ପ୍ରଥମ ଅବତରଣ ବିଫଳ ପରେ ମାନୁଆଲ୍ ପଦ୍ଧତିରେ ଅବତରଣ କରିବାକୁ ଚେଷ୍ଟା କରିଥିଲେ ପାଇଲଟ
ମହାରାଷ୍ଟ୍ର : VT-SSK ବିମାନଟି ଆଜି ସକାଳ ପ୍ରାୟ ୮:୧୦ ସମୟରେ ମୁମ୍ବାଇରୁ ବାରାମତୀ ଅଭିମୁଖେ ବାହାରିଥିଲା । ପ୍ରାୟ ୮:୪୫ ସମୟରେ ବାରାମତୀ ଏୟାରପୋର୍ଟରେ ଅବତରଣ କରିବା ବେଳେ ଏହା ରନୱେରୁ ବାହାରକୁ ଖସିଯାଇଥିଲା । ପୁଣେ-ବାରାମତୀ ଅଞ୍ଚଳରେ ପ୍ରବଳ କୁହୁଡ଼ି…
