2026

SCB ମେଡିକାଲ କଲେଜର ଡାଟା ଏଣ୍ଟ୍ରି ଅପରେଟର ଗିରଫ, ୧.୪ କୋଟି ହେରଫେର ଅଭିଯୋଗ

କଟକ : SCB ମେଡିକାଲ କଲେଜର ଡାଟା ଏଣ୍ଟ୍ରି ଅପରେଟର ଗିରଫ । ଏସସିବି ମେଡିକାଲ କଲେଜରେ ଆର୍ଥିକ ହେରଫେର ଅଭିଯୋଗରେ ଗିରଫ କରାଯାଇଛି । ପୂର୍ବରୁ ଏସସିବି ଅଧୀକ୍ଷକଙ୍କ କାର୍ଯ୍ୟାଳୟର ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଅଟକ ରଖି ପଚରାଉଚରା କରୁଥିଲା…

ବଟି ନଦେବାରୁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ଭୁବନେଶ୍ବର: ଗଣେଶ ପୂଜା ପୂର୍ବରୁ ରାଜଧାନୀ ଭୁବନେଶ୍ବରରେ ଦାଦାବଟି ଆତଙ୍କ । ବଟି ନଦେବାରୁ ଖଣ୍ଡାରେ ଆକ୍ରମଣ । ଭରତପୁର ଥାନା ଅଞ୍ଚଳରେ ଦୋକାନୀଙ୍କଠାରୁ ବଟି ମାଗୁଥିବା ଅଭିଯୋଗ ହୋଇଛି । ରାସ୍ତାରେ ଯାଉଥିବା ଗାଡ଼ିକୁ ଅଟକାଇ ମଧ୍ୟ ଟଙ୍କା ମାଗୁଛନ୍ତି…

ନେପାଳ ବନ୍ୟାରେ ୫ ଓଡ଼ିଆ ନିଖୋଜ, ଜଣେ ଉଦ୍ଧାର

ଭୁବନେଶ୍ୱର : ନେପାଳ ପ୍ରଳୟଙ୍କରୀ ବନ୍ୟାରେ ଫସିଛନ୍ତି ଅନେକ ଓଡ଼ିଆ । ଓଡ଼ିଶାରୁ ବର୍ତ୍ତମାନ ସୁଦ୍ଧା ୫ ଜଣ ନିଖୋଜ ଥିବା ବେଳେ ଜଣଙ୍କ ପତ୍ତା ମିଳିଛି । ନେପାଳକୁ ଯାଇଥିବା ଖୋର୍ଦ୍ଧାର ଜେମାଦେଇ ଅଞ୍ଚଳର ସନ୍ଦୀପ ମହାପାତ୍ର ଓ ତାଙ୍କ…

ସାମୂହିକ ଛୁଟିରେ ଗଲେ ରେଭେନ୍ସା ଅଧ୍ୟାପକ, କଳା ବ୍ୟାଜ୍ ପିନ୍ଧି ପ୍ରତିବାଦ

କଟକ: କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟ ସହିତ ଜଡିତ ବିବାଦ ଆହୁରି ବଢ଼ିବାରେ ଲାଗିଛି। କାରଣ ଶୁକ୍ରବାର ଦିନ ଶିକ୍ଷକମାନେ କ୍ୟାମ୍ପସରେ ରାଜନୈତିକ ହସ୍ତକ୍ଷେପ ଅଭିଯୋଗ କରି ମିଳିତ ଭାବେ ପ୍ରତିବାଦ ଆରମ୍ଭ କରିଛନ୍ତି। ସୂଚନା ଅନୁସାରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘର…

ଭାରତ-ଶ୍ରୀଲଙ୍କା ୨ୟ ଟେଷ୍ଟ ଅମୀମାଂସିତ

କଲମ୍ବୋ : ଶ୍ରୀଲଙ୍କାର ରାଜଧାନୀ କଲମ୍ବୋଠାରେ ଚାଲିଥିବା ଭାରତ-ଶ୍ରୀଲଙ୍କା ୨ୟ ଟେଷ୍ଟ ଅମୀମାଂସିତ ଭାବେ ଶେଷ ହୋଇଛି । ଶ୍ରୀଲଙ୍କା ୪୨୯/୯ ରନରେ ଦ୍ୱିତୀୟ ପାଳି ଘୋଷଣା କରିବା ପରେ ଉଭୟ ଦଳର ଅଧିନାୟକଙ୍କ ନିଷ୍ପତି କ୍ରମେ ମ୍ୟାଚ୍‌କୁ ଅମୀମାଂସିତ ଭାବେ…

ତେଜରାତି ଦୋକାନରୁ ଚୋରା ମଦ ଜବତ, ୨ ଯୁବକ ଗିରଫ

ରାହାମା: ଜଗତସିଂହପୁରଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ଅଗପାଳ ପଞ୍ଚାୟତ ଓ ଆଦର୍ଶ ବିଦ୍ୟାଳୟ ଅଗପାଳ ନିକଟଲାଗି ଏକ ତେଜରାତି ଦୋକାନରୁ ମଦ ଜବତ ହୋଇଛି। ସକାଳ ୧୧ଟା ସମୟରେ ତିର୍ତୋଲ ଥାନା ଅଧିକାରୀ ବଂଶୀଧର ପ୍ରଧାନ, କୁଜଙ୍ଗ ଥାନାର ଅତରିକ୍ତ ଦାୟିତ୍ୱ…

ଛୋଟ ସ୍ୱେଚ୍ଛାସେବୀ ଦଳ ସହ ବନ୍ୟାକ୍ଷତିଗ୍ରସ୍ତ ଗିରୋଙ୍ଗ୍‌ ଯିବାକୁ ସଦ୍‌ଗୁରୁଙ୍କ ଆବେଦନ

ନୂଆଦିଲ୍ଲୀ: ନେପାଳ-ତିବ୍ଦତ ସୀମାବର୍ତ୍ତୀ ଅଞ୍ଚଳରେ ଭୟଙ୍କର ଆକସ୍ମିକ ବନ୍ୟା ପରେ ତିବ୍ଦତର ଗିରୋଙ୍ଗ୍‌ ସହରରେ ନିଖୋଜ ହୋଇଥିବା ୮୦ ଜଣ କୈଳାସ ତୀର୍ଥଯାତ୍ରୀଙ୍କ ସନ୍ଧାନ ପାଇଁ ସଦ୍‌ଗୁରୁ ଜଗ୍ଗୀ ବାସୁଦେବ ଚୀନ୍‌ କର୍ତ୍ତୃପକ୍ଷଙ୍କୁ ଆବେଦନ କରିଛନ୍ତି। ଗୁରୁବାର ସେ କହିଛନ୍ତି ଯେ,…

ଟ୍ୱିନ୍ ସିଟିରେ ସ୍ୱତନ୍ତ୍ର ପ୍ରବର୍ତ୍ତନ ଅଭିଯାନ: ମୋଟ ୩୩୬ ଜଣ କ୍ୟାଡେଟ୍‌ ସବ୍‌-ଇନ୍ସପେକ୍ଟର ନିୟୋଜିତ

ଭୁବନେଶ୍ୱର: ଓଡ଼ିଶା ପୁଲିସ ମହିଳାଙ୍କ ସୁରକ୍ଷା, ମହିଳାଙ୍କ ବିରୋଧରେ ଅପରାଧ ରୋକିବା ପାଇଁ ସଂଗଠିତ ଅପରାଧର ସିଣ୍ଡିକେଟ୍‌କୁ ଭାଙ୍ଗିବା ସହ ନିଶାଦ୍ରବ୍ୟ ଓ ବେଆଇନ ମଦ ବିରୋଧରେ ନିରନ୍ତର ଅଭିଯାନ ଜାରି ରଖିଛି। ସୂଚନାଯୋଗ୍ୟ, ଓଡ଼ିଶା ପୁଲିସ ଡିଜିଙ୍କ ନିର୍ଦ୍ଦେଶକ୍ରମେ ଅଗଷ୍ଟ…

ରାଜ୍ୟ ବିଜେଡି ସଂଖ୍ୟାଲଘୁ ସେଲ୍‌ର ବରିଷ୍ଠ ସାଧାରଣ ସମ୍ପାଦକ ହେଲେ ଜାଲିନା

ଘୁ.ଉଦୟଗିରି : ରାଜ୍ୟ ବିଜେଡି ସଂଖ୍ୟାଲଘୁ ସେଲ ପୁନର୍ଗଠନ କରିବା ପରେ କନ୍ଧମାଳ ଜିଲ୍ଲାର ଆଗ ଧାଡ଼ିର ସଂଖ୍ୟାଲଘୁ ସମ୍ପ୍ରଦାୟର ନାରୀ ନେତ୍ରୀ ଜାଲିନା ପ୍ରିୟଦର୍ଶିନୀଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ରାଜ୍ୟ ବିଜେଡି ସଭାପତି ନିଯୁକ୍ତ କରିବା ପରେ କନ୍ଧମାଳ…

ପୁଣି ବସିପାରେ ସଂସଦ, ସରକାରଙ୍କ ସମ୍ଭାବ୍ୟ ନିଷ୍ପତ୍ତି ନେଇ ଇଙ୍ଗିତ ଦେଲେ ରିଜିଜୁ

ନୂଆଦିଲ୍ଲୀ: ସଂସଦ ଅଧିବେଶନ ପୁଣି ଡକାଯିବାର ସମ୍ଭାବନାକୁ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ବୁଧବାର ସମ୍ପୂର୍ଣ୍ଣ ଭାବେ ଅସ୍ୱୀକାର କରିନାହାନ୍ତି। ବର୍ଷାକାଳୀନ ଅଧିବେଶନ ଏପର୍ଯ୍ୟନ୍ତ ଔପଚାରିକ ଭାବେ ସମାପ୍ତ ଘୋଷିତ ହୋଇନଥିବାରୁ ପୁଣି ସଂସଦର ବୈଠକ ଡକାଯାଇପାରିବ ବୋଲି…