ସଡ଼କ ଦୁର୍ଘଟଣାରେ ୨ ବାଇକ୍ ଆରୋହୀ ମୃତ

ବାସୁଦେବପୁର: ଆରପାରିକୁ ଚାଲିଗଲେ ଘରର କୂଳ ନନ୍ଦନ । ଛାରଖାର ହୋଇଗଲା ୨ଟି ପରିବାର । ରୋଜଗାରିଆ ପୁଅକୁ ହରାଇ କାନ୍ଦୁଛନ୍ତି ପରିବାର ଲୋକେ । ରାସ୍ତାରେ ଯାଉ ଯାଉ ଏମିତି ୨ ଜଣଙ୍କ ଜୀବନ ଚାଲିଯିବ କିଏ ବା ଜାଣିଥିଲା…

ଆସନ୍ତାକାଲି ନଵନିର୍ମାଣ କୃଷକ ସଂଗଠନର ଓଡ଼ିଶା ବନ୍ଦ ଡାକରା

ଭୁବନେଶ୍ୱର : `ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରା ଦେଇଛି ନଵନିର୍ମାଣ କୃଷକ ସଂଗଠନ । ଆସନ୍ତାକାଲି ସକାଳ ୬ଟାରୁ ଅପରାହ୍ନ ୨ଟା ଯାଏ ବନ୍ଦ ଡାକରା ଦିଆଯାଇଛି । ନବନିର୍ମାଣ କୃଷକ ସଂଗଠନ ସହ ନବନିର୍ମାଣ ଯୁବଛାତ୍ର ସଂଗଠନ ମଧ୍ୟ ଏହି ବନ୍ଦ…

ସ୍ତ୍ରୀକୁ ହାଣି ସ୍ବାମୀର ଆତ୍ମହତ୍ୟା ଉଦ୍ୟମ

ପଟ୍ଟାମୁଣ୍ଡାଇ: ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ ହାଣି ସ୍ବାମୀର ଜୀବନ ହାରିବାକୁ ଉଦ୍ୟମ । ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ମାଳିପୁର ଗ୍ରାମର ଅଭାବନୀୟ ଘଟଣା । ଉଭୟଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର । ସୂଚନା…

କୋଲକାତାରେ ୫ ନିପା ଭାଇରସ ଆକ୍ରାନ୍ତ ଚିହ୍ନଟ, ଆଲର୍ଟରେ ଅଛି ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ବର: ପଶ୍ଚିମବଙ୍ଗରେ ନିପା ଭାଇରସ୍ ଆତଙ୍କ । କୋଲକାତାର ୫ଜଣ ନିପା ଭାଇରସ ଆକ୍ରାନ୍ତ ଚିହ୍ନଟ ପରେ ଆଲର୍ଟରେ ଅଛି ସ୍ୱାସ୍ଥ୍ୟ ବିଭାଗ ।  ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଡାକ୍ତର ଓ କିଛି ନର୍ସ ଅଛନ୍ତି ।  ସେମାନଙ୍କ ମଧ୍ୟରୁ ଦୁଇ ଜଣ…

ବୁଧବାର ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର ନୀତି: ସନ୍ଧ୍ୟା ୬ରୁ ରାତି ୧୦ ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ: ଆସନ୍ତାକାଲି ୩ ରୁ ୪ ଘଣ୍ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ । ସ୍ୱତନ୍ତ୍ର ‘ବନକଲାଗି’ ବା ଶ୍ରୀମୁଖ ଶୃଙ୍ଗାର ନୀତି ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଏହି…

ବଢ଼ିଲା ଅଙ୍ଗନବାଡି ପିଲାଙ୍କ ପୋଷାକର ମୂଲ୍ୟ

ଭୁବନେଶ୍ୱର: ବଢିଲା ଅଙ୍ଗନୱାଡି ପିଲାଙ୍କ ପୋଷାକର ମୂଲ୍ୟ । ମାଳତୀ ଦେବୀ ପ୍ରକ୍ ବିଦ୍ୟାଳୟ ଯୋଜନାରେ ପ୍ରିସ୍କୁଲ ପିଲାଙ୍କ ପୋଷାକର ମୂଲ୍ୟ ବଢ଼ାଯାଇଛି । ସ୍କୁଲର ଉଭୟ ପୋଷାକ ଓ ଜୋତା ପାଇଁ ବଢ଼ାଯାଇଛି ସରକାରୀ ଖର୍ଚ୍ଚ। ପୋଷାକ ଓ ଜୋତା…

୩ରେ ପୁରୀ ଆସିବେ ମହାମହିମ, ଶ୍ୱେତଗଙ୍ଗାରେ କରିବେ ପିଣ୍ଡଦାନ

ପୁରୀ: ଆସନ୍ତା ୩ ତାରିଖ ଦିନ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି । ଏହାସହ ମହାମହିମ ପଞ୍ଚତୀର୍ଥ ଶ୍ୱେତଗଙ୍ଗା ପୁଷ୍କରିଣୀକୁ ଯାଇ ପିଣ୍ଡଦାନ କରିବାର କାର୍ଯ୍ୟକ୍ରମ…

ପୋଖରୀରୁ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର

ବ୍ରହ୍ମପୁର: ପୁଣି ଅଲୋଡା ହେଲା ଶିଶୁ କନ୍ୟା। ଗଞ୍ଜାମ ଦିଗପହଣ୍ଡି ଥାନା ଭୀଷ୍ମଗିରୀ ପୋଖରୀରେ ଭାସୁଛି ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର। ବିଳମ୍ବିତ ରାତିରେ ନବଜାତ ଶିଶୁ କନ୍ୟାକୁ ଫିଙ୍ଗି ଦେଇଥିବା ସନ୍ଦେହ। ନବଜାତକୁ ଦେଖି ପୋଲିସକୁ ଖବର ଦେଲେ ସ୍ଥାନୀୟ…

ମହାନଦୀ ପ୍ରସଙ୍ଗ: କ୍ଷେତ୍ର ପରିଦର୍ଶନ ଲାଗି ଛତିଶଗଡ ଯିବେ ଓଡିଶାର ଟିମ

ଭୁବନେଶ୍ୱର: ଏଥର ଗୋଟିଏ ଟେବୁଲରେ ବସିବେ ଓଡିଶା- ଛତିଶଗଡ଼। ମହାନଦୀକୁ ନେଇ ମୁହାଁମୁହିଁ ହେବେ ଏବଂ କରିବେ ଆଲୋଚନା। ଖୁବଶୀଘ୍ର ଓଡିଶାର ଏକ ଟିମ ଛତିଶଗଡର କ୍ଷେତ୍ର ପରିଦର୍ଶନ କରିବ । ହେଲେ ଓଡିଶା କେଉଁ ପ୍ରସଙ୍ଗରେ ଆଲୋଚନା କରିବ ସେ…

ବାର୍‌ହା ଆକ୍ରମଣରେ ମହିଳା ମୃତ, ୨ ଗୁରୁତର

କନ୍ଧମାଳ: ସୋମବାର ଏକ ଅଘଟଣ ଘଟିଛି। ବାର୍‌ହା ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି ଓ ଅନ୍ୟ ୨ଜଣ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଘଟଣାଟି କାନବାଗିରୀ-ଶ୍ରୀକଲା ଘାଟି ଅଞ୍ଚଳର । ମୃତକ ହେଲେ କାନବାଗିରୀ ଗ୍ରାମର ଅପସରୀ ପ୍ରଧାନ(୬୦)।…