ଭୁବନେଶ୍ବର : ଆକ୍ସନ ମୁଡ଼ରେ କମିଶନରେଟ ପୋଲିସ । ଅପରାଧି ଘରେ ଚଢିଲା ବୁଲଡୋଜର । ଭୁବନେଶ୍ବର ଲିଙ୍ଗରାଜ ଥାନା ଗାୟତ୍ରୀ ବସ୍ତିରେ ପୋଲିସର ଜବରଦଖଲ ଉଛେଦ ଜାରି । ଜିତୁ କାଣ୍ଡି ହତ୍ୟା ମାମଲାରେ ଯେଉଁଠି ହତ୍ୟା କରାଯାଇଥିଲା । ଏପରିକି ହତ୍ୟାରେ ସାମିଲ ଥିବା ଶୁଭମ ଦାସ ଓ ବାବୁନା ବେହେରା ଘରକୁ ବୁଲଡୋଜରରେ ଘରକୁ ବାନ୍ଧିଛି । ଘର ଭାଙ୍ଗିବା ବେଳେ ଗଞ୍ଜେଇ ଗଛ ନଷ୍ଟ ମଧ୍ୟ କରିଛି । ବସ୍ତିରେ ରହି ଏଭଳି ଅପରାଧରେ ସାମିଲ ହୋଇ ସରକାରି ଜାଗାରେ ତ୍ରାହି ନାହିଁ । ସେଥିପାଇଁ ସରକାରି ଜାଗା ଉପରେ ଘର କରି ରହିଥିବା ଅପରାଧିଙ୍କ ଘରେ ପୁର୍ବରୁ ନୋଟିସ ଲଗାଇ ପରେ ସେମାନଙ୍କ ଘରକୁ ଭାଙ୍ଗି ଉଛେଦ କରିଛି ପୋଲିସ ।
