ବିମାନ ଦୁର୍ଘଟଣାରେ ଚାଲିଗଲା ପ୍ରସିଦ୍ଧ ଗାୟକ ୟେସନ୍ଙ୍କ ଜୀବନ
କଲମ୍ବିଆ: କଲମ୍ବିଆରେ ଏକ ବଡଧରଣର ବିମାନ ଦୁର୍ଘଟଣା ଘଟିଛି। ଏଥିରେ ପ୍ରସିଦ୍ଧ ଗାୟକ ୟେସନ୍ ଜିମେନେଜଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ମୋଟ ଛଅ ଜଣ ପ୍ରାଣ ହରାଇଛନ୍ତି। ସୂଚନା ଅନୁଯାୟୀ ବିମାନଟି ଜୁଆନ୍ ଜୋସେ ରୋଣ୍ଡନ୍ ବିମାନବନ୍ଦରରୁ ଉଡ଼ାଣ ଭରୁଥିଲା।…
