ହାତୀ ଆକ୍ରମଣରେ ଦୁଇ ମହିଳା ଗୁରୁତର
ଅନୁଗୋଳ: ଅନୁଗୋଳ ଜିଲ୍ଲା ବନ୍ତଳା ବନାଞ୍ଚଳ ଅନ୍ତର୍ଗତ ତଳଗଡ଼ ଗ୍ରାମରେ ଆଜି ଦିନ ଦ୍ବିପ୍ରହର ସମୟରେ ହାତୀ ଆକ୍ରମଣରେ ଦୁଇ ମହିଳା ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି ହୋଇଛନ୍ତି। ଦୁଇ ଗୁରୁତର ମାନେ ହେଲେ…
ଅନୁଗୋଳ: ଅନୁଗୋଳ ଜିଲ୍ଲା ବନ୍ତଳା ବନାଞ୍ଚଳ ଅନ୍ତର୍ଗତ ତଳଗଡ଼ ଗ୍ରାମରେ ଆଜି ଦିନ ଦ୍ବିପ୍ରହର ସମୟରେ ହାତୀ ଆକ୍ରମଣରେ ଦୁଇ ମହିଳା ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି ହୋଇଛନ୍ତି। ଦୁଇ ଗୁରୁତର ମାନେ ହେଲେ…
ସାଲେପୁର : ୫ ବର୍ଷର ଶିଶୁ ଦୀର୍ଘ ୧୭ ଦିନ ହେଲାଣି କଟକ ଶିଶୁଭାବନର icu ରୁ ଜୀବନ ସହ ଲଢେ଼ଇ କରୁଛି । ତାକୁ ମିଠାରେ ପଡୋଶୀ ବିଷ ଦେଇ ଦେଇଥିବା ଅଭିଯୋଗ ଆଣିଛନ୍ତି ତାର ଅଭିବାବକ । ଏଭଳି…
ବାଂଶପାଳ : ଯୁକ୍ତ ୨ କଳାରେ ୮୫ ପ୍ରତିଶତ ମାର୍କ ରଖି ଛେଳି ଚରାଉଛନ୍ତି ଛାତ୍ର । ପର ଘରେ ମୂଲ ଲାଗି +୩ ଆଡମିସନ୍ ପାଇଁ ଅର୍ଥ ଯୋଗାଡ କରୁଛନ୍ତି । ହେଉଛି କେନ୍ଦୁଝର ଜିଲ୍ଲା ବଂଶପାଳ ବ୍ଲକ ନୟାକୋଟ…
କଟକ : କଟକରେ କାଳବୈଶାଖୀ ବର୍ଷା ସହ ଘଡଘଡି । ହ୍ରାସ ପାଇଲା ତାପମାତ୍ରା । ଗରମ ଗୁଳୁଗୁଳିରୁ ମିଳିଲା ଆସ୍ୱସ୍ତି । ଏପଟେ ଝଡ ପବନରେ ମା’ କଟକଚଣ୍ଡୀ ମନ୍ଦିର ଉପରେ ବଜ୍ରପାତ ଯୋଗୁ ମନ୍ଦିରରୁ ପଥର ଖସିଥିବା ଦେଖିବାକୁ…
ବାଲିଗୁଡା : ଯନ୍ତ୍ରୀଙ୍କୁ ଛାଡିଦେଲା ପୋଲିସ, ତାତିଲେ ଲୋକ । କନ୍ଧମାଳ ଜିଲ୍ଲା ବେଲଘର ଥାନା ଅଧିକାରୀ ଓ ବେଲଘର ସରପଞ୍ଚଙ୍କୁ ପଞ୍ଚାୟତ କାର୍ଯ୍ୟାଳୟ ଭିତରେ ତାଲା ପକାଇ ରଖିଲେ ଗ୍ରାମବାସୀ । ମୁଡିବନ୍ଧ ବ୍ଲକ ବେଲଘର, ଝିରିପାଣି, ଗୁମା ଓ…
ସୋର : ମର୍ମନ୍ତୁଦ ଦୁର୍ଘଟଣା । ବାଇକକୁ ଧକ୍କାଦେଲା ଟ୍ରକ , ବାପ ଝିଅ ମୃତ । ବାଲେଶ୍ବର ଜିଲ୍ଲା ସୋର ଏନଏଚ ୧୬ରେ ଉତ୍ତରେଶ୍ୱରରେ ଘଟିଛି ଭୟଙ୍କର ଦୁର୍ଘଟଣା । ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ରହଣିଆ ଗାଁର ମନୋଜ…
ସମ୍ବଲପୁର : ବୁର୍ଲା ପାୱାର କେନାଲରେ ବୁଡି ଜଣେ ଛାତ୍ର ନିଖୋଜ l ଭୋଜି କରିବାକୁ ଆସି ଗଭୀର ପାଣିରେ ବୁଡ଼ିଗଲେ ଛାତ୍ର l ଛାତ୍ର ଜଣକ ସହପାଠୀଙ୍କ ସହ ଭୋଜି କରିବା ପାଈଁ 18 ହଜ଼ାରକୁ ଆସିଥିଲେ l ପାୱାର…
ଯାଜପୁର ଟାଉନ୍ : କଥା ଦେଇ କଥା ରଖିଲେ ମହାମହିମ ରାଷ୍ଟ୍ରପତି। ରାଷ୍ଟ୍ରପତି ଭବନକୁ ଡାକି ବକେୟା ପାଉଣା ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନୂଆଦିଲ୍ଲୀରେ ରାଷ୍ଟ୍ରପତି ଭବନରେ ଅତିଥି ସାଜିଲେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଅଙ୍ଗଲାଗି ସେବାୟତ…
ଭୁବନେଶ୍ବର: ଯେତେ ଖୋଲିଲେ, ସେତେ ବାହାରୁଛି । କନ୍ଧମାଳ ବାଲିଗୁଡ଼ା ITDAର ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠନାଥ ବେହେରାଙ୍କ କୁବେର ସାମ୍ରାଜ୍ୟ । ବ୍ୟାଙ୍କ ଲକରରୁ ବାହାରିଲା ୨ କୋଟିର ନଗଦ କ୍ୟାସ । ଠାବ ହୋଇଛି ୫ ମହଲା କୋଠା…
ଭୁବନେଶ୍ବର: ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ସାମାନ୍ୟ କମିଲା ତାତି । ରାଜଧାନୀ ସମେତ ରାଜ୍ୟର ଏକାଧିକ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି । ମଧ୍ୟାହ୍ନରେ ଭୟଙ୍କର ତାତି ଓ ଗୁଳୁଗୁଳି ପରେ ଅପରାହ୍ଣରେ ଭୀଷଣ ବର୍ଷା । ଆସନ୍ତା ୪ ଦିନ…