2026

ସିବିଆଇ ଜାଲରେ ଆର୍ମି କର୍ଣ୍ଣେଲ, ୫୦ ଲକ୍ଷ ଟଙ୍କାର ଲାଞ୍ଚ କାରବାର ଅଭିଯୋଗ

କୋଲକତା : ସିବିଆଇର ବଡ଼ କାର୍ଯ୍ୟାନୁଷ୍ଠାନ । ସେନା କର୍ଣ୍ଣେଲ ହିମାଂଶୁ ବାଲିଙ୍କୁ ସିବିଆଇ ଗିରଫ କରିଛି । ତାଙ୍କ ବିରୋଧରେ ୫୦ ଲକ୍ଷ ଟଙ୍କାର ଲାଞ୍ଚ କାରବାର ନେଇ ସଙ୍ଗୀନ ଅଭିଯୋଗ ଆସିଛି । କୋଲକତା ସ୍ଥିତ ଭାରତୀୟ ସେନାର…

ତାମିଲନାଡୁରେ ରାଜନୈତିକ ଉତ୍ତେଜନା; ସମର୍ଥନ ପ୍ରତ୍ୟାହାର କରିବାକୁ CPIM ର ଧମକ

ତାମିଲନାଡୁ : ତାମିଲନାଡୁରେ ନୂଆ ସରକାର ଗଠନ ହେବାର କିଛି ଦିନ ପରେ ତାମିଲନାଡୁ ରାଜନୀତିରେ ରାଜନୈତିକ ଉତ୍ତେଜନା ବୁଦ୍ଧି ପାଇଛି । ମୁଖ୍ୟମନ୍ତ୍ରୀ ଥାଲପତି ବିଜୟଙ୍କ TVK ଦଳକୁ ବାହାରୁ ସମର୍ଥନ କରୁଥିବା ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଖୋଲାଖୋଲି ଭାବରେ…

ସାମାନ୍ୟ ବଚସାରୁ ଦିନ ଦ୍ବିପହରେ ୩ ଜଣଙ୍କୁ ଛୁରାମାଡ଼

ପୁରୀ: ପୁରୀରେ ଦେଖାଦେଇଛି ଆଶ୍ଚର୍ଯ୍ୟଜନକ ଘଟଣା । ଦିନ ଦ୍ବିପହରେ ପୁରୀରେ ଆତଙ୍କ । ସାମାନ୍ୟ ବଚସାରୁ ୩ଜଣଙ୍କୁ ହୋଇଛି ଛୁରାମାଡ଼ । ପୁରୀ ବଳିଆପଣ୍ଡା ପ୍ରାଚୀ ଛକ ନିକଟରେ ହୋଇଛି ଆକ୍ରମଣ । ଛୁରୀମାଡ଼ର ଶିକାର ହୋଇଛନ୍ତି ବଳିଆପଣ୍ଡା ଅଞ୍ଚଳର…

ଆକାଶରୁ ବର୍ଷୁଛି ନିଆଁ, ଝାରସୁଗୁଡ଼ା ଓ ସମ୍ବଲପୁରରେ ୪୬ ଡିଗ୍ରୀ ଟିପିଲା ତାପମାତ୍ରା

ଭୁବନେଶ୍ବର: ଆକାଶରୁ ବର୍ଷୁଛି ନିଆଁ । ୪୬ ଡିଗ୍ରୀ ଟିପିଲା ତାପମାତ୍ରା । ଆଜି ଗୋଟିଏ ନୁହେଁ, ଦୁଇ ଦୁଇଟି ପାରଦ ତାପମାତ୍ରା ୪୬ ଡିଗ୍ରୀ ଛୁଇଁଛି । ଝାରସୁଗୁଡ଼ା ଓ ସମ୍ବଲପୁରରେ ୪୬ ଡିଗ୍ରୀ ସେଲସିଅସ ତାପମାତ୍ରା ରେକର୍ଡ କରାଯାଇଛି…

୧୨ ବର୍ଷ ପରେ ହତ୍ୟାକାଣ୍ଡର ରାୟ ପ୍ରକାଶିତ, ୩ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍

ଭୁବନେଶ୍ବର: ଆସିଲା ବଡ଼ ଖବର । ଅଭିଯୁକ୍ତ ମାନଙ୍କୁ ଆଜୀବନ କାରାଦଣ୍ଡ । ତିନି ଜଣ ଅଭିଯୁକ୍ତଙ୍କୁ କାରାଦଣ୍ଡ ଶୁଣାଇଲେ ତୃତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ । ହତ୍ୟା କରି ଦୟା ନଦୀରେ ଫିଙ୍ଗିଥିଲେ ଶରୀରର ଅଂଶ । ସୁଧ କାରବାରକୁ…

ମେଡିକାଲରେ ଡାକ୍ତରଙ୍କ ଦାଦାଗିରି, ରୋଗୀଙ୍କ ସ୍ୱାମୀକୁ ମାରିଲେ ନିର୍ଦ୍ଧୁମ ମାଡ଼

ଉଦଳା: ମେଡିକାଲରେ ଡାକ୍ତରଙ୍କ ଗୁଣ୍ଡାରାଜ୍ । ରୋଗୀଙ୍କ ସ୍ୱାମୀକୁ ମାରିଲେ ନିର୍ଘାତ ମାଡ଼ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଉମାକାନ୍ତ ବାସ୍କେଙ୍କ ବିରୋଧରେ ଆସିଛି ଏପରି ଅଭିଯୋଗ । କପ୍ତିପଦା ଥାନା ଝିଲିରୀବଣି ଗାଁର ସୋନାଲି…

ବନ୍ଧା ହେଲେ ଭୁବନେଶ୍ବର ଶବର, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ

କଟକ: ନିର୍ବାହୀ ଯନ୍ତ୍ରୀ ଭୁବନେଶ୍ବର ଶବରଙ୍କୁ ଗିରଫ କଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । କୁବେର ଯନ୍ତ୍ରୀଙ୍କ ଅଚଳାଚଳ ସଂପତ୍ତି । ମାଳମାଳ ବଲ୍ଡିଂ, ପୁଳାପୁଳା ପ୍ଲଟ । ଜମିଦାର ଇଞ୍ଜିନିୟରଙ୍କର…

ମହିଳାଙ୍କ ସୁରକ୍ଷା ଏବେ ମୋବାଇଲ ଆପରେ, ଅସୁବିଧାରେ ବ୍ୟବହାର କରନ୍ତୁ ’ଉଇ କେୟାର ସାଥି’

ଭୁବନେଶ୍ବର: ମୋବାଇଲ ଆପରେ ମିଳିବ ମହିଳାଙ୍କୁ ସୁରକ୍ଷା| ଟ୍ବିନି ସିଟି ବାସୀଙ୍କ ପାଇଁ ପୋଲିସ ଆଣିଛି ନୂଆ ଆପ୍ । ଅସୁବିଧାରେ ଫସିଲେ ବ୍ୟବହାର କରନ୍ତୁ ଉଇ କେୟାର ସାଥି ଆପ୍ । ଏନେଇ ଅଫିସିଆଲ୍ ଲଞ୍ଚ କରିଛନ୍ତି ପୋଲିସ କମିସନର।…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା, ବନ୍ଧା ହେଲେ ୨୫ ଗ୍ରାମବାସୀ

ନରସିଂହପୁର : ଗୁଣି ସନ୍ଦେହରେ ହତ୍ୟା ମାମଲାରେ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ । ୨୫ ଗ୍ରାମବାସୀ ଗିରଫ । କଟକ ମବ୍ ଲିଞ୍ଚିଂ ଘଟଣାରେ ହତ୍ୟା ଓ ଶବ ପୋଡ଼ିବା ଅଭିଯୋଗରେ ୨୫ ଗିରଫ, ଥରିଲା ସାରା ଗାଁ । ଆଧୁନିକ…

ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ, ପୁଣି ବାଜି ମାରିଲେ ଛାତ୍ରୀ

କଟକ : ପ୍ରକଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ। ଏକାସଙ୍ଗେ ବାହାରିଲା ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ । ଏଥର ବି ବାଜି ମାରିଲେ ଛାତ୍ରୀ । କଳା, ବାଣିଜ୍ୟ ଓ ବିଜ୍ଞାନରେ…