2026

ମୋଦୀଙ୍କ ମୁମ୍ବାଇ ଗସ୍ତ ବେଳେ ବଡ଼ ଧରଣର ସୁରକ୍ଷା ତ୍ରୁଟି, ପିଏମଓର ନକଲି ପରିଚୟପତ୍ର ଓ ବନ୍ଧୁକ ଜବତ, ୨ସନ୍ଦିଗ୍ଧ ଗିରଫ

ମୁମ୍ବାଇ : ମୁମ୍ବାଇରେ ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସ (BKC)ସ୍ଥିତ ନୀତା ଅମ୍ବାନୀ କଲ୍ଚରାଲ୍ ସେଣ୍ଟରରୁ ଦୁଇ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି । ପିଏମ୍ ମୋଦିଙ୍କ କାର୍ଯ୍ୟକ୍ରମ ଥିବା ବେଳେ ସେଠାରୁ ଦୁଇ ଜଣଙ୍କୁ ଅଟକ ରଖାଯାଇଛି । ଅଟକ ଥିବା ବ୍ୟକ୍ତିଙ୍କ ମଧ୍ୟରୁ…

ବନ୍ଦ ହେଲା ଆଇଫିଲ୍ ଟାୱାର? ମହିଳା କର୍ମଚାରୀଙ୍କୁ ନେଇ ବିବାଦ

ପ୍ୟାରିସ୍‌: ବିଶ୍ୱପ୍ରସିଦ୍ଧ ଆଇଫିଲ୍ ଟାୱାରକୁ ନେଇ ଫ୍ରାନ୍ସରେ ଏବେ ବଡ଼ ବିବାଦ ଦେଖାଦେଇଛି। ଏକ ହିନ୍ଦୁ ଧାର୍ମିକ ପ୍ରତିନିଧି ଦଳର ଘରୋଇ ଗସ୍ତକୁ ନେଇ କର୍ମଚାରୀଙ୍କ ପ୍ରତିବାଦ ଯୋଗୁ ସୋମବାର ଟାୱାର ଖୋଲିବାରେ ବିଳମ୍ବ ହୋଇଥିଲା। ବିବାଦର କେନ୍ଦ୍ରରେ ରହିଛି ବୋଚାସନବାସୀ…

ଓଡ଼ିଶା ଜନବିଶ୍ୱାସ ବିଲ୍‌କୁ କ୍ୟାବିନେଟ୍‌ ମୋହର

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱାସଭିତ୍ତିକ ଶାସନକୁ ସୁଦୃଢ଼ କରିବା ପାଇଁ ନିୟାମକ ସଂସ୍କାରର ଦ୍ୱିତୀୟ ତଥା ବ୍ୟାପକ ପର୍ଯ୍ୟାୟକୁ ତର୍ଜମା କରି ‘ଓଡ଼ିଶା ଜନବିଶ୍ୱାସ ବିଲ୍, ୨୦୨୬’କୁ ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ ଦେଇଛନ୍ତି। ସେହିପରି, ଜଳସମ୍ପଦ ବିଭାଗର ନୂତନ ଐତିହ୍ୟ ଓ ପର୍ଯ୍ୟଟନଭିତ୍ତିକ…

ଦିନ ଦିପହରେ ବ୍ୟାଙ୍କରୁ ଲୁଟି ନେଲେ ୧୦ ଲକ୍ଷରୁ ଅଧିକ ଟଙ୍କା, ମ୍ୟାନେଜର ଗୁରୁତର

ଜଳେଶ୍ୱର : ଦିନ ଦ୍ବିପହରରେ ବ୍ୟାଙ୍କ ଭିତରେ ପଶି ୧୦ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଖପରାପଦା ଓଡିଶା ଗ୍ରାମ୍ଯ ବ୍ୟାଙ୍କ ଶାଖାରୁ ଲୁଟ ଅଭିଯୋଗ ହୋଇଛି। ବନ୍ଧୁକ ଏବଂ ବିଭିନ୍ନ ମାରଣାସ୍ତ୍ର…

୧୬ ଲକ୍ଷରୁ ଊର୍ଦ୍ଧ୍ବ ସରକାରୀ ଅର୍ଥ ହଡ଼ପ, ୩ ଗିରଫ

କଟକ : ୧୬ ଲକ୍ଷରୁ ଊର୍ଦ୍ଧ୍ବ ସରକାରୀ ଟଙ୍କା ହଡ଼ପ, ୩ ଜଣଙ୍କୁ ବାନ୍ଧିଲା ଭିଜିଲାନ୍ସ। ବୃଦ୍ଧବୃଦ୍ଧାଙ୍କ ପାଇଁ ଉଦ୍ଦିଷ୍ଟ ସାମାଜିକ ସୁରକ୍ଷା ପେନସନ୍ ଟଙ୍କା ହଡ଼ପ ଅଭିଯୋଗରେ ଭୋଗରାଇ ବ୍ଲକର ୩ ପଞ୍ଚାୟତସ୍ତରୀୟ ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ…

ପଛକୁ ପଛ ୨ଟି ଲଘୁଚାପ, ରାଜ୍ୟରେ ବଢ଼ିବ ବର୍ଷର ପରିମାଣ

ଭୁବନେଶ୍ୱର : ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ । ପଛକୁ ପଛ ଆସୁଛି ୨ଟି ଲଘୁଚାପ । ଆସନ୍ତା ୯ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ରହିଛି। ୧୦ ତାରିଖ ବେଳକୁ ଏହା ଲଘୁଚାପର ରୂପ ନେଇପାରେ।…

୧୫ ଦିନ ଭିତରେ ଅସୁରକ୍ଷିତ କୋଠା ଚିହ୍ନଟ ନିର୍ଦ୍ଦେଶ, ଯାଞ୍ଚ ପାଇଁ ସ୍ବତନ୍ତ୍ର କମିଟି ଗଠିତ

ଭୁବନେଶ୍ୱର: ଭୁବନେଶ୍ୱରରେ କେତେ ସୁରକ୍ଷିତ ବିଭିନ୍ନ ବିଲ୍ଡିଂ । ଦିଲ୍ଲୀ PG ଟ୍ରାଜେଡି ପରେ ରାଜଧାନୀରେ ଭଙ୍ଗାଯିବ ଅସୁରକ୍ଷିତ କୋଠା । ଅସୁରକ୍ଷିତ ବିଲ୍ଡିଙ୍ଗ ଯାଞ୍ଚ କରିବାକୁ ଗଠନ ହୋଇଛି ସ୍ବତନ୍ତ୍ର କମିଟି । ୧୫ ଦିନ ଭିତରେ ରିପୋର୍ଟ ଦେବ…

ଟ୍ରକ୍ ଟର୍ମିନାଲ୍‌ର ସୁଚାରୁ ପରିଚାଳନା ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ–IOCL ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର : ଜାତୀୟ ଓ ରାଜ୍ୟ ରାଜପଥରେ ଅବୈଧ ପାର୍କିଂ ଯୋଗୁଁ ଘଟୁଥିବା ସଡ଼କ ଦୁର୍ଘଟଣା ଓ ତଦଜନିତ ପ୍ରାଣହାନିକୁ ରୋକିବା ସହ ଭାରୀଯାନ ଚାଳକମାନଙ୍କୁ ଉନ୍ନତ ସୁବିଧା-ସୁଯୋଗ ଯୋଗାଇଦେବା ଲକ୍ଷ୍ୟରେ ରାଜ୍ୟ ସରକାର ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି।…

କରେଣ୍ଟ ଲାଗି ଗଲା ମାଆ-ଝିଅଙ୍କ ଜୀବନ, ନ୍ୟାୟ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଲେ ପରିବାର ଲୋକେ

କଳାହାଣ୍ଡି : ବିଦ୍ୟୁତ ଆଘାତରେ ଗଲା ମାଆ-ଝିଅଙ୍କ ଜୀବନ । କଳାହାଣ୍ଡି ସଦର ଥାନା କାର୍ଲାସୋଡା ଗାଁରେ ଅଘଟଣ ଘଟିଛି । ମୃତକ ହେଲେ ଲଳିତା ନାୟକ ଓ ଝିଅ ଶତଳ ନାଏକ। ମୃତଦେହ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିଲେ ପରିବାର…

ମ୍ୟାନ୍ ପାୱାର ଓ ହସ୍ପିଟାଲିଟି ସେବା ଯୋଗାଣ ନାଁରେ ଠକେଇ, ଜଣେ ବ୍ୟାଙ୍କ କର୍ମଚାରୀଙ୍କ ସହ ୩ ଗିରଫ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଏକ ବଡ଼ଧରଣର ସାଇବର ମ୍ୟୁଲ୍ ଆକାଉଣ୍ଟ ରାକେଟର ପର୍ଦ୍ଦାଫାସ୍ କରିଛି ଭୁବନେଶ୍ୱର ସାଇବର ଥାନା ପୋଲିସ । ମ୍ୟାନ୍ ପାୱାର ଓ ହସ୍ପିଟାଲିଟି ସେବା ଯୋଗାଣ ନାଁରେ ଏକ ନକଲି କମ୍ପାନୀ ଖୋଲି ସାଇବର ଠକେଇ…