2026

ୟୁରୋପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ୟୁରୋପ ଗସ୍ତରେ ଯାଇଛନ୍ତି। ମୋଦୀ ଫ୍ରାନ୍ସ ଓ ସ୍ଲୋଭାକିଆ ଯାଇଥିବା ଜଣାପଡ଼ିଛି। ଫ୍ରାନ୍ସ ଗସ୍ତର ପ୍ରଥମ ପର୍ଯ୍ୟାୟରେ ରବିବାର ପ୍ରଧାନମନ୍ତ୍ରୀ ମୋଦୀ ନାଇସରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାକରନ୍‌ଙ୍କ ସହ ଦ୍ବିପାକ୍ଷିକ ପ୍ରସଙ୍ଗରେ ଆଲୋଚନା…

ବଜ୍ରାଘାତରେ ଜଳିଗଲେ ଦୁଇ ଚାଷୀ

ଆଠଗଡ଼ : ତିଗିରିଆ ଥାନା ଅନ୍ତର୍ଗତ ବିଷ୍ଣୁପୁର ଗାଁ ଗହିରରେ ଅଘଟଣ l ବଜ୍ରାଘାତରେ ଜଳିଗଲେ ଦୁଇ ଜଣ l କାଳ ବୈଶାଖୀ ଘଡଘଡି ବର୍ଷା ଯୋଗୁ କୁଡିଆ ଭିତରେ ଆଶ୍ର୍ରୟ ନେଇଥିବା ବେଳେ ଦୁଇ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା…

ରାମ ମନ୍ଦିର ଦାନ ବାକ୍ସରୁ ୭ କୋଟି ଟଙ୍କା ହେରଫେର !, ୩ ଜଣିଆ SIT ଟିମ୍ ଗଠିତ

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିର ଦାନ ବାକ୍ସରୁ ପ୍ରାୟ ୭ କୋଟି ଟଙ୍କା ହେରଫେର ନେଇ ଦେଶବ୍ୟାପୀ ଚର୍ଚ୍ଚା । ଗଠନ ହେଲା ୩ ଜଣିଆ SIT ଟିମ୍ । ଦଳରେ ସାମିଲ ଅଛନ୍ତି ଜଣେ କମିଶନର, ସିବିଆଇ ଅଭିଜ୍ଞତା ଥିବା…

ଯୁବକଙ୍କୁ ପିଟିପିଟି ହତ୍ୟା, ଅଭିଯୁକ୍ତଙ୍କ ଘରେ ନିଆଁ ଲଗାଇଲେ ଉତ୍ୟକ୍ତ ଲୋକେ

ଡେରାଡୁନ : ଉତ୍ତରାଖଣ୍ଡର ଡେରାଡୁନ ଜିଲ୍ଲା ଅନ୍ତର୍ଗତ ବିକାଶନଗରରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା ପରେ ଉତ୍ତେଜନା ପ୍ରକାଶ ପାଇଛି । ଘଟଣା ପରେ ଉତ୍ୟକ୍ତ ଲୋକେ ଅଭିଯୁକ୍ତଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି, ଯାହାଫଳରେ ସ୍ଥିତି ଅଧିକ ଗମ୍ଭୀର ହୋଇପଡ଼ିଛି…

ବଦଳିଲା ଭାରତୀୟ ସେନାର ଡ୍ରେସ କୋଡ୍, ହଟିଲା ଇଂରେଜ ଶାସନ କାଳର ଚିହ୍ନ

ନୂଆଦିଲ୍ଲୀ : ଭାରତୀୟ ସେନାରେ ବଡ଼ ପରିବର୍ତ୍ତନ । ଭାରତୀୟ ସେନା ନିଜର ଡ୍ରେସ ଏବଂ ଗ୍ରୁମିଂ ସହିତ ଜଡିତ ନିୟମରେ ବଡ଼ ପରିବର୍ତ୍ତନ କରିଛି । ସେନା ପୋଷାକରେ ଝଲସିବ ଭାରତୀୟତା । ଆର୍ମି ୟୁନିଫର୍ମ-୨୦୨୬ ଲାଗୁ, ହଟିଲା ଔପନିବେଶିକ…

ପୋଲିସ ପରୀକ୍ଷା ଆଶାୟୀଙ୍କ ତୁମୂଳକାଣ୍ଡ, ଟ୍ରେନ ବିଳମ୍ବ ଯୋଗୁଁ ପାଟଳିପୁତ୍ର ଷ୍ଟେସନରେ ଭଙ୍ଗାରୁଜା

ପାଟନା : ବିହାରର ରାଜଧାନୀ ପାଟନାର ପାଟଳିପୁତ୍ର ରେଳଷ୍ଟେସନରେ ଛାତ୍ରଙ୍କ ତୁମୂଳକାଣ୍ଡ । ପୋଲିସ ସିପାହୀ ପଦବୀ ଆଶାୟୀ ପରୀକ୍ଷାର୍ଥୀମାନେ ପ୍ରବଳ ହଙ୍ଗାମା କରିଛନ୍ତି । ଟ୍ରେନର ଅଭାବ ଏବଂ ଟ୍ରେନ ବିଳମ୍ବରେ ଚାଲୁଥିବା ଅଭିଯୋଗ କରି ହଜାର ହଜାର ସଂଖ୍ୟାରେ…

ଗାଁ କମିଟି ନିଷ୍ପତ୍ତି ନମାନିବାରୁ ୪ ପରିବାରକୁ ଗାଁରୁ ବାସନ୍ଦ, ବ୍ୟାରିକେଡ ହଟାଇଲା ପୋଲିସ

ପୋଲସରା : ଗ୍ରାମ କମିଟି ନିଷ୍ପତ୍ତି ନମାନିବାରୁ ରାସ୍ତାରେ ବ୍ୟାରିକେଡ । ୪ ପରିବାର ଗାଁରୁ ବାସନ୍ଦ ହୋଇଥିିବା ଅଭିଯୋଗ । ପରିବାର ରହୁଥିବା ରାସ୍ତାରେ ବାଡ଼ ବାନ୍ଧି ଯାତାୟତ ବନ୍ଦ କଲେ ଗ୍ରାମବାସୀ। ୩ଦିନ ଧରି ଗୃହବନ୍ଦୀ ରହିଲେ ୪…

ଇନଷ୍ଟାଗ୍ରାମରେ ସେକ୍ସ ରାକେଟ, ୪ ଜଣଙ୍କୁ ବାନ୍ଧିଲା ତମାଣ୍ଡୋ ପୋଲିସ

ଭୁବନେଶ୍ୱର : ଇନଷ୍ଟାଗ୍ରାମରୁ ଫଟୋ ଚୋରି କରି ଚଳାଉଥିଲେ ସେକ୍ସ ରାକେଟ । ସୁନ୍ଦରୀ ଯୁବତୀଙ୍କ ଫଟୋ ଦେଖାଇ ଗ୍ରାହକଙ୍କୁ କରୁଥିଲେ ଟାର୍ଗେଟ । ବୁକିଂ ଚାର୍ଜ, କ୍ୟାବ୍ ଚାର୍ଜ ଓ ସର୍ଭିସ ଚାର୍ଜ ନାଁରେ ଆଦାୟ କରୁଥିଲେ ଟଙ୍କା ।…

କୋର୍ଟଙ୍କ ଆଦେଶ ପାଳନରେ ପୁଲିସର ଅବହେଳା

କଟକ:ନ୍ୟାୟାଳୟଙ୍କ ଆଦେଶ ଓ ଗିରଫ ପରୱାନା କାର୍ଯ୍ୟକାରୀ କରିବାରେ ରାଜ୍ୟର ବିଭିନ୍ନ ଥାନା ପୁଲିସର ଅବହେଳାକୁ ନେଇ ଓଡ଼ିଶା ହାଇକୋର୍ଟ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏପରି ଅବହେଳା ଯୋଗୁଁ ନିମ୍ନ ଅଦାଲତରେ ମାମଲାଗୁଡ଼ିକ ଅନାବଶ୍ୟକ ଭାବେ ବିଳମ୍ବିତ ହେଉଥିବା ବେଳେ…

ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ

ଭୁବନେଶ୍ବର : ଆସନ୍ତା ୧୯ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୟୂରଭଞ୍ଜ ଗସ୍ତ କାର୍ଯ୍ୟକ୍ରମ ରହିଛି। ଏହି ପରିପ୍ରେକ୍ଷୀରେ ଶନିବାର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟସ୍ତରୀୟ…