ବାଣ ଫୁଟାଇବାକୁ ନେଇ ପୋଲିସ-ପବ୍ଲିକ ଧସ୍ତାଧସ୍ତି ,୯ ଅଟକ
କଟକ: କଟକରେ ପୋଲିସ-ପବ୍ଲିକ ଧସ୍ତାଧସ୍ତି । ୯ ଜଣଙ୍କୁ ଅଟକ ରଖିଲା ପୋଲିସ । ସିସିଟିଭି ଆଧାରରେ ବଡ଼ ଆକ୍ସନ । ଦୀପାବଳି ରାତିରେ ରଣକ୍ଷେତ୍ର ପାଲଟିଥିଲା ନୟାସଡ଼କ । ପୋଲିସକୁ ଠେଲାପେଲା ଘଟଣାରେ ୯ ଜଣଙ୍କୁ ଅଟକ ରଖିଛି ଲାଲବାଗ…
କଟକ: କଟକରେ ପୋଲିସ-ପବ୍ଲିକ ଧସ୍ତାଧସ୍ତି । ୯ ଜଣଙ୍କୁ ଅଟକ ରଖିଲା ପୋଲିସ । ସିସିଟିଭି ଆଧାରରେ ବଡ଼ ଆକ୍ସନ । ଦୀପାବଳି ରାତିରେ ରଣକ୍ଷେତ୍ର ପାଲଟିଥିଲା ନୟାସଡ଼କ । ପୋଲିସକୁ ଠେଲାପେଲା ଘଟଣାରେ ୯ ଜଣଙ୍କୁ ଅଟକ ରଖିଛି ଲାଲବାଗ…
ପୁରୀ: ଶ୍ରୀମନ୍ଦିର ବାହାରେ ଖୋଲାଖୋଲି ବିକ୍ରି ହେଉଛି ମହାପ୍ରସାଦ। ଉତ୍ତର ଦ୍ୱାର ନିକଟରେ ଦେଖିବାକୁ ମିଳିଲା ଦୃଶ୍ୟ । ଆନନ୍ଦ ବଜାର ନୁହେଁ, ବାହାରେ ମିଳୁଛି ଅବଢ଼ା । ବୋଝିଆଙ୍କ ସିଧାସଳଖ ବିକ୍ରିକୁ ନେଇ ବଢ଼ୁଛି ଉଦବେଗ । ଶ୍ରୀମନ୍ଦିର ବାହାରେ…
ଛତିଶଗଡ଼: ଦୀପାବଳି ଆଲୋକରେ ଆସିଲା ଅନ୍ଧାର । ଦୀପାବଳି ସାରି ନିଜ ଗାଁକୁ ଫେରୁଥିବା ସାମ୍ବାଦିକଙ୍କ ପରିବାରର ୪ ସଦସ୍ୟଙ୍କ ଜଳସମାଧି । ଛତିଶଗଡ଼ରେ କାର୍ ଦୁର୍ଘଟଣା।ଉଭେଇଗଲା ପର୍ବର ଖୁସି, ଗୋଟିଏ ଝଟକାରେ ଶେଷ ହୋଇଗଲା ହସଖୁସିର ପରିବାର । ବ୍ୟାରେଜକୁ…
କଟକ: କଟକରେ ଭୟାବହ ଅଗ୍ନିକାଣ୍ଡ । କଟକ ହାତୀପୋଖରୀରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଦେଖିବାକୁ ମିଳିଛି । ହୁତୁହୁତୁ ହୋଇ ଜଳିଲା ତିନି ମହଲା କୋଠା । ଅଗ୍ନିକାଣ୍ଡରେ ୨ ଆହତ ହୋଇଥିଲେ । ଫଳରେ ସେମାନଙ୍କୁ SCBରେ ଭର୍ତ୍ତି…
ଭୁବନେଶ୍ୱର: ୨୦୧୦ ମସିହାର ବହୁ ଚର୍ଚ୍ଚିତ ଆଦିବାସୀ ନେତା ଭାଗୀରଥି ମାଣ୍ଡାଙ୍ଗୀ ହତ୍ୟା ମାମଲାରେ ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ ଗଲେ ଜେଲ୍। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସେ ସୋମବାର ରାୟଗଡ଼ା SDJM କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ସେଠାରେ ତାଙ୍କ…
ଭୁବନେଶ୍ବର: ଦୀପାବଳିରେ ଗାଁଠୁ ସହର ପର୍ଯ୍ୟନ୍ତ ଚାରିଆଡ଼େ ଉତ୍ସବର ମାହୋଲ । ଏହାରି ମଧ୍ୟରେ ଆଜି ରାତିରେ ପୁରୀରେ ଏକ ବଡ଼ ଅଘଟଣ ଘଟିଛି। ଦୀପ ନିଆଁରୁ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହୋଇଛି। ଆଜି ସନ୍ଧ୍ୟାରେ ବଳିଆପଣ୍ଡା ମଦନ ଭିଲା ପଛ…
ନୟାଗଡ଼: ଦୀପାବଳି ଅବସରରେ ସାମ୍ନାକୁ ଆସିଛି । ନୟାଗଡ଼ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟ ଜଣେ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।…