାଇ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି…

ନକ୍ସଲମୁକ୍ତ ହେବ ଗନ୍ଧମାର୍ଦ୍ଦନ, ଓଡ଼ିଶା ପୋଲିସ ଟାର୍ଗେଟରେ ମାଓବାଦୀ

ବରଗଡ: ଗନ୍ଧମାର୍ଦ୍ଦନ ହେବ ନକ୍ସଲ ମୁକ୍ତ । ବରଗଡ ଜିଲ୍ଲାର ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପାହାଡ଼ ଜଙ୍ଗଲ ହେବ ମାଓ ମୁକ୍ତ । ଏବେ ଓଡ଼ିଶା ପୋଲିସର ଟାର୍ଗେଟରେ ଗନ୍ଧମାର୍ଦ୍ଦନ ପାହାଡରେ ଲୁଚି ରହିଥିବା ମାଓବାଦୀ । ହିଂସା ଛାଡି ଆତ୍ମ ସମର୍ପଣ କରି…

ତାତିଲେ ଚାଷୀ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାନ ବସ୍ତା ରଖି ପ୍ରତିବାଦ

ବାଲେଶ୍ବର: ପୁଣି ତାତିଲେ ଚାଷୀ । କୃଷକ ମାରଣ ନୀତି ଅଭିଯୋଗ ନେଇ ବାଲେଶ୍ବର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିଲା ନବନିର୍ମାଣ କୃଷକ ସଙ୍ଗଠନ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଢାଳିଲେ ଧାନ ବସ୍ତା । ଜିଲ୍ଲାରେ କୃଷକ ମାରଣ ନୀତି ଓ…

ଏପ୍ରିଲରୁ ଭୁବନେଶ୍ବର ବାଇପାସ ପ୍ରକଳ୍ପ ଆରମ୍ଭ

ଭୁବନେଶ୍ବର: ଏପ୍ରିଲରୁ ଆରମ୍ଭ ହେବ ଭୁବନେଶ୍ବର ବାଇପାସ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ । ୧୧୧ କିମି ବିଶିଷ୍ଟ କ୍ୟାପିଟାଲ୍ ରିଜନ୍ ରିଙ୍ଗ୍ ରୋଡ୍ ପାଇଁ ମିଳିଛି ୬୪ଟି ବିଡ ।ରାଜଧାନୀରେ କମିବ ଭିଡ଼, ଟ୍ରାଫିକ ଯନ୍ତ୍ରଣାରୁ ମିଳିବ ମୁକ୍ତି । ମାର୍ଚ୍ଚରେ ଚୁକ୍ତିନାମା…

ଛାତ୍ରୀଙ୍କୁ ଦୁଷ୍କର୍ମ: ସାହିତ୍ୟ ଶିକ୍ଷକ ଗିରଫ

ବଣାଇ: ଛାତ୍ରୀଙ୍କୁ ଦୁଷ୍କର୍ମ କରି ସାହିତ୍ୟ ସାର୍ ଗିରଫ । ଥରେ ନୁହେଁ, ଏକାଧିକ ଥର ଦୁଷ୍କର୍ମ କରିଥିବା ଅଭିଯୋଗ । ସୁନ୍ଦରଗଡ ଜିଲ୍ଲା ଲହୁଣୀପଡ଼ା ଅଞ୍ଚଳର ଘଟଣା । ଲହୁଣୀପଡ଼ା ଥାନା ହଳଦିକୁଦର ସରକାରୀ ଉଚ୍ଚ ବିଦ୍ୟାଳୟର ସାହିତ୍ୟ ଶିକ୍ଷକ ତାପସ…

ସ୍କୁଲରେ ଶିକ୍ଷକ ଅଭାବ ପ୍ରତିବାଦରେ ୟୁନିଫର୍ମ ଫେରାଇବା ସହ ମଧ୍ୟାହ୍ନଭୋଜନ ଖାଇଲେନି ଛାତ୍ରଛାତ୍ରୀ

ପଟ୍ଟାମୁଣ୍ଡାଇ: ସ୍କୁଲ ୟୁନିଫର୍ମ ଫେରାଇଲେ ୩ ଶହରୁ ଅଧିକ ଛାତ୍ରଛାତ୍ରୀ । ସ୍କୁଲରେ ଶିକ୍ଷକ ଅଭାବ ନେଇ ନିଆରା ପ୍ରତିବାଦ । ୟୁନିଫର୍ମ ଫେରାଇବା ସହ ମିଡ ଡେ ମିଲ୍ ବି ଖାଇଲେନି । ଶିକ୍ଷକ ଅଭାବକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇର…