ସାରା ରାଜ୍ୟରେ ଲଗାଣ ବର୍ଷା, ବିପଦ ସଙ୍କେତ ଛୁଇଁଲା ଜଳକା
ଜଳେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେଇଛି । ଏହାର ପ୍ରଭାବରେ ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ଯାହାଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ସେପଟେ ବିପଦ ସଙ୍କେତ ଛୁଇଁଲା…
ଜଳେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେଇଛି । ଏହାର ପ୍ରଭାବରେ ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ଯାହାଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ସେପଟେ ବିପଦ ସଙ୍କେତ ଛୁଇଁଲା…
ଭୁବନେଶ୍ୱର : ରାଜଧାନୀରେ ଚାଞ୍ଚଲ୍ୟ । ସ୍ତ୍ରୀର ଗଳାକାଟି ହତ୍ୟା କଲା ସ୍ୱାମୀ । ପରେ ନିଜେ ବିଷ ପିଇ ଜୀବନ ହରିବାକୁ ଉଦ୍ୟମ କଲା ସ୍ବାମୀ । ମଞ୍ଚେଶ୍ୱର ଥାନା ଚକେଇସିହାଣୀ ସାହୁ କଲୋନୀରେ ଏପରି ହତ୍ୟାକାଣ୍ଡ ଘଟିଛି ।…
ଭୁବନେଶ୍ୱର: ଲଘୁଚାପ ଜନିତ ଲଗାଣ ବର୍ଷାରେ ଥରହର ଉତ୍ତର ଓଡ଼ିଶା। ଆକାଶରୁ ଯେମିତି କେବଳ ପାଣି ନୁହେଁ, ବରଂ ବିପଦ ଖସୁଛି। ବିଶେଷ କରି ବାଲେଶ୍ୱର ଜିଲ୍ଲା ପାଇଁ ଏହି ଲଗାଣ ବର୍ଷା ଏକ ବଡ଼ ଦୁର୍ଦ୍ଦଶା ପାଲଟିଛି। ଗତ ୨୪…
ଡେଲାଙ୍ଗ:ମଧ୍ୟାହ୍ନ ଭୋଜନରୁ ମିଳିଲା ଝିଟିପିଟି । ଛାତ୍ରଛାତ୍ରୀମାନେ ଖାଦ୍ୟ ଖାଉଥିବା ବେଳେ ସେଥିରେ ଏକ ମଲା ଝିଟିପିଟି ଦେଖିଥିଲେ । ଏପରି ଘଟଣା ଘଟିଛି ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଅରାଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ତେବେ ଝିଟିପିଟି ପଡିଥିବା…
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଆଜି ପଶ୍ଚିମବଙ୍ଗର ଦୀଘା ନିକଟରେ ସ୍ଥଳଭାଗ ଛୁଇଁଛି । ପଶ୍ଚିମ ବଙ୍ଗୋପସାଗର ନିକଟରେ ଥିବା ଡିପ୍ ଡିପ୍ରେସନ ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୭ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ…
ଚେନ୍ନାଇ: ମାଡ୍ରାସ ହାଇକୋର୍ଟଙ୍କ ମଦୁରାଇ ବେଞ୍ଚ କରୁର୍ ଦଳାଚକଟା ଘଟଣାର ପୀଡ଼ିତଙ୍କ ପରିବାରକୁ ତାମିଲନାଡୁ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସରକାରୀ ଚାକିରି ବାତିଲ କରିଦେଇଛନ୍ତି। ନିଯୁକ୍ତିକୁ ଅନୁମୋଦନ କରିଥିବା ସରକାରୀ ନିର୍ଦ୍ଦେଶକୁ କୋର୍ଟ ଖାରଜ କରିଦେଇଛନ୍ତି। ସୂଚନାଯୋଗ୍ୟ, ସେପ୍ଟେମ୍ବର ୨୦୨୫ରେ କରୁର୍ଠାରେ…
ନୂଆଦିଲ୍ଲୀ : କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ E20 ଇଥାନଲ୍ ମିଶ୍ରଣ ନୀତିକୁ ନେଇ ସୋସିଆଲ ମିଡିଆରେ ପ୍ରସାରିତ ହେଉଥିବା କଥିତ AI ଡିପ୍ ଫେକ୍ ଭିଡିଓ ଏବଂ ଭ୍ରମକ ପୋଷ୍ଟ ବିରୋଧରେ ବମ୍ବେ ହାଇକୋର୍ଟରେ…
ନୂଆଦିଲ୍ଲୀ : ରାଜକୋଟ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏମଜେନ୍ସି ଲ୍ୟାଣ୍ଡଂ କଲା ଇଣ୍ଡିଗୋ ବିମାନ । ବିମାନର କାର୍ଗୋ ହୋଲ୍ଡରୁ ଧୂଆଁ ବାହାରିବାରୁ ଏହି ସତର୍କତାମୂଳକ ପଦକ୍ଷେପ ନିଆଯାଇଥିବା ସୂଚନା ମିଳୁଛି । ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ବିମାନରୁ ଉଦ୍ଧାର କରାଯିବା…
ନୂଆଦିଲ୍ଲୀ: ଦେଶରେ ଛାତ୍ର ଆନ୍ଦୋଳନ ସମୟରେ ପୋଲିସର କଥିତ ଅତ୍ୟଧିକ ବଳପ୍ରୟୋଗକୁ ନେଇ ଦାଖଲ ହୋଇଥିବା ବିଭିନ୍ନ ଆବେଦନର ଶୁଣାଣି ବେଳେ ସୁପ୍ରିମକୋର୍ଟ ସୋମବାର ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ରଖିଛନ୍ତି। ପ୍ରଧାନ ବିଚାରପତି (CJI) ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ତିନିଜଣିଆ ଖଣ୍ଡପୀଠ କହିଛନ୍ତି, “କେବଳ…
ନୂଆଦିଲ୍ଲୀ : ଦେଶରେ ପେପର ଲିକ୍ ରୋକିବାକୁ ମୋଦି ସରକାର ଆଜି ସଂସଦରେ ଗଣ ପରୀକ୍ଷା ସଂଶୋଧନ ବିଲ୍ ଆଗତ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଲୋକସଭାରେ ଏହି ବିଲ୍ ଆଗତ କରିଛନ୍ତି । ଗଣ ପରୀକ୍ଷା ସଂଶୋଧନ ବିଲ୍…