July 2026

ରାଜଧାନୀରେ ଜାଲ ନୋଟ୍ କାରବାର ଅଭିଯୋଗ, ଦୁଇ ଯୁବକ ଅଟକ

ଭୁବନେଶ୍ୱର : ରାଜଧାନୀରେ ଜାଲ ନୋଟ୍ କାରବାର ଅଭିଯୋଗ । ବଡଗଡ ଥାନା ଚିଲ୍ଲି ପୋଖରି ନିକଟରେ କାରବାର ବେଳେ ଧରାପଡିଲେ ଦୁଇ ଯୁବକ । ଜାଲ ନୋଟ୍ କାରବାର ବେଳେ ଧରିଲେ ଲୋକେ । ସନ୍ଦେହରେ ଦୁଇ ଜଣଙ୍କୁ ଅଟକ…

ସୁନାବେଶ ଦର୍ଶନ ସାରି ଫେରୁଥିବା ବେଳେ ଭୟଙ୍କର ଦୁର୍ଘଟଣା, ୬ ଗୁରୁତର

ହରଭଙ୍ଗା: ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ସାରି ଫେରୁଥିବା ବେଳେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାରକୁ ଧକ୍କା ଦେଲା ତେଲ ଟ୍ୟାଙ୍କର । ରାସ୍ତାରୁ ୧୦ ଫୁଟ ତଳେ ଥିବା ଘାଇରେ ଖସିଲା କାର । ଖୋର୍ଦ୍ଧା–ବଲାଙ୍ଗୀର ୫୭ ନମ୍ବର ଜାତୀୟ…

ଓଡ଼ିଶା ଉପକୂଳରେ ଅବପାତ, ୨୭ରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା

ଭୁବନେଶ୍ବର: ଓଡ଼ିଶା ଉପକୂଳରେ ଅବପାତ । ୨୭ରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା । ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ବ୍ୟାପକ ବର୍ଷା ସମ୍ଭାବନା । ଅବପାତଟି ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅଧିକ ଶକ୍ତିଶାଳୀ…

ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଛୁଟି

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଜାରି ହୋଇଥିବା ପ୍ରବଳରୁ ଅତି ପ୍ରବଳ ବର୍ଷା ସତର୍କତାକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲା ପ୍ରଶାସନ ସୋମବାର ଦିନ ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି। ପ୍ରତିକୂଳ ପାଣିପାଗ ସମ୍ଭାବନା…

ବରମୁଣ୍ଡା ବସ୍ ଷ୍ଟାଣ୍ଡ ଆଗରୁ ମୁଣ୍ଡବିହୀନ ମୃତଦେହ ଉଦ୍ଧାର

ଭୁବନେଶ୍ବର: ରବିବାର ପ୍ରତ୍ୟୁଷରେ ଭୁବନେଶ୍ୱରର ବରମୁଣ୍ଡା ବସ୍ ଷ୍ଟାଣ୍ଡ ନିକଟ ଏକ ରାସ୍ତାରେ ଜଣେ ଅଜଣା ବ୍ୟକ୍ତିଙ୍କ ମୁଣ୍ଡବିହୀନ ମୃତଦେହ ମିଳିଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ପ୍ରାଥମିକ ତଦନ୍ତରୁ ଏହା ଏକ ସମ୍ଭାବ୍ୟ ସଡ଼କ ଦୁର୍ଘଟଣାକୁ…

ଦଶହରା ପରେ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ ପାଇବେ ଛାତ୍ରଛାତ୍ରୀ

ଭୁବନେଶ୍ବର: ସ୍କୁଲ ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ଓ ନିର୍ଭୁଲ ବହି ପ୍ରଦାନ ନେଇ ବଡ଼ଧରଣର ସଂଶୋଧନ ଅଭିଯାନ ଆରମ୍ଭ ହୋଇଛି । ଏହି ପ୍ରକ୍ରିୟାରେ ବିଳମ୍ବକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅସନ୍ତୋଷ ପ୍ରକାଶ କରିଥିଲେ । ପରେ ସ୍କୁଲ…

ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ‘Gen Z’ କୁ ଶୁଭେଚ୍ଛା ଜଣାଇଲେ ନବୀନ

ଭୁବନେଶ୍ୱର: ପେପର ଲିକ୍ ଅଭିଯୋଗକୁ ନେଇ ଦେଶବ୍ୟାପୀ ଉତ୍ତେଜନା ମଧ୍ୟରେ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଇସ୍ତଫା ଦେଇଛନ୍ତି। ଯାହା ପରେ ଶନିବାର ବିଜୁ ଜନତା ଦଳ (ବିଜେଡି) ସଭାପତି ଛାତ୍ର ଏବଂ ଯୁବ ପ୍ରତିବାଦକାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହାକୁ ଯୁବପିଢ଼ିଙ୍କ ବିଜୟ…

ଆଦେଶ ନୁହେଁ ଯୁବପିଢ଼ିଙ୍କୁ ଆଲୋଚନା ଆବଶ୍ୟକ : ମୋହନ ଭାଗୱତ

ନୂଆଦିଲ୍ଲୀ: ଆରଏସଏସ ମୁଖ୍ୟ ମୋହନ ଭାଗୱତ ଶନିବାର ଦିଲ୍ଲୀରେ କହିଛନ୍ତି ଯେ, ଆଜିର ନୂଆ ପିଢ଼ି ବହୁତ ପ୍ରଶ୍ନ ପଚାରନ୍ତି। ଆମକୁ ନିର୍ଦ୍ଦେଶ ଦେବା ପରିବର୍ତ୍ତେ ସେମାନଙ୍କ ସହିତ ଆଲୋଚନା ହେବା ଉଚିତ। ସେ କହିଛନ୍ତି ଯେ ସେମାନଙ୍କୁ ଯୁକ୍ତି ବୁଝାଇବା…

ଆସମରୁ ୩ ସନ୍ଦିଗ୍ଧ ଆତଙ୍କୀ ଗିରଫ

ନୂଆଦିଲ୍ଲୀ : ଆସମରୁ ୩ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ । ପାକିସ୍ତାନର ଗୁପ୍ତଚର ସଂସ୍ଥା ISI ଦ୍ଵାରା ପରିଚାଳିତ ଏକ ବଡ଼ ସ୍ଲିପର୍ ସେଲ୍ ନେଟୱର୍କକୁ ଧ୍ବଂସ କରିଛି ଆସାମ ପୋଲିସର ସ୍ପେଶାଲ୍ ଟାସ୍କ ଫୋର୍ସ । ଏହି ସମସ୍ତ ଅପରେଟିଭ୍…

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକୁ ଗଣତନ୍ତ୍ରର ବିଜୟ ବୋଲି କହିଲେ ସୋନମ ୱାଙ୍ଗଚୁକ

ନୂଆଦିଲ୍ଲୀ : ଧର୍ମେନ୍ଦ୍ର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସାମାଜିକ କର୍ମୀ ସୋନ ୱାଙ୍ଗଚୁକଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ନିଟ-ୟୁଜି ପରୀକ୍ଷାରେ ଅନିୟମିତତାକୁ ନେଇ ସାରା ଦେଶରେ ରାଜନୀତିକ ହଇଚଇ ସୃଷ୍ଟି ହୋଇଛି ।…