June 2026

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ କମିଛି ଗ୍ରୀଷ୍ମପ୍ରବାହ, ୧୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର : ଉପକୂଳ ଓଡ଼ିଶାର କିଛି ଜିଲ୍ଲାକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଛୁଇଁଥିବାବେଳେ ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହେଉଛି । ଫଳରେ ଉପକୂଳ ଓଡ଼ିଶାର ବହୁ ସ୍ଥାନରେ ଗ୍ରୀଷ୍ମପ୍ରବାହ କମିଛି । ୨୦ ତାରିଖ ଯାଏଁ ରାଜ୍ୟର ବିଭିନ୍ନ…

ପ୍ରେମ ପାଇଁ ଯୁବକଙ୍କୁ ଗୁଳି କରି ହତ୍ୟା

ନୟାଗଡ : ପ୍ରେମ ପାଇଁ ଗୁଳିକାଣ୍ଡ । ନୟାଗଡ଼ ଗଣିଆ ବ୍ଲକ ପାଣ୍ଡରାସିଙ୍ଗା ଛକରେ ଯୁବକଙ୍କୁ ଗୁଳିକରି ହତ୍ୟା । ମୃତକ ହେଲେ ପତୁରିଆଗାଁର ରବୀନ୍ଦ୍ର କୁମାର ନାୟକ । ରବୀନ୍ଦ୍ର ନିଜ ଗ୍ୟାରେଜରେ ବସିଥିବା ବେଳେ, କାରରେ କିଛି ଦୁର୍ବୃତ୍ତ…

ନାଳରୁ ୧୬ ଫୁଟର କୁମ୍ଭୀର ଉଦ୍ଧାର

ରାଜନଗର: ନାଳରୁ ଉଦ୍ଧାର ହେଲା ୧୬ ଫୁଟର କୁମ୍ଭୀର। ଏଭଳି ଘଟଣା ଘଟିଛି ରାଜନଗର ବ୍ଲକ ଜରିମୂଳ ବଜାରର ମାଟିଆ ମଙ୍ଗଳା ଛକ ନିକଟରେ ଥିବା ପାଣି ନାଳରୁ। ଏହି ପାଣି ନାଳଟି ବ୍ରାହ୍ମଣୀ ନଦୀ ସହ ସଂଯୋଗ କରୁଥିବାରୁ କୁମ୍ଭୀରଟି…

ମାଛ ମାରିବାକୁ ସମୁଦ୍ରକୁ ଟ୍ରଲର ନେଉନାହାଁନ୍ତି ମତ୍ସ୍ୟଜୀବୀ, ପ୍ରଭାବିତ ହେବେ ୫୦ ହଜାର ପରିବାର

ପାରାଦୀପ: ସମୁଦ୍ରକୁ ଟ୍ରଲର ନେଉନାହାଁନ୍ତି ମତ୍ସ୍ୟଜୀବୀ। ଫିସିଂ ନଯାଇ ହାର୍ବରରେ ପଡିରହିଛି 800 ଟ୍ରଲର। ଆଜିଠୁ ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘର ମାଛ ନଧାରିବା ପାଇଁ ନିଷ୍ପତ୍ତି। 43 ଟଙ୍କା ଚଢା ଦାମରେ ଡିଜେଲ କିଣୁଥିବା ନେଇ ଅଭିଯୋଗ। ତେଣୁ…

ରଜରେ ନନ୍ଦନକାନନରେ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ, ଅଧିକାରୀଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

ଭୁବନେଶ୍ୱର: ରଜରେ ଭୁବନେଶ୍ୱର ଉପକଣ୍ଠରେ ଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରଜ ପର୍ବରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ୨୭,୧୯୨ ଜଣ ପର୍ଯ୍ୟଟକ ପ୍ରାଣୀ ଉଦ୍ୟାନକୁ ବୁଲିବାକୁ ଆସିଥିଲେ। ଯେତେବେଳେ ସଂଲଗ୍ନ ରାଜ୍ୟ ଉଦ୍ଭିଦ ଉଦ୍ୟାନ (SBG)…

ଓମାନ ତଟରେ ବୁଡିଲା ଡଙ୍ଗା, ୧୪ ଭାରତୀୟ ଉଦ୍ଧାର

ନୂଆଦିଲ୍ଲୀ:ମଧ୍ୟ ପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଓମାନ ଉପକୂଳରେ ବୁଡିଲା ‘ ଏମଏସ୍‌ଭି ବିରାଟ ୧’ ନାମକ ଏକ ଭାରତୀୟ ଡଙ୍ଗା। ଏଥିରେ ୧୪ ଜଣ ଭାରତୀୟ କ୍ରୁ-ସଦସ୍ୟ ଥିଲେ, ଯାହାଙ୍କୁ ବର୍ତ୍ତମାନ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି। ଡଙ୍ଗା ବୁଡିବା…

ଜାମ୍ମୁ-କାଶ୍ମୀରରେ ପାକିସ୍ତାନ ନାଗରିକ ଅଟକ

ଶ୍ରୀନଗର: ଜାମ୍ମୁ-କାଶ୍ମୀରର କୁପୱାରା ଜିଲାରୁ ଶନିବାର ସେନା ଓ ପୁଲିସ ମିଳିତ ଅଭିଯାନ ଚଲାଇ ଜଣେ ପାକିସ୍ତାନ ନାଗରିକଙ୍କୁ ଅଟକ ରଖିଛନ୍ତି। ସୀମା ଅତିକ୍ରମ କରି ଜଣେ ପାକିସ୍ତାନ ନାଗରିକ ଜାମ୍ମୁ-କାଶ୍ମୀରରେ ପ୍ରବେଶ କରିଥିବା ନେଇ ବିଶ୍ବସ୍ତ ସୂତ୍ରରୁ ଖବର ମିଳିବା…

ନକଲି ବ୍ରିଗେଡିୟରକୁ ବାନ୍ଧିଲା ଉତ୍ତରପ୍ରଦେଶ ପୋଲିସ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଶାହାଜାହାନପୁର୍‌ରୁ ଜଣେ ୨୧ବର୍ଷୀୟ ନକଲି ବ୍ରିଗେଡିୟରକୁ ପୁଲିସ ଗିରଫ କରିଛି। ଗିରଫ ଯୁବକର ନାମ ଆର୍ୟନ ବର୍ମା ବୋଲି ଜଣାପଡ଼ିଛି। ବେଶ୍‌ କିଛିମାସ ହେବ ଆର୍ୟନ ନିଜକୁ ବ୍ରିଗେଡିୟର ବେଶରେ ସଜାଇ ଦୁଇଜଣ ସୁରକ୍ଷାକର୍ମୀ ମଧ୍ୟ ରଖିଥିଲା। ସେମାନଙ୍କୁଏନଏସଜି…

ୟୁରୋପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ୟୁରୋପ ଗସ୍ତରେ ଯାଇଛନ୍ତି। ମୋଦୀ ଫ୍ରାନ୍ସ ଓ ସ୍ଲୋଭାକିଆ ଯାଇଥିବା ଜଣାପଡ଼ିଛି। ଫ୍ରାନ୍ସ ଗସ୍ତର ପ୍ରଥମ ପର୍ଯ୍ୟାୟରେ ରବିବାର ପ୍ରଧାନମନ୍ତ୍ରୀ ମୋଦୀ ନାଇସରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାକରନ୍‌ଙ୍କ ସହ ଦ୍ବିପାକ୍ଷିକ ପ୍ରସଙ୍ଗରେ ଆଲୋଚନା…

ବଜ୍ରାଘାତରେ ଜଳିଗଲେ ଦୁଇ ଚାଷୀ

ଆଠଗଡ଼ : ତିଗିରିଆ ଥାନା ଅନ୍ତର୍ଗତ ବିଷ୍ଣୁପୁର ଗାଁ ଗହିରରେ ଅଘଟଣ l ବଜ୍ରାଘାତରେ ଜଳିଗଲେ ଦୁଇ ଜଣ l କାଳ ବୈଶାଖୀ ଘଡଘଡି ବର୍ଷା ଯୋଗୁ କୁଡିଆ ଭିତରେ ଆଶ୍ର୍ରୟ ନେଇଥିବା ବେଳେ ଦୁଇ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା…