2026

୨୦୨୬-୨୭ ପାଇଁ ୩.୨୦ ଲକ୍ଷ କୋଟି ଛୁଇଁପାରେ ବଜେଟ୍ ବ୍ୟୟ ବରାଦ

ଭୁବନେଶ୍ୱର : ୨୦୨୬-୨୭ରେ ୩.୨୦ ଲକ୍ଷ କୋଟି ଛୁଇଁପାରେ ବଜେଟ୍ ବ୍ୟୟ ବରାଦ । ନିଯୁକ୍ତି ଓ ଭିତ୍ତିଭୂମି ଉପରେ ରହିବ ନଜର । କାଲି ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଫେବ୍ରୁଆରୀ…

ବାଉନ୍ସରଙ୍କ ପାଇଁ ବାରରେ ବଢୁଛି ଆକ୍ରମଣ, ଏଣିକି ଏକ୍ସାଇଜ ଓ ପୋଲିସ ଟିମ୍ କରିବେ ଜଏଣ୍ଟ ରେଡ

ଭୁବନେଶ୍ୱର : ବାରରେ ଅବକାରୀ ଅଧିକାରୀଙ୍କୁ ଆକ୍ରମଣ ଘଟଣା । ବାରରେ ବାଉନ୍ସରଙ୍କ ପାଇଁ ବଢୁଛି ଆକ୍ରମଣ । ଏଣିକି ଜଏଣ୍ଟ ରେଡ କରିବେ ଏକ୍ସାଇଜ ଓ ପୋଲିସ ଟିମ୍ । ବାଉନ୍ସର୍ ବଦଳରେ ରହିବେ ସ୍ବୀକୃତିପ୍ରାପ୍ତ ସିକ୍ୟୁରିଟି ଗାର୍ଡ ।…

ବଜେଟ୍ ଅଧିବେଶନ ବେଳେ ଜଗିବେ ବ୍ଲାକ କମାଣ୍ଡୋ, କଡ଼ା ସୁରକ୍ଷା ବଳୟରେ ରହିବ ବିଧାନସଭା

ଭୁବନେଶ୍ୱର : ଏଥର ବିଧାନସଭା ଜଗିବେ ବ୍ଲାକ କମାଣ୍ଡୋ । ଚଳିତ ବଜେଟ୍ ଅଧିବେଶନ ବେଳେ କଡ଼ା ସୁରକ୍ଷା ବଳୟରେ ରହିବ ବିଧାନସଭା । ତ୍ରିସ୍ତରିୟ ସୁରକ୍ଷା ବ୍ୟବସ୍ଥା ହୋଇଛି । ଜଗିବେ ୩୪ ପ୍ଲାଟୁନ ପୋଲିସ ଫୋର୍ସ । ଗୋଟିଏ…

ନୂଆଗାଁରେ ଜାତିପ୍ରଥା ପରମ୍ପରାର ପଡିଲା ପୂର୍ଣ୍ଣଛେଦ, ୩ ମାସ ପରେ ଅଙ୍ଗନବାଡି କେନ୍ଦ୍ରକୁ ଆସିଲେ ଛାତ୍ରଛାତ୍ରୀ

ରାଜନଗର: ଦୀର୍ଘ ୩ ମାସ ପରେ ସ୍ବଭାବିକ ହେଲା ଅଙ୍ଗନବାଡ଼ି କେନ୍ଦ୍ର । ନୂଆଗାଁରେ ଜାତିପ୍ରଥା ପରମ୍ପରାର ପଡିଲା ପୂର୍ଣ୍ଣଛେଦ । ୩ ମାସ ପରେ ଅଙ୍ଗନବାଡି କେନ୍ଦ୍ରକୁ ଆସିଲେ ଛାତ୍ରଛାତ୍ରୀ । ପିଲା ପହଂଚିବା ପରେ ସ୍ୱଭାବିକ ହେଲା ଅଙ୍ଗନବାଡି…

ଜଳପ୍ରପାତରେ ବୁଡ଼ି SI ନିଖୋଜ

କୋରାପୁଟ: ଜଳପ୍ରପାତରେ ବୁଡ଼ି SI ନିଖୋଜ । କୋରାପୁଟ ଜିଲ୍ଲା କୋଟପାଡ଼ ଗୁଲୁମୀ ଜଳପ୍ରପାତରେ ଅଘଟଣ ଘଟିଛି । ନିଖୋଜ ଏସଆଇ ହେଲେ ଛତିଶଗଡ଼ ନଗରନାର ଥାନାର ଆକାଶ ଚୌଧୁରୀ । ଗତକାଲି ୫ଜଣ ପିକନିକ୍ କରିବାକୁ ଆସିଥିଲେ । ସେମାନଙ୍କ…

ଚିନ୍ତା ବଢାଇଲାଣି କିଡନୀ ରୋଗ, ଦୁଇ ତିନି ବର୍ଷରେ ଗଲାଣି ୫୦ରୁ ଅଧିକ ଜୀବନ

ହିଞ୍ଜିଳିକାଟୁ: ଚିନ୍ତା ବଢାଇଲାଣି କିଡନୀ ରୋଗ । ଗାଁ କୁ ଗାଁ ବ୍ୟାପୁଛି । ଅକାଳରେ ଚାଲିଯାଉଛି ଲୋକଙ୍କ ଜୀବନ । ଅନେକ ଲୋକ କିଡନୀ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁର ବାଟ କୁ ଚାହିଁ ବସିଛନ୍ତି । ମହାମାରୀ ରୂପ…

ସୁଦୃଢ଼ ହେବ ରାଜ୍ୟର ଅର୍ଥନୀତି, ଭୁବନେଶ୍ୱରର ହେବ ଆଇଟି ହବ୍

ଭୁବନେଶ୍ବର: ଆହୁରି ସୁଦୃଢ଼ ହେବ ରାଜ୍ୟର ଅର୍ଥନୀତି । ଭୁବନେଶ୍ୱରର ହେବ ଆଇଟି ହବ । କଟକ, ଭୁବନେଶ୍ୱର, ପୁରୀ, ପାରାଦୀପ କୁ ନେଇ ପ୍ରସ୍ତୁତ ହେଉଛି ଏକୋନମି ରିଜିୟନ୍ । କେନ୍ଦ୍ର ସରକାରଙ୍କ ବଜେଟରେ ଏହାକୁ ସ୍ଥାନ ଦିଆଯାଇଛି ।…

ପୁରୀରୁ ନିଖୋଜ ନାବାଳକ ହ୍ରାଇଦ୍ରାବାଦରୁ ଉଦ୍ଧାର , ୨ ଗିରଫ

ପୁରୀ : ୫ ମାସ ପରେ ନିଖୋଜ ନାବାଳକ ଉଦ୍ଧାର । ପୁରୀ ଜିଲ୍ଲା ଡେଲାଙ୍ଗ ଥାନା କୁଞ୍ଜର ଗାଁର ଦୁଇ ନିଖୋଜ ନାବାଳକ ୫ ମାସ ପରେ ଉଦ୍ଧାର କରିଛି ପୋଲିସ । ଦୁଇ ନାବାଳକ ଗୋଟିଏ ପରିବାରର ।…

ରାଜେନ୍ଦ୍ର ବଲ୍ଲଭ ବେହେରା ହେଲେ କଟକ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ

କଟକ: ବିଜୁ ଜନତା ଦଳ (ବିଜେଡି)ର ସାଂଗଠନିକ ସ୍ଥିତିକୁ ଅଧିକ ସୁଦୃଢ଼ କରିବା ପାଇଁ ଦଳ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ପ୍ରକାଶ ପାଇଛି। ରାଜେନ୍ଦ୍ର ବଲ୍ଲଭ ବେହେରାଙ୍କୁ କଟକ ଜିଲ୍ଲା ବିଜେଡିର ସାଧାରଣ ସମ୍ପାଦକ ଭାବେ ମନୋନୀତ କରାଯାଇଛି। ଦଳର…

ତାରିକ ରହମାନଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ଓମ୍ ବିର୍ଲା

ନୂଆଦିଲ୍ଲୀ: ମଙ୍ଗଳବାର ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବରେ ତାରିକ ରହମାନଙ୍କ ଶପଥ ଗ୍ରହଣ ଉତ୍ସବରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏବଂ ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବେ। ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପ୍ରଚାରରେ, ଅନ୍ତରୀଣ ସରକାରଙ୍କ ମୁଖ୍ୟ…