ପାକିସ୍ତାନରେ ଆଇଇଡି ବିସ୍ଫୋରଣ, ଏସଏଚଓ ସମେତ ୬ ପୋଲିସକର୍ମୀ ମୃତ

ପାକିସ୍ତାନ : ପାକିସ୍ତାନରେ ଆଇଇଡି ବ୍ଲାଷ୍ଟରେ ଜଣେ ଏସଏଚଓ ସମତେ ୬ ପୋଲିସକର୍ମୀ ମୃତ୍ୟୁ ହୋଇଥିବା ଜଣାପଡିଛି । ପାକିସ୍ତାନର ଖୈବର ପଖତୁନଖ୍ବା ଅଞ୍ଚଳରେ ହୋଇଛି । ପଖତୁନଖ୍ବାର ଟୋଙ୍କ ଜିଲ୍ଲାରେ ଆଇଇଡି ବିସ୍ଫୋରଣ ଯୋଗୁଁ ଗୋମଲ ପୋଲିସ ଷ୍ଟେସନର ଏସଏଚ୍ଓଙ୍କ ଜୀବନ…

ପଶ୍ଚିମବଙ୍ଗରେ ନିପା ଭାଇରସ ସଂକ୍ରମଣ, ସରକାର ଜାରି କଲେ ହେଲପଲାଇନ୍ ନମ୍ବର

କୋଲକାତା : ପଶ୍ଚିମବଙ୍ଗରେ ନିପା ଭାଇରସର ଦୁଇଟି ମାମଲା ସାମ୍ନାକୁ ଆସିଛି । ଏହି ସଂକ୍ରମଣ ବ୍ୟାପିବା ଯୋଗୁଁ ସ୍ବାସ୍ଥ୍ୟ ବିଭାଗକୁ ସତର୍କ କରାଯାଇଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ମମତା ବାନାର୍ଜୀଙ୍କ ସହ କଥା ହୋଇଛନ୍ତି । ସରକାର…

ମକର ସଂକ୍ରାନ୍ତିରେ ନୂଆ ଅଫିସକୁ ସ୍ଥାନାନ୍ତର ହେବ PMO

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ଅଫିସ୍ ପ୍ରସ୍ତୁତ । ପବିତ୍ର ମକର ସଂକ୍ରାନ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସାଉଥ ବ୍ଳକରୁ ଏହି ନୂଆ ଅଫିସକୁ ସ୍ଥାନାନ୍ତର ହେବ ବୋଲି କୁହାଯାଉଛି । ଦେଶ ସ୍ବାଧୀନତା ଲାଭକରିବା ପରଠାରୁ ଅର୍ଥାତ ୧୯୪୭…

ଗୁଡ଼ି ମାଞ୍ଜା ସୂତା ଲାଗି ଯୁବକ ଗୁରୁତର

ଭୁବନେଶ୍ବର: ମକର ସଂକ୍ରାନ୍ତି ପୂର୍ବରୁ ସାମ୍ନାକୁ ଆସିଲା ଗୁଡ଼ି ଉଡ଼ା ଜନିତ ଅଘଟଣ । ରାଜଧାନୀରେ ଗୁଡ଼ି ମାଞ୍ଜା ସୂତା ଲାଗି ଯୁବକ ଗୁରୁତର । ରାଜଧାନୀରେ ସାମ୍ନାକୁ ଆସିଲା ଗୁଡ଼ି ଉଡ଼ା ଜନିତ ଅଘଟଣ । ଗୁଡ଼ି ମାଞ୍ଜା ସୂତା…

ଯାତ୍ରାରେ ଅଶ୍ଳୀଳ ନୃତ୍ୟ ହେଲେ କାର୍ଯ୍ୟାନୁଷ୍ଠାନ: ଆଇନ ମନ୍ତ୍ରୀ

ଭୁବନେଶ୍ବର: ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ବୟାନ ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ । ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପ୍ରସଙ୍ଗରେ ବଡ ବୟାନ ରଖିଛନ୍ତି ଆଇନ ମନ୍ତ୍ରୀ…

ପରିବହନ ବେଳେ ବାଲି ଗାଡ଼ିକୁ ଘୋଡ଼ାଇବା ବାଧ୍ୟତାମୂଳକ; ନିୟମ ଉଲ୍ଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ବାଲି ବୋଝେଇ ଗାଡ଼ିରେ ବାଲିକୁ ଘୋଡ଼ାଇ ରଖିବା ବାଧ୍ୟତାମୂଳକ କରାଯାଇଛି । ଜାତୀୟ ରାଜପଥରେ ବାଲି ଖସି ଦୁର୍ଘଟଣା ଘଟୁଥିବାରୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ପରିବହନ କମିଶନର । ବାଲି ଘାଟରୁ ଗାଡ଼ି ବାହାରିବା ପୂର୍ବରୁ ବାଲି ଗାଡିକୁ…

ଚାଷୀକୁଳକୁ ପ୍ରତାରଣା କରିଛନ୍ତି ରାଜ୍ୟ ସରକାର: ବିଜେଡି

ଭୁବନେଶ୍ୱର: ରାଜ୍ୟରେ ଧାନ କିଣାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ, ଚାଷ ଉପରେ ନିର୍ଭର କରୁଥିବା ପ୍ରାୟ ୭୦ ପ୍ରତିଶତ ଲୋକ ଆଜି ରାଜ୍ୟ ସରକାରଙ୍କ ପ୍ରତାରଣାର ଶିକାର ହୋଇଛନ୍ତି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି…

ନେପାଳରୁ କନ୍ଧମାଳକୁ ମଦ ଚାଲାଣ: ବନ୍ଧା ହେଲେ ୫ ୱେବ ସାମ୍ବାଦିକ

ବାଲିଗୁଡା : ନେପାଳରୁ କନ୍ଧମାଳ ଜିଲ୍ଲାକୁ କାରରେ ବେଆଇନ ମଦ ଚାଲାଣ କରୁଥିବା ବେଳେ ପାଞ୍ଚ ୱେବ ସାମ୍ବାଦିକ ଗିରଫ  l  ମଦ ଚାଲାଣ କରୁଥିବା ବେଳେ କାରକୁ ଜବତ କରିବା ସହ ପାଞ୍ଚ ୱେବ ସାମ୍ବାଦିକକୁ ଗିରଫ କରିଛି ବିହାର ରାଜ୍ୟର…

ମ୍ୟୁଜିୟମ ଭାବେ ବ୍ୟବହାର କରାଯିବ ବର୍ତ୍ତମାନର ବିଧାନସଭା: ପୂର୍ତ୍ତମନ୍ତ୍ରୀ

ଭୁବନେଶ୍ୱର : ଭଙ୍ଗା ଯିବନି ବର୍ତ୍ତମାନର ବିଧାନସଭା ।  ସନ୍ତକ ହିସାବରେ ବିଧାନସଭାକୁ ରଖାଯିବ ।  ମ୍ୟୁଜିୟମ ଭାବେ ବ୍ୟବହାର କରାଯିବ ।  ଭବିଷ୍ୟତରେ ଯଦି ବିଧାନ ପରିଷଦ ଗଠନ ହୁଏ ଏହାକୁ ବ୍ୟବହାର କରାଯିବ ।  ଲୋକସେବା ଭବନ ଓ ବିଧାନସଭା…

ଏକ ମାସର ଝିଅକୁ ବିକି ଦେଲେ ବାପା-ମାଆ, ଥାନାର ଦ୍ବାରସ୍ଥ ହେଲେ ଜେଜେମାଆ

ଭଦ୍ରକ  : ନାତୁଣୀକୁ ବିକିଦେଲେ ପୁଅ ବୋହୂ । ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ବୟାବନାପୁର ଗାଁର ସାବିତ୍ରୀ ଦାସ ।  ତାଙ୍କର ଏକ ମାସର ନାତୁଣୀକୁ ପୁଅ ସିପୁ ଦାସ ଓ ବୋହୂ ମିଳିମିଶି ଗତକାଲି…