ଏଥର ବଙ୍ଗଳାରେ ଫୁଟିବ ପଦ୍ମ: ପ୍ରଧାନମନ୍ତ୍ରୀ ମୋଦୀ

କଲକାତା : ଘରୁ ବାହାରିବା ପରଠାରୁ ଲୋକଙ୍କ ମଧ୍ୟରେ ରହିବାରେ ପ୍ରକୃତ ଖୁସି ଏବଂ ସେମାନେ ତାଙ୍କ ପରିବାର। ଏଥର ବଙ୍ଗଳାରେ ମଧ୍ୟ ଫୁଟିବ ପଦ୍ମ। ନିକଟ ଅତୀତରେ ବିହାର ‘କମଳ’କୁ ପ୍ରସ୍ଫୁଟିତ କରିଛି, ଓଡ଼ିଶା କମଳକୁ ପ୍ରସ୍ଫୁଟିତ କରିଛି ଏବଂ…

ବିରିୟାନି ପରେ ତରଭୁଜ ଖାଇବା ହେଲା କାଳ, ଗୋଟିଏ ପରିବାରର ୪ ମୃତ

ମୁମ୍ବାଇ : ଆଗେ ଖାଇଲେ ବିରିୟାନି। ତା’ପରେ ତରଭୁଜ। ହେଲେ ସକାଳ ହେଲା ବେଳକୁ ଆଖି ବୁଜିଲେ ଗୋଟିଏ ପରିବାରର ୪ ସଦସ୍ୟ। ଏହି ଘଟଣା ଏବେ ହଇଚଇ ସୃଷ୍ଟି କରିଛି। ମୁମ୍ବାଇରୁ ଆସିଥିବା ଏହି ଆଶ୍ଚର୍ଯ୍ୟଜନକ ଘଟଣାକୁ ନେଇ ଏବେ…

ଆମେରିକା ଉପରେ ନାହିଁ ବ୍ରିଟେନର ଭରସା, କିଙ୍ଗ ଚାଲର୍ସଙ୍କ ପାଇଁ ଲଣ୍ଡନରୁ ଆସିବେ ଅତିରିକ୍ତ ସୈନିକ

ନୂଆଦିଲ୍ଲୀ : ଆମେରିକାରେ ସୁରକ୍ଷା କାରଣରୁ ବିଟ୍ରେନର ରାଜା କିଙ୍ଗ ଚାଲର୍ସ ୩ୟ କିଛି କାର୍ଯ୍ୟକ୍ରମ ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଟ୍ରମ୍ପ ପ୍ରଶାସନ ନିଷ୍ପତ୍ତି ହ୍ବାଇଟ୍ ହାଉସ କରେନ୍ସପଣ୍ଡେଣ୍ଟରେ ହୋଇଥିବା ଗୁଳିକାଣ୍ଡ ଘଟଣା ପରେ ନିଆଯାଇଛି । ଆମେରିକା…

ଗୁପଚୁପ୍ ଖାଇ ଜଣେ ମୃତ, ୧୮ ପିଲା ଅସୁସ୍ଥ

ଝାଡଖଣ୍ଡ : ଗୁପଚୁପ୍ ଖାଇବା ହେଲା କାଳ । ଗୁପଚୁପ୍ ଓ ଚାଟ୍ ଖାଇବା ଦ୍ୱାରା ୧୮ଜଣ ଲୋକଙ୍କ ସ୍ଥିତି ବିଗିଡ଼ି ଯାଇଛି । ଘଟଣାଟି ଗିରିଡିହର ମୁଫସିଲ୍ ଥାନା ଅଞ୍ଚଳର ବଜଟୋ ଗାଁରେ ଘଟିଛି । ଘଟଣାକୁ ନେଇ ଜଣେ…

ପାର୍ଟିରେ ଗୁଳି ଚଳାଇଲେ ସ୍ପେଶାଲ ସେଲ୍ ହେଡ୍ କନଷ୍ଟେବଳ: ଜଣେ ମୃତ, ଜଣେ ଗୁରୁତର

ନୂଆଦିଲ୍ଲୀ : ଦିଲ୍ଲୀର ଦ୍ବାରକା ସ୍ଥିତ ଜାଫରପୁର କଲନ ଅଞ୍ଚଳରେ ଚାଞ୍ଚଲ୍ୟକର ଘଟଣା । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲରେ ଥିବା ହେଡ୍ କନଷ୍ଟେବଳ ନୀରଜ ଗୁଳିମାଡ଼ କରିଛନ୍ତି । ଫଳରେ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ଅନ୍ୟ ଜଣେ ଗୁରୁତର…

ଆପ୍ କୁ ଝଟକା, ରାଘବ ଚଢା ସମେତ ସମସ୍ତ ସାଂସଦଙ୍କୁ ରାଜ୍ୟସଭାରୁ ମଞ୍ଜୁରୀ

ନୂଆଦିଲ୍ଲୀ : ଅରବିନ୍ଦ କେଜ୍ରିୱାଲଙ୍କ ପାର୍ଟି ଆପ୍ କୁ ବଡ଼ ଝଟକା । ରାଜ୍ୟସଭା ତରଫରୁ ରାଘବ ଚଢା ସମେତ ଆପ୍ ର ସମସ୍ତ ବିଦ୍ରୋହୀ ସାଂସଦଙ୍କୁ ବିଜେପିର ମାନ୍ୟତା ମିଳିଛି । ଏହାକୁ ନେଇ ରାଜ୍ୟସଭା ସଚିବାଳୟ ତରଫରୁ ନୋଟିଫିକେସନ…

ଭୂମିକମ୍ପରେ ଦୋହଲିଲା ଜାପାନର ହୋକାଇଡୋ ଦ୍ୱୀପ, ତୀବ୍ରତା ୬.୨

ଜାପାନ: ଜାପାନର ହୋକାଇଡୋ ଦ୍ୱୀପରେ ଶକ୍ତିଶାଳୀ ଭୂକମ୍ପ । ଭୋର ସମୟରେ ୬.୨ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଛି । ଏହି ଭୂକମ୍ପ ଜାପାନ ସମୟ ସକାଳ ୫:୨୪ ରେ ପ୍ରାୟ ୮୩ କିଲୋମିଟର ଗଭୀରତାରେ ସଂଗଠିତ ହୋଇଥିଲା ।…

ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ପାଇଁ ହେବ ସଟଲ ସର୍ଭିସ୍

ପୁରୀ : ବିଶ୍ଵପ୍ରସିଦ୍ଧ ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ପାଇଁ ହେବ ସଟଲ ସର୍ଭିସ୍ । ବିଶେଷ କରି କୌଣସି ଜଟିଳ କିମ୍ବା ଜରୁରୀକାଳୀନ ପରିସ୍ଥିତି ଉପୁଜିଲେ ସଟଲ ସର୍ଭିସ୍ ମାଧ୍ୟମରେ ଶ୍ରଦ୍ଧାଳୁ ପ୍ରସ୍ଥାନ କରିପାରିବେ । ଭକ୍ତଙ୍କ ପାଇଁ ସହରର ବିଭିନ୍ନ ସ୍ଥାନରେ…

ଶୁଣିଲାନି ବ୍ୟାଙ୍କ, ଟଙ୍କା ଉଠାଇବାକୁ ଭଉଣୀର କଙ୍କାଳ ଧରି ପହଞ୍ଚିଲା ଭାଇ

କେନ୍ଦୁଝର: ଭଉଣୀର କଙ୍କାଳ ଧରି ବ୍ୟାଙ୍କରେ ପହଞ୍ଚିଲା ଭାଇ। ବ୍ୟାଙ୍କ ଶୁଣିଲାନି ବୋଲି ପ୍ରମାଣ ପାଇଁ ଏପରି କରିଛି ଭାଇ। ଏଭଳି ଅଭାବନୀୟ ଘଟଣା କେନ୍ଦୁଝର ପାଟଣା ଥାନା ମଲ୍ଲିପଶି ଗାଁରେ ଘଟିଛି। ଭଉଣୀର କଙ୍କାଳକୁ ଧରି ଭାଇ ଗ୍ରାମ୍ୟ ବ୍ୟାଙ୍କକୁ…

ରବି ଧାନ ପଞ୍ଜିକରଣରେ ସମ୍ପାଦକଙ୍କ ଅବହେଳା ପ୍ରତିବାଦରେ ସେବା ସମବାୟ ସମିତି ଆଗରେ ଚାଷୀଙ୍କ ଧାରଣା

ସିମୁଳିଆ : ଜାମ୍ମୁଝାଡ଼ି ସେବା ସମବାୟ ସମିତିରେ ରବି ଧାନ ପଞ୍ଜିକରଣରେ ସମ୍ପାଦକଙ୍କ ଅବହେଳା ପ୍ରତିବାଦରେ ସମିତିର ଚାଷୀ ସମୂହଙ୍କ ସମିତି ସମ୍ମୁଖରେ ଧାରଣା ଦେଇଛନ୍ତି। ସୂଚନାରୁ ପ୍ରକାଶ ଜାମ୍ମୁଝାଡ଼ି ସମିତି ଅଧୀନ ବହୁ ଚାଷୀ ବାଲେଶ୍ୱର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ…