2026

ଓଡ଼ିଶାର ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍

ଭୁବନେଶ୍ୱର : ଓଡ଼ିଶାର ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ । ଓଡ଼ିଶାରେ ରେଳ ସଂଯୋଗୀକରଣକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୋତ୍ସାହନ ଦେଇ କେନ୍ଦ୍ର ସରକାର ପୋତ୍ତନୁର ଏବଂ ଧାନବାଦକୁ ସଂଯୋଗ କରିବା ପାଇଁ ନୂତନ ଅମୃତ ଭାରତ ଟ୍ରେନ୍…

ମଧ୍ୟପ୍ରାଚ୍ୟ ମହାଯୁଦ୍ଧ ପ୍ରଭାବରେ ଇନ୍ଧନ ଗ୍ୟାସର ଅଭାବ, ଆଗକୁ ବନ୍ଦ ହେବ ହୋଟେଲ ଓ ରେଷ୍ଟୁରାଣ୍ଟ !

ଭୁବନେଶ୍ବର: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଇନ୍ଧନ ଗ୍ୟାସର ଅଭାବ। ଦୁଇ ଦିନ ମଧ୍ୟରେ ଭୁବନେଶ୍ୱରରେ ହୋଟେଲ ଓ ରେଷ୍ଟୁରାଣ୍ଟ ବନ୍ଦ ଆରମ୍ଭ ହେବ । ଏଭଳି କିଛି ଆଶଙ୍କା କଲେଣି ଭୁବନେଶ୍ବର ହୋଟେଲ ଏବଂ ରେଷ୍ଟୁରାଣ୍ଟ ଆସୋସିଏସନ୍ । ବର୍ତ୍ତମାନ ପ୍ରାୟ…

ପୋଖରୀରେ ବୁଡ଼ି ୨ ଭାଇ ମୃତ

କେନ୍ଦୁଝର : କେନ୍ଦୁଝର ଥାନା ଅଂଚଳରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଗୋଡ ଖସିଯିବାରୁ ପାଣିରେ ବୁଡି ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ପୋଖରୀରେ ଖସିଗଲା ଗୋଡ଼, ଦୁଇ ଭାଇଙ୍କ ସଲିଳ ସମାଧି । କେନ୍ଦୁଝର ସଦର ଥାନା…

ଜଳିଗଲା ଟ୍ରେଲର, ଅଳ୍ପକେ ବର୍ତ୍ତିଲେ ଚାଳକ

ବାଂଶପାଳ: ହୁ ହୁ ହୋଇ ଜଳିଗଲା ଟ୍ରେଲର । କେନ୍ଦୁଝର ଜିଲ୍ଲା ଜଗମୋହନ୍ ପୁର ୪୯ନଂ ଜାତୀୟ ରାଜପଥ ଜନସନପୁର ଟୋଲ ଗେଟ ଠାରୁ ଗୋଟିଏ କି.ମି. ଦୁରରେ ଏକ ଟ୍ରେଲର ଜଳୁଛି । ଘଟଣାସ୍ଥଳରେ ତେଲକୋଇ ଅଗ୍ନିଶମ ବିଭାଗ ପହଞ୍ଚି…

ଗ୍ୟାସ ସିଲିଣ୍ଡର ପାଇଁ ଡିପୋରେ ଲମ୍ବା ଲାଇନ୍

ଭୁବନେଶ୍ବର: ବଢ଼ିଲା ଗ୍ୟାସ ଟେନସନ୍ । ପ୍ରଥମେ ଏଲପିଜି ସିଲିଣ୍ଡର ରେଟ୍ ବଢ଼ିଲା । ଏବେ ମିଳୁନି । ହାଣ୍ଡିଶାଳକୁ ଗ୍ୟାସ ଚଡ଼କ । ସିଲିଣ୍ଡର ପାଇଁ ଲାଗିଛି ଲମ୍ବା ଲାଇନ୍ । ରାଜଧାନୀ ଭୁବନେଶ୍ବରରେ ଏହି ସ୍ଥିତି । ଗତକାଲି…

ଖାଦ୍ୟ ପାଇଁ ଗାଁ ମୁହାଁ ଭାଲୁ ପଲ

ଆନନ୍ଦପୁର: ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ଭାଲୁ ପଲ । କିଛି ଦିନର ବ୍ୟବଧାନ ପରେ ପୁଣି ଗାଁ ଅଗଣାରେ ଘୁରି ବୁଲିଲେ ୫ଟି ଜଙ୍ଗଲୀ ଭାଲୁ । ଗତକାଲି ବିଳମ୍ବିତ ରାତିରେ ଖାଦ୍ଯ ଅନ୍ବେଷଣରେ ଗାଁ ମୁହାଁ ହୋଇଛନ୍ତି ହାତୀପଲ।…

ଟ୍ରେନରେ କଟି ୨ ମୃତ

ଜଳେଶ୍ବର: ଟ୍ରେନ୍ ରେ କଟି ୨ ମୃତ । ବାଲେଶ୍ବର ଜଳେଶ୍ବର ଅନ୍ତର୍ଗତ ବାଘାବାଳି ରେଳ ଫାଟକ ନିକଟରେ ଧକ୍କା ଦେଲା ଟ୍ରେନ୍ । ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା ଅଛନ୍ତି । ଗତକାଲି ରାତିରେ ରେଳ…

୪ ଲକ୍ଷ ନଗଦ ଟଙ୍କା ସହ ବିପୁଳ ଗଞ୍ଜେଇ ଜବତ, ୨ ଗିରଫ

ବାଲେଶ୍ୱର: ରାଜ୍ୟରେ ଏବେ ବି ଥମିନି ଗଞ୍ଜେଇ ଚାଲାଣ। ବାଲେଶ୍ୱର ଜିଲ୍ଲାରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଧରାପଡିଛନ୍ତି ୨ ବେପାରୀ। ବାଲେଶ୍ୱର-୨ ଓ ବସ୍ତା ଅବକାରୀ ଥାନା ପକ୍ଷରୁ ମଙ୍ଗଳବାର ଅଚାନକ ଚଢାଉ କରାଯାଇଛି । ଦୁଇଟି ବାଇକ ସହ…

୧୫ରୁ ଓଡ଼ିଶାରେ ଆୟୋଜିତ ହେବ ଫିଟ୍ ଇଣ୍ଡିଆ କାର୍ନିଭାଲ-୨୦୨୬

ଭୁବନେଶ୍ୱର: ଭାରତୀୟ ଖେଳ ପ୍ରାଧିକରଣ ଏବଂ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ମାର୍ଚ୍ଚ ୧୫ ତାରିଖ ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ପୁରୀ ଜିଲ୍ଲାରେ ଫିଟ୍ ଇଣ୍ଡିଆ କାର୍ନିଭାଲ-୨୦୨୬ ଆୟୋଜନ କରାଯିବ। ଏନେଇ କ୍ରୀଡ଼ାମନ୍ତ୍ରୀ ଶ୍ରୀ…

ରାଜ୍ୟସଭା ନିର୍ବାଚନ: ୩ ରାଜ୍ୟ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେପି

ପାଟନା: ବିଜେପି ରାଜ୍ୟସଭା ନିର୍ବାଚନକୁ ନେଇ ବିଭିନ୍ନ ରାଜ୍ୟ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି। ଆଜି ଏ ନେଇ ଏକ ସରକାରୀ ପ୍ରେସ୍ ବିଜ୍ଞପ୍ତି ଜାରି ହୋଇଛି। ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଏହି…