2026

ଘରୋଇ ଏଲପିଜି ଗ୍ରାହକଙ୍କ ପାଇଁ ଖୁସି ଖବର, କୋହଳ ହେଲା ଏଲପିଜି ରିଫିଲ୍ ବୁକିଂ ବ୍ୟବଧାନ

ନୂଆଦିଲ୍ଲୀ: ଘରୋଇ ଏଲପିଜି ଗ୍ରାହକଙ୍କ ପାଇଁ ଖୁସି ଖବର। ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଗ୍ରାହକଙ୍କ ପାଇଁ ଏଲପିଜି ରିଫିଲ୍ ବୁକିଂ ବ୍ୟବଧାନକୁ କୋହଳ କରିଛନ୍ତି କେନ୍ଦ୍ର ସରକାର। ଏଣିକି ସମସ୍ତ ଘରୋଇ ଏଲପିଜି ଗ୍ରାହକ ୨୫ ଦିନ ବ୍ୟବଧାନରେ ସିଲିଣ୍ଡର ରିଫିଲ୍…

ଡିଭାଇଡରେ ପିଟି ହୋଇ ଓଲଟିଲା ପିକ୍ଅପ୍, ୬ ମୃତ, ୩୦ ଗୁରୁତର

ବାଗପତ : ଉତ୍ତରପ୍ରଦେଶର ବାଗପତ ଜିଲ୍ଲାର ଇଷ୍ଟର୍ଣ୍ଣ ପେରିଫେରାଲ୍ ଏକ୍ସପ୍ରେସ୍ୱେରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ ପିକ୍ଅପ୍ ଗାଡ଼ି ଡିଭାଇଡରରେ ଧକ୍କା ଦେବା ପରେ ଓଲଟି ପଡ଼ିଥିଲା । ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ…

ବିଧାନସଭାରେ ଗର୍ଜିଲେ ମୁଖ୍ୟମନ୍ତ୍ରୀ ବିଜୟ, ବିରୋଧୀଙ୍କୁ କଲେ ଟାର୍ଗେଟ୍

ନୂଆଦିଲ୍ଲୀ: ବିଧାନସଭାରେ ନିଜ ଅଭିଭାଷଣ ରଖି ବିଜୟ କହିଛନ୍ତି, ତାମିଲନାଡୁର ଜନତା ପୂର୍ବରୁ ଅନ୍ନା, ଏମ୍‌ଜିଆର୍‌ ଏବଂ ଏନ୍‌ଟିଆର୍‌ଙ୍କ ଭଳି ନେତାଙ୍କୁ ଜନାଦେଶ ଦେଇଛନ୍ତି । ଆଉ ଏବେ ସେହି ଜନସମର୍ଥନ ତାଙ୍କୁ ମଧ୍ୟ ମିଳିଛି । ମହିଳାଙ୍କ ପ୍ରସଙ୍ଗରେ ମଧ୍ୟ…

ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି, ମଝି ଆକାଶରୁ ଫେରିଲା

କୋଚି : ଏୟାର ଇଣ୍ଡିଆ ବିମାନରେ ପୁଣି ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ମଝି ଆକାଶରୁ ଫେରିଛି ବିମାନ । କୋଚିରୁ ଆବୁଧାବି ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସର ବୋଇଂ ୭୩୭ ବିମାନ IX 415କୁ ଉଡ଼ାଣ ମଝିରୁ ପୁଣି କୋଚି ଫେରିବାକୁ…

ରନୱେରୁ ବାହାରକୁ ଚାଲିଗଲା କାର୍ଗୋ ବିମାନ : ୫ ମୃତ, ୫ ଆହତ

ନୂଆଦିଲ୍ଲୀ: ରନୱେରୁ ବାହାରିଗଲା କାର୍ଗୋ ବିମାନ । ମିଆମି ଅନ୍ତର୍ଜାତୀୟ ବିମାନବନ୍ଦରରେ ଆମାଜନ ପ୍ରାଇମ ଏୟାରର କାର୍ଗୋ ବିମାନ ରନୱେରୁ ବାହାରକୁ ଚାଲିଗଲା । ଫଳରେ ୫ ଜଣଙ୍କ ମୃତ୍ୟୁ ଏବଂ ୫ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣାରେ 21…

ମସ୍କୋରେ ଭାରତୀୟ ଇଞ୍ଜିନିୟରଙ୍କୁ ଅଟକ: ପିଏମ୍ ମୋଦୀଙ୍କ ସହାୟତା ଲୋଡ଼ିଲେ ସ୍ତ୍ରୀ

ମସ୍କୋ: ରଷିଆରେ ଜଣେ ଭାରତୀୟ ଇଞ୍ଜିନିୟରଙ୍କୁ ଅଟକ ରଖାଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଉତ୍ତର ପ୍ରଦେଶର କାନପୁର ନିବାସୀ ଚନ୍ଦନ ଗୁପ୍ତା ନାମକ ଜଣେ ଇଞ୍ଜିନିୟରଙ୍କୁ ରୁଷିଆ ପୋଲିସ ଅଟକ ରଖିଥିବା ନେଇ ତାଙ୍କ ସ୍ତ୍ରୀ ସ୍ନେହା ଗୁପ୍ତା…

ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା: ମୃତ୍ୟୁସଂଖ୍ୟା ୭ରେ ପହଞ୍ଚିଲା, ୧୨ ଉଦ୍ଧାର

ନୂଆଦିଲ୍ଲୀ : ନୂଆଦିଲ୍ଲୀର ସତ୍ୟ ନିକେତନରେ ୫ ମହଲା କୋଠା ଭୁଶୁଡ଼ି ମୃତ୍ୟୁସଂଖ୍ୟା ୭ରେ ପହଞ୍ଚିଛି । ଏପର୍ଯ୍ୟନ୍ତ ୧୨ ଜଣଙ୍କୁ ଉଦ୍ଧାର କରାଯାଇଛି । NDRF, ଦିଲ୍ଲୀ ଅଗ୍ନିଶମ ସେବା ଏବଂ ଦିଲ୍ଲୀ ପୋଲିସ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ…

ଲାଞ୍ଚ ନେବା ବେଳେ ଦୁଇ ରାଜସ୍ୱ ଅଧିକାରୀଙ୍କୁ ଧରିଲା ଭିଜିଲାନ୍ସ

କଟକ : କିସମ ପରିବର୍ତ୍ତନ କରି ଜମି ପଟ୍ଟା ଯୋଗାଇ ଦେବା ପାଇଁ ଲାଞ୍ଚ ନେଇ ଦୁଇ ରାଜସ୍ୱ ଅଧିକାରୀ ଭିଜିଲାନ୍ସ ଜାଲରେ । ପୁରୀ ଜିଲ୍ଲା ପିପିଲି ତହସିଲ ଅଧୀନ ସିଉଳା ଆର୍ ଆଇ ସର୍କଲର ରାଜସ୍ୱ ନିରୀକ୍ଷକ କଲ୍ୟାଣୀ…

କମିଶନରେଟ ପୋଲିସର ବଡ଼ ଆକ୍ସନ, ହତ୍ୟା ଅଭିଯୁକ୍ତ ଘରେ ଚଢିଲା ବୁଲଡୋଜର

ଭୁବନେଶ୍ବର : ଆକ୍ସନ ମୁଡ଼ରେ କମିଶନରେଟ ପୋଲିସ । ଅପରାଧି ଘରେ ଚଢିଲା ବୁଲଡୋଜର । ଭୁବନେଶ୍ବର ଲିଙ୍ଗରାଜ ଥାନା ଗାୟତ୍ରୀ ବସ୍ତିରେ ପୋଲିସର ଜବରଦଖଲ ଉଛେଦ ଜାରି । ଜିତୁ କାଣ୍ଡି ହତ୍ୟା ମାମଲାରେ ଯେଉଁଠି ହତ୍ୟା କରାଯାଇଥିଲା ।…

ଅନଲାଇନ ହେବ ଆଦିବାସୀ ଜମି ହସ୍ତାନ୍ତର ଓ ଦଖଲ ମାମଲା, ରାଜସ୍ୱ ସେବାକୁ ସ୍ୱଚ୍ଛ ଓ ସରଳ କରିବାକୁ ସରକାରଙ୍କ ପଦକ୍ଷେପ

ଭୁବନେଶ୍ୱର : ଏଣିକି ଅନ୍ ଲାଇନ ହେବ ଆଦିବାସୀ ଜମି ହସ୍ତାନ୍ତର ଓ ଦଖଲ ମାମଲା। ରାଜସ୍ୱ ସେବାକୁ ଅଧିକ ସ୍ୱଚ୍ଛ, ସରଳ ଓ ସମୟୋଚିତ କରିବାକୁ ଏହି ପଦକ୍ଷେପ ନେଇ ରାଜ୍ୟ ସରକାର। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ…