ଡ୍ୟୁଟି ବେଳେ ସୋସିଆଲ୍ ମିଡିଆରେ ଫଟୋ ଓ ଭିଡିଓ ପୋଷ୍ଟ କରିପାରିବେନି ପୋଲିସ କର୍ମଚାରୀ, ଆସିଲା ନୂଆ ଗାଇଡଲାଇନ୍
ଭୁବନେଶ୍ୱର : ପୋଲିସ ଡ୍ରେସରେ ରହି ସୋସିଆଲ୍ ମିଡିଆରେ ଫଟୋ, ଭିଡିଓ ପୋଷ୍ଟ ମନା । ପୋଲିସ ଅଧିକାରୀଙ୍କ ପାଇଁ ନୂଆ ଗାଇଡଲାଇନ୍ ଆଣିଲା କମିସନରେଟ୍ ପୋଲିସ । ସମ୍ବେଦନଶୀଳ ସ୍ଥାନରେ ଡ୍ୟୁଟି ବେଳେ ଫଟୋ ଭିଡିଓ ପୋଷ୍ଟ କରିପାରିବେନି ।…