ମଦ ଦୋକାନକୁ ବିରୋଧ କରି ତାତିଲେ ଲୋକେ, ତାଲା ଭାଙ୍ଗି ଲୁଟିନେଲେ ପେଟି ପେଟି ମଦ
ଯାଜପୁର : ମଦ ଦୋକାନକୁ ବିରୋଧ କରି ତାତିଲେ ଲୋକେ । ତାଲା ଭାଙ୍ଗି ଲୁଟିନେଲେ ପେଟି ପେଟି ମଦ । ଯିଏ ଯେମିତି ପାରିଲା ବୋହିନେଲା । ମଦ ଦୋକାନ ଉଦଘାଟନ ପୂର୍ବରୁ ଦୋକାନ ତାଲା ଭାଙ୍ଗି ନେଇଗଲେ ପେଟି…
ଯାଜପୁର : ମଦ ଦୋକାନକୁ ବିରୋଧ କରି ତାତିଲେ ଲୋକେ । ତାଲା ଭାଙ୍ଗି ଲୁଟିନେଲେ ପେଟି ପେଟି ମଦ । ଯିଏ ଯେମିତି ପାରିଲା ବୋହିନେଲା । ମଦ ଦୋକାନ ଉଦଘାଟନ ପୂର୍ବରୁ ଦୋକାନ ତାଲା ଭାଙ୍ଗି ନେଇଗଲେ ପେଟି…
ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସୁରକ୍ଷା ଗାର୍ଡ (ଏନଏସଜି)ର ପ୍ରଥମ ମୁଖ୍ୟ ଆର.ଟି.ନାଗରାନୀ ଯିଏ ୧୯୮୬ ଅମୃତସର ସ୍ୱର୍ଣ୍ଣମନ୍ଦିରରୁ ସଶସ୍ତ୍ର ଆତଙ୍କବାଦୀଙ୍କୁ ବାହାର କରିବା ପାଇଁ ଅପରେସନ ବ୍ଲାକ୍ ଥଣ୍ଡର-୧ର ନେତୃତ୍ୱ ନେଇଥିଲେ ତାଙ୍କର ରବିବାର ପରଲୋକ ହୋଇଛି। ସେ ୯୮ ବର୍ଷ ବୟସରେ…
କାମାକ୍ଷାନଗର : ବଜ୍ରପାତରେ ବାପା, ପୁଅ ମୃତ । ଧାନ ରୋଇବା ବେଳେ ଅଘଟଣ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଲିପଡା ଗ୍ରାମର ଦୁଃଖଦ ଘଟଣା l ବିଲରେ ଧାନ ରୋଇବାକୁ ଯାଇଥିବା ବେଳେ ବଜ୍ରପାତରେ ବାପା ପୁଅ ମୃତ…
ନୂଆଦିଲ୍ଲୀ/ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ପାଇଁ ଆସିଛି ଏକ ଗର୍ବର ବିଷୟ। ଜଳ ସଂରକ୍ଷଣ ଦିଗରେ ସହରର ନିରନ୍ତର ପ୍ରୟାସ ଏବଂ ସଫଳତାକୁ ଏବେ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି। ରବିବାର ପ୍ରସାରିତ ନିଜର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍…
ଫୁଲବାଣୀ: ଫୁଲବାଣୀ ସଦର ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ । ଗଞ୍ଜେଇ ଚାଲାଣକାରୀଙ୍କ ଯୋଜନାକୁ ପଣ୍ଡ କଲା ପୋଲିସ । ଏକ ହାଇୱାରେ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ବେଳେ ୮ କୁଇଣ୍ଟାଲ ୫୦ କିଲୋ ଗଞ୍ଜେଇ ଜବତ ହୋଇଛି । ଏହା…
ଭଦ୍ରକ: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲାରେ ବର୍ଷାର ପ୍ରଭାବ ଦେଖାଦେଇଛି । ଫୁଲୁଛି କପାଳୀ, ବୁଡିଲା ଗ୍ରାମ୍ୟ ରାସ୍ତା । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଫୁଲୁଛି କପାଳୀ ନଦୀ । ପ୍ରଭାବରେ ଭଦ୍ରକ ଜିଲ୍ଲା…
କଟକ: କଟକରେ ଲଗାଣ ବର୍ଷା ଏବେ ବଡ଼ ବିପତ୍ତିର କାରଣ ପାଲଟିଛି। ଲଗାତାର ଢାଳୁଥିବା ବର୍ଷା ଯୋଗୁଁ ସହରର ଡ୍ରେନେଜ୍ ବ୍ୟବସ୍ଥା ସମ୍ପୂର୍ଣ୍ଣ ଫେଲ୍ ମାରିଛି ଏବଂ ବିଭିନ୍ନ ତଳିଆ ଅଞ୍ଚଳରେ ଭୟଙ୍କର ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି। ଅବସ୍ଥା ଏମିତି…
ଭୁବନେଶ୍ୱର : ରାଜଧାନୀରେ ଜାଲ ନୋଟ୍ କାରବାର ଅଭିଯୋଗ । ବଡଗଡ ଥାନା ଚିଲ୍ଲି ପୋଖରି ନିକଟରେ କାରବାର ବେଳେ ଧରାପଡିଲେ ଦୁଇ ଯୁବକ । ଜାଲ ନୋଟ୍ କାରବାର ବେଳେ ଧରିଲେ ଲୋକେ । ସନ୍ଦେହରେ ଦୁଇ ଜଣଙ୍କୁ ଅଟକ…
ହରଭଙ୍ଗା: ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ସାରି ଫେରୁଥିବା ବେଳେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାରକୁ ଧକ୍କା ଦେଲା ତେଲ ଟ୍ୟାଙ୍କର । ରାସ୍ତାରୁ ୧୦ ଫୁଟ ତଳେ ଥିବା ଘାଇରେ ଖସିଲା କାର । ଖୋର୍ଦ୍ଧା–ବଲାଙ୍ଗୀର ୫୭ ନମ୍ବର ଜାତୀୟ…
ଭୁବନେଶ୍ବର: ଓଡ଼ିଶା ଉପକୂଳରେ ଅବପାତ । ୨୭ରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା । ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ବ୍ୟାପକ ବର୍ଷା ସମ୍ଭାବନା । ଅବପାତଟି ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅଧିକ ଶକ୍ତିଶାଳୀ…