November 11, 2026

ହ୍ବାଟସ୍‌ଆପ୍‌ରେ ମିଳିବ ବିଲ୍‌ ପଇଠ ସୁବିଧା !

ନୂଆଦିଲ୍ଲୀ: ଏଣିକି ହ୍ବାଟସ୍‌ଆପ୍‌ରେ କେବଳ ମେସେଜ୍‌ ଓ କଲ୍‌ ନୁହେଁ, ବିଭିନ୍ନ ଆର୍ଥିକ ଓ ଦୈନନ୍ଦିନ ସେବା ମଧ୍ୟ ମିଳିପାରିବ। ବିଦ୍ୟୁତ୍‌ ବିଲ୍‌ ପଇଠ, ଋଣ ସମ୍ପର୍କିତ ସେବା, ବିଦେଶ ଯାତ୍ରା ସମୟରେ ମୋବାଇଲ୍‌ ସଂଯୋଗ ଭଳି ସୁବିଧାକୁ ଗୋଟିଏ ପ୍ଲାଟଫର୍ମରେ…

ଏୟାର ଇଣ୍ଡିଆ ବିମାନକୁ ଅପହରଣ ଧମକ

କୋଲକାତା: ମୁମ୍ବାଇ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନକୁ ଅପହରଣ ଧମକ। କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦର ହଇଚଇ। ବିମାନର ଟଏଲଟରେ ଅପହରଣ ଧମକ ସମ୍ପର୍କିତ ଏକ ଲେଖାଯାଇଥିବା ଦେଖିବାକୁ ମିଳିଥିଲା। ରିପୋର୍ଟ ଅନୁଯାୟୀ, ବିମାନଟି…

ସାନ ଭଉଣୀକୁ ବଞ୍ଚାଇବାକୁ ଯାଇ ବୁଡ଼ିଗଲେ ୩ ଭାଇ

ନୂଆଦିଲ୍ଲୀ: ରାଜସ୍ଥାନ ବିକାନେର ଜିଲା ଛତରଗଡ ଅଞ୍ଚଳରେ ବୁଧବାର ଏକ ଦୁଃଖଦ ଘଟଣା ଘଟିଛି । ପୋଖରୀରେ ବୁଡ଼ି ଯାଉଥିବା ସାନ ଭଉଣୀକୁ ଉଦ୍ଧାର କରିବାକୁ ଯାଇ ୩ ବଡ଼ଭାଇ ସଲୀଳ ସମାଧି ନେଇଛନ୍ତି । ଭାଇ ଭଉଣୀଙ୍କୁ ମିଶାଇ ଗୋଟିଏ…

ଡିସେମ୍ବରରୁ ମହଙ୍ଗା ହେବ ଅଣ୍ଡା ଓ କୁକୁଡ଼ା ମାଂସ !

ନୂଆଦିଲ୍ଲୀ :ଦରଦାମ୍ ବୃଦ୍ଧିରେ ଅତିଷ୍ଠ ସାଧାରଣ ଗ୍ରାହକଙ୍କୁ ଲାଗିପାରେ ଆଉ ଏକ ଝଟକା। ଡିସେମ୍ବରରୁ ଅଣ୍ଡା ଓ କୁକୁଡ଼ା ମାଂସର ଦର ୨୫ରୁ ୩୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିପାରେ ବୋଲି ଆକଳନ କରାଯାଉଛି। କୁକୁଡ଼ା ଖାଦ୍ୟ ପ୍ରସ୍ତୁତିରେ ବ୍ୟବହୃତ ମକା ଓ…

ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଅସୁସ୍ଥ, AIIMSରେ ଭର୍ତ୍ତି

ନୂଆଦିଲ୍ଲୀ : ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଛି । ବୁଧବାର ସକାଳେ ଅସୁସ୍ଥ ହେବା ପରେ ତାଙ୍କୁ ଦିଲ୍ଲୀସ୍ଥିତ AIIMS ରେ ଭର୍ତ୍ତି କରାଯାଇଛି । ସକାଳେ ମର୍ଣ୍ଣିଂ ୱାକରେ ବାହାରିଥିବା ସମୟରେ ସେ ହଠାତ୍ ଅଚେତ ହୋଇ…

ଜମ୍ମୁ କଶ୍ମୀରରେ ଯବାନଙ୍କ ଉପରେ ଗୁଳିମାଡ଼, ୩ ଆହତ

ଜମ୍ମୁ କଶ୍ମୀର : ଜମ୍ମୁ-କଶ୍ମୀରର କୁଲଗାମ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଉପରେ ଗୁଳିମାଡ଼ । ଏଥିରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (CRPF)ର ୩ଜଣ ଯବାନ ଆହତ ହୋଇଛନ୍ତି । ଏକ ଚେକପୋଷ୍ଟରେ ଡ୍ୟୁଟିରେ ଥିବା ସମୟରେ ବାଇକରେ ଆସି ଅଜଣା ଆକ୍ରମଣକାରୀମାନେ…

ପୁଣି ଡରାଇଲାଣି କରୋନା, ଏକାଧିକ ଦେଶରେ ନୂଆ ଭାରିଆଣ୍ଟ PJ.2.1 ଚିହ୍ନଟ

ନୂଆଦିଲ୍ଲୀ: ପୁଣି କଡ଼ ଲେଉଟାଇଲା କରୋନାର ନୂଆ ଭାରିଆଣ୍ଟ । କରୋନାର ନୂଆ ଭାରିଆଣ୍ଟ PJ.2.1 ଏକାଧିକ ଦେଶରେ ଚିହ୍ନଟ ହେବା ପରେ ବଢିଲା ଚର୍ଚ୍ଚା । ରିପୋର୍ଟ ଅନୁସାରେ, ମେ’ ୨୦୨୬ରେ କାନାଡାର ଅଣ୍ଟାରିଓରେ ଏହା ପ୍ରଥମେ ଚିହ୍ନଟ ହୋଇଥିଲା…

ବନ୍ଦ ହେଲା ବାବା କେଦାରନାଥଙ୍କ କପାଟ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡର ବିଶ୍ବ ପ୍ରସିଦ୍ଧ କେଦାରନାଥ ଧାମ ଯାତ୍ରା ଶେଷ ହୋଇଛି । ଶୀତ ପାଇଁ ବାବା କେଦାରନାଥଙ୍କ କପାଟ ବନ୍ଦ କରାଯାଇଛି । ଫଳରେ ମନ୍ଦିରରେ ଭକ୍ତଙ୍କ ଦର୍ଶନ ମଧ୍ୟ ବନ୍ଦ ହୋଇଯାଇଛି ଏବଂ ବାବା କେଦାରନାଥଙ୍କ ସ୍ୱୟଂପ୍ରକାଶିତ ଶିବଲିଙ୍ଗକୁ…

ଐତିହାସିକ ବାଲିଯାତ୍ରା ଉଦ୍‌ଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

କଟକ: ଚଳିତବର୍ଷ ଐତିହାସିକ କଟକ ବାଲିଯାତ୍ରାର ଉଦ୍‌ଘାଟନୀ ଉତ୍ସବରେ ଯୋଗଦେବେ ଦେଶର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତା ୨୪ ତାରିଖ ସନ୍ଧ୍ୟାରେ ରାଷ୍ଟ୍ରପତି କଟକରେ ପହଞ୍ଚି ବାଲିଯାତ୍ରା ମହୋତ୍ସବର ଆନୁଷ୍ଠାନିକ ଉଦ୍‌ଘାଟନ କରିବେ। ରାଷ୍ଟ୍ରପତିଙ୍କ ଏହି ଗସ୍ତ ସମ୍ପର୍କରେ କଟକ…

ଅନୁଗୋଳରେ ‘ସୂର୍ଯ୍ୟବନ’ ଇକୋ-ରିସର୍ଟର ଭିତ୍ତିପ୍ରସ୍ତର ସ୍ଥାପନ

ସମ୍ବଲପୁର: ଅନୁଗୋଳ ମାଟି କେବଳ ଶିଳ୍ପ, କୋଇଲା କିମ୍ବା ଖଣିଜ ପଦାର୍ଥର ଜିଲ୍ଲା ନୁହେଁ, ବରଂ ଏହା ପ୍ରକୃତିର ଅପୂର୍ବ ସୌନ୍ଦର୍ଯ୍ୟ, ସଂସ୍କୃତି ଏବଂ ସ୍ୱାଭିମାନର ଭୂମି । ଏହି ମାଟିରେ ପର୍ଯ୍ୟଟନର ବିକାଶ ଦିଗରେ ଏକ ନୂତନ ଅଧ୍ୟାୟ ଯୋଡ଼ିହେବା…