ବ୍ୟବସାୟିକ ଯୌନ ଶୋଷଣର ଶିକାର ବ୍ୟକ୍ତି ନାବାଳିକା ହେଲେ ପୋକ୍ସୋ ଆଇନ ଲାଗୁ ହେବ: ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ: ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍) ଏବଂ ଅନୈତିକ ଟ୍ରାଫିକ୍ (ନିବାରଣ) ଆଇନ (ଆଇଟିପିଏ) ବ୍ୟତୀତ ନାବାଳିକାଙ୍କ ବ୍ୟବସାୟିକ ଯୌନ ଶୋଷଣ (ସିଏସ୍ଇ) ସହ ଜଡିତ ଚାଲାଣକାରୀଙ୍କ ବିରୋଧରେ କଠୋର ପୋକ୍ସୋ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରାଯାଇପାରିବ ବୋଲି ସୁପ୍ରିମ୍କୋର୍ଟ…
