2026

ଓଡ଼ିଶାକୁ ହିଟୱେଭ ଆଲର୍ଟ, ୧୭ ତାରିଖ ପର୍ଯ୍ୟନ୍ତ ଅସ୍ତ୍ୟବ୍ୟସ୍ତ କରିବ ଗରମ

ଭୁବନେଶ୍ୱର: ଓଡ଼ିଶାକୁ ହିଟୱେଭ ଆଲର୍ଟ। ଆହୁରି ବଢିବ ଗରମ ଗୁଳୁଗୁଳି। ୪୫ ଡିଗ୍ରୀ ଛୁଇଁବ ତାପମାତ୍ରା। ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଅନୁଯାୟୀ, ଆଗାମୀ ପାଞ୍ଚ ଦିନ ମଧ୍ୟରେ ତାପମାତ୍ରା ୪୫° ସେଲସିୟସ୍ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ଥିବାରୁ ଓଡ଼ିଶା ଏକ…

ପିକଅପ-ବାଇକ୍ ଧକ୍କା : ଚାଲିଗଲା ବାପ-ପୁଅଙ୍କ ଜୀବନ

ବଲାଙ୍ଗୀର : ସୋନପୁର ରାସ୍ତାର ଟୋଲଗେଟ୍ ନିକଟରେ ମଙ୍ଗଳବାର ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ପିକଅପ- ବାଇକ୍ ଧକ୍କା ହୋଇ ଚାଲିଗଲା ବାପା ପୁଅଙ୍କ ଜୀବନ। ଗୁରୁତର ହୋଇଛନ୍ତି ମାଆ। ବାଇକରେ ଯାଉଥିବା ବେଳେ ବାପା ଓ ଦେଢ ବର୍ଷର ପୁଅର…

ବୋମା ଖାଇ ଯନ୍ତ୍ରଣାରେ ଛଟପଟ ହେଉଛି ହାତୀ

ଢେଙ୍କାନାଳ : ବିଛା ଯାଇଥିବା ବୋମା ଖାଇଦେଲା ମାଈ ହାତୀ। ଯନ୍ତ୍ରଣାରେ ଛଟପଟ ହେଉଛି ହାତୀ। ଏକ ପୋଖରୀରେ ପଶି ରହି ମାଈ ହାତୀ ଗର୍ଜନ କରୁଛି। ବାରହା ଶିକାର ପାଇଁ ବିଛା ଯାଇଥିବା ବୋମା ଖାଇଦେଇଛି ହାତୀ। ଷଡଙ୍ଗୀ ରେଜ…

ଛାତ୍ରୀ ମୃତ୍ୟୁ ଘଟଣା: ମୃତଦେହ ରଖି ରାସ୍ତା ଅବରୋଧ

ମୟୂରଭଞ୍ଜ: ମେଡିକାଲରେ ମୃତଦେହ ରଖି ବିକ୍ଷୋଭ । ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀ ମୃତ୍ୟୁ ଘଟଣାରେ ବିକ୍ଷୋଭ । ମୟୂରଭଞ୍ଜ ରାସଗୋବିନ୍ଦପୁର କାକାବନ୍ଧ ଆଶ୍ରମ ସ୍କୁଲରେ ଝାଡ଼ାବାନ୍ତି ଆକ୍ରାନ୍ତ ହୋଇଥିଲେ ପିଲା । ବାରିପଦା ପିଆରଏମରେ ଚିକିତ୍ସାଧିନ ଅବସ୍ଥାରେ ପଞ୍ଚମ ଶ୍ରେଣୀ…

ନଦୀରେ ଭାସି ଯାଇ ନାବାଳକ ନିଖୋଜ

ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ଗୋଧୋଉଥିବା ବେଳେ ନଦୀରେ ଭାସି ଯାଇ ନାବାଳକ ନିଖୋଜ । ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଗୋବର୍ଧନପୁର ଗାଁର ଚିତ୍ରମ ନାଥଙ୍କ ୧୫ ବର୍ଷର ପୁଅ ସୁନିଲ ନାଥ ଆଜି ସକାଳେ ସୁବର୍ଣ୍ଣରେଖା ନଦୀକୁ ଗୋଧୋଇବାକୁ…

ଛାତ୍ରୀଙ୍କ ଅଭିଯୋଗ ପରେ ହଟିଲେ FM କଲେଜର ଓଡ଼ିଆ ବିଭାଗ ମୁଖ୍ୟ

ଭୁବନେଶ୍ବର: ଛାତ୍ରୀଙ୍କ ଅଭିଯୋଗ ପରେ ହଟିଲେ ବିଭାଗୀୟ ମୁଖ୍ୟ । ବାଲେଶ୍ବର FM କଲେଜର ଓଡ଼ିଆ ବିଭାଗ HOD ଡକ୍ଟର ସନ୍ତୋଷ କୁମାର ନାୟକଙ୍କୁ ତାଙ୍କ ପଦରୁ ହଟା ଯାଇଛି । ପ୍ରିନସିପାଲ ତାଙ୍କୁ ପଦବୀରୁ ହଟାଇ ଦେଇଛନ୍ତି। ଛାତ୍ରୀଙ୍କ ଅଭିଯୋଗ…

ଝୁମ୍ପୁରା ଉଚ୍ଚ ବିଦ୍ୟାଳୟ ହୀରକ ଜୟନ୍ତୀରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, ପାଦ ଛୁଇଁ ନେଲେ ଗୁରୁଙ୍କ ଆଶୀର୍ବାଦ

କେନ୍ଦୁଝର: ଗୁରୁଙ୍କ ପାଦ ଛୁଇଁଲେ, ସମ୍ମାନୀତ କଲେ ମୁଖ୍ୟମନ୍ତ୍ରୀ । କେନ୍ଦୁଝର ଝୁମ୍ପୁରା ଉଚ୍ଚ ବିଦ୍ୟାଳୟ ହୀରକ ଜୟନ୍ତୀରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି । ମୁଖ୍ୟଅତିଥି ଭାବେ ଯୋଗ ଦେଇ ଅଭିଭାଷଣ ରଖିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

ଖଜୁରୀ ଗଛରୁ ପଡ଼ି ଯୁବକ ମୃତ

ମୟୂରଭଞ୍ଜ: ଖଜୁରୀ ଗଛରେ ଚଢ଼ି ପୂଜା କରିବା ହେଲା କାଳ । ୨୦ ଫୁଟ ତଳକୁ ଖସିପଡ଼ି ଯୁବକ ମୃତ । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ନାଲାଗୁଣ୍ଠି ପଞ୍ଚାୟତରେ ଅଘଟଣ । ମୃତକ ଏମପିଭି ୩୬ ଗାଁର ଜଗଦୀଶ ସାନା…

ଅଜଣା ଗାଡ଼ି ଧକ୍କାରେ ୨ ମୃତ

ଅନୁଗୁଳ: ଅଜଣା ଗାଡ଼ି ଧକ୍କାରେ ୨ ମୃତ । ଦଣ୍ଡ ନାଚ ଦେଖି ଫେରୁଥିବା ବେଳେ ଦୁର୍ଘଟଣା । ରାସ୍ତା ଉପରେ ଛିଟିକି ପଡ଼ି ଚାଲିଗଲା ୨ଜଣଙ୍କ ଜୀବନ। ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଅନ୍ତର୍ଗତ ହିଂସିରିଡା ଗାଁ ନିକଟରେ ମର୍ମନ୍ତୁଦ…

ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା, ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ସମ୍ବଲପୁର: ସମ୍ବଲପୁରରେ ଆଜି ହନୁମାନ ଜୟନ୍ତୀ ଶୋଭାଯାତ୍ରା । ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସହରରେ ଶାନ୍ତି ଶୃଙ୍ଖଳା ପାଇଁ ୫୨ ପ୍ଲାଟୁନ ଫୋର୍ସ ଏବଂ ୧୮୦ରୁ ଅଧିକ ବରିଷ୍ଠ ପୋଲିସ ଅଧିକାରୀ ମୁତୟନ ହୋଇଛନ୍ତି । ଶୋଭାଯାତ୍ରା ମାର୍ଗର…