ଉକୁଣୀ ନେଲା ନାବାଳିକାର ଜୀବନ
ଗୋପ : ଉକୁଣୀ ନେଲା ନାବାଳିକାର ଜୀବନ । ପୁରୀ ଜିଲ୍ଲା ବଳଙ୍ଗା ଥାନା ଚମ୍ପାଗଡ଼ ସାହି ୧୨ ବର୍ଷିୟା ନାବାଳିକା ମୃତ । ମୃତକ ଲିଙ୍ଗରାଜ ସାହୁଙ୍କ ଝିଅ ଲକ୍ଷ୍ମୀପ୍ରିୟା ସାହୁ । କିଛି ମାସ ତଳେ ଲକ୍ଷ୍ମୀପ୍ରିୟାଙ୍କ ମୁଣ୍ଡରେ ଉକୁଣୀ…
ଗୋପ : ଉକୁଣୀ ନେଲା ନାବାଳିକାର ଜୀବନ । ପୁରୀ ଜିଲ୍ଲା ବଳଙ୍ଗା ଥାନା ଚମ୍ପାଗଡ଼ ସାହି ୧୨ ବର୍ଷିୟା ନାବାଳିକା ମୃତ । ମୃତକ ଲିଙ୍ଗରାଜ ସାହୁଙ୍କ ଝିଅ ଲକ୍ଷ୍ମୀପ୍ରିୟା ସାହୁ । କିଛି ମାସ ତଳେ ଲକ୍ଷ୍ମୀପ୍ରିୟାଙ୍କ ମୁଣ୍ଡରେ ଉକୁଣୀ…
ଭୁବନେଶ୍ୱର : ଧର୍ମଘଟରେ ଓଲା, ଉବେର । ଯାତ୍ରୀ ହନ୍ତସନ୍ତ । ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ୧୨ ଘଣ୍ଟା ସେବା ବନ୍ଦ । ଓଲା, ଉବେର, ରାପିଡୋ ଆଦି ଆପ୍ ଭିତ୍ତିକ ଡ୍ରାଇଭରଙ୍କ ଧର୍ମଘଟ । ଭୁବନେଶ୍ବର ରସୁଲଗଡ଼ ଛକରୁ…
ଭୁବନେଶ୍ୱର : ସୁରଙ୍କ ୟୁଟର୍ଣ୍ଣ । ନିର୍ବାଚନୀ ମଇଦାନକୁ ଓହ୍ଲାଇବେ କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ । ଜଟଣୀରୁ ନିର୍ବାଚନ ଲଢ଼ିବା ନେଇ ଦେଲେ ସଂକେତ । କଂଗ୍ରେସ ଟିକେଟରୁ ଲଢ଼ିବେ ବୋଲି ଇସାରା ଦେଇଛନ୍ତି ସୁର ରାଉତରାୟ । କହିଛନ୍ତି,…
ରାଉରକେଲା: ନିଜକୁ ଗୁଳିକଲେ ସିଆରପିଏଫ୍ ଯବାନ । ରାଉରକେଲାରେ ନିଜ ସର୍ଭିସ ବନ୍ଧୁକରେ ନିଜକୁ ଗୁଳିକଲେ CRPF ଯବାନ । ଗୁରୁତର ଅବସ୍ଥାରେ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା । ଡାକ୍ତର ମୃତ ଘୋଷଣା କରିଛନ୍ତି । ମୃତ ସିଆରପିଏଫ୍ ଯବାନ ଉତ୍ତରପ୍ରଦେଶ ବଲିଆ…
କୋରାପୁଟ୍: କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ଅଧୀନସ୍ଥ ସୁଙ୍କି-ଅମ୍ପାବାଲି ରାସ୍ତାର ପେଟୁରୁ ଝକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଦମ୍ପତିଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ଗୁରୁତର…
ଜଳେଶ୍ବର: କମେଣ୍ଟ ମରାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ । ୪ ଜଣ ଗୁରୁତର,ଜଣେ ଆହତ । ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା କୁହ୍ଲାଚଢ଼ ଗାଁରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଗୁରୁତର ଆହତଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।…
ଭୁବନେଶ୍ବର: ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା ବିଦ୍ୟୁତ୍ କର୍ମଚାରୀ ସଂଗ୍ରାମ ମହାମଞ୍ଚ। ସୋମବାରଠାରୁ ୧୩ ତାରିଖ ପର୍ଯ୍ୟନ୍ତ କର୍ମଚାରୀମାନେ କଳାବ୍ୟାଜ୍ ପରିଧାନ କରିବେ। ୧୩ ତାରିଖ ଦିନ ଟିପିସିଓଡିଏଲର ୨୦ଟି ଡିଭିଜନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ୧୭ରୁ…
ଭୁବନେଶ୍ୱର: ଆଉ ରହିବନି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହଜିବାର ଚିନ୍ତା। ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ) ଗୁଡ଼ିକରେ କମିବ କାଗଜପତ୍ରରେ କାରବାର। କମିବ ଦୁର୍ନୀତି, ଆସିବ ସ୍ୱଚ୍ଛତା। କାରଣ ରାଜ୍ୟର ସମସ୍ତ ପାକ୍ସଗୁଡ଼ିକ ହେବ ଡିଜିଟାଇଜେସନ୍। ଅନଲାଇନ୍ରେ ତଥ୍ୟ ରହିବା ସହିତ ପରିଚାଳିତ…
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ପଣ୍ଡରେନ୍ ଗାଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଅଜଣା ଗାଡ଼ି ଧକ୍କାରେ ଅକାଳରେ ଚାଲିଗଲା ୪ ଜଣଙ୍କ ଜୀବନ । ଏଥିରେ ଅଜା ଓ ୨ ନାତି ସହ ଜଣେ ସମ୍ପର୍କୀୟ ମୃତ୍ୟୁ ହୋଇଛି…
ନୂଆଦିଲ୍ଲୀ: ରବିବାର ଦିଲ୍ଲୀର ପିରାଗଢ଼ୀ ଫ୍ଲାଏଓଭରରେ ପାର୍କିଂ ହୋଇଥିବା ଏକ କାର ଭିତରୁ ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ।ପୁଲିସ ସୂଚନା ଅନୁଯାୟୀ, ଅପରାହ୍ନ ୩.୫୦ ସମୟରେ ଏକ PCR କଲ୍ ଆସିଥିଲା ଯେ, ପିରାଗଢ଼ୀ ଫ୍ଲାଏଓଭରରେ ଏକ ଧଳା…