ବଢୁଛି ବୈତରଣୀ ଜଳସ୍ତର, ବନ୍ଧ ଉପରେ ଆଶ୍ରୟ ନେଲେ ବିପନ୍ନ ପରିବାର
ଭଦ୍ରକ: ବଢୁଛି ବୈତରଣୀ ନଦୀର ଜଳସ୍ତର। ବୈତରଣୀରେ ଚତୁର୍ଥ ଥର ବନ୍ୟା ଆସିଛି। ଆଖୁଆପଦା ଠାରେ ବିପଦ ସଂକେତ ଅତିକ୍ରମ କଲା ବନ୍ୟା ଜଳ। ଆଖୁଆପଦାଠାରେ ବିପଦ ସଂକେତ ୧୮.୩୩ ମିଟର ଥିବାବେଳେ ଏବେ ୧୮.୩୫ ମିଟର ଉପରେ ବନ୍ୟାଜଳ ପ୍ରଭାବିତ…
ଭଦ୍ରକ: ବଢୁଛି ବୈତରଣୀ ନଦୀର ଜଳସ୍ତର। ବୈତରଣୀରେ ଚତୁର୍ଥ ଥର ବନ୍ୟା ଆସିଛି। ଆଖୁଆପଦା ଠାରେ ବିପଦ ସଂକେତ ଅତିକ୍ରମ କଲା ବନ୍ୟା ଜଳ। ଆଖୁଆପଦାଠାରେ ବିପଦ ସଂକେତ ୧୮.୩୩ ମିଟର ଥିବାବେଳେ ଏବେ ୧୮.୩୫ ମିଟର ଉପରେ ବନ୍ୟାଜଳ ପ୍ରଭାବିତ…
ଜଳେଶ୍ବର: କମୁଛି ସୁବର୍ଣ୍ଣରେଖା, ବଢୁଛି ଜଳକା । ଉପର ମୁଣ୍ତରେ ପ୍ରବଳ ବର୍ଷା ଏବଂ ଝାଡଖଣ୍ତ ଗାଲୁଡିହି ବ୍ଯାରେଜରୁ ପାଣି ଛଡା ଯିବା ଯୋଗୁ ସୁବର୍ଣ୍ଣରେଖା ଜଳସ୍ତର ବଢିଥିଲା । ଏବେ ଜଳସ୍ତର ହ୍ରାସ ପାଇ ବିପଦ ସଙ୍କେତ ତଳେ ପ୍ରବାହିତ…
ଜୁନାଗଡ଼: କଳାହାଣ୍ଡିର ଯୋଗ୍ୟ ପୁତ୍ର ମେଜର ସୁଧାଂଶୁ ପାଣି ବୀରତ୍ବ ସେନାପଦକ ପାଇଁ ରାଷ୍ଟ୍ରପତିଙ୍କ ଦ୍ଵାରା ମନୋନୀତ ହେଇଛନ୍ତି। ଏହି ଖବର ପ୍ରଚାରିତ ହେବା ମାତ୍ରେ ଜିଲାରେ ବିଭିନ୍ନ ମହଲରେ ଖୁସିର ଲହରୀ ଖେଳିଯାଇଛି। ସୂଚନାଯୋଗ୍ୟ ଗତ ୨୦୨୫ ସେପ୍ଟେମ୍ବରରେ ମେଜର…
ପୁରୀ: ସୋମବାର ଦିନ ଶ୍ରୀଜିଉଙ୍କ ସ୍ୱତନ୍ତ୍ର ନିତିକାନ୍ତି ପାଇଁ ପୁରୀର ଶ୍ରୀଜଗନ୍ନାଥ ମନ୍ଦିରରେ ଚାରି ଘଣ୍ଟା ପାଇଁ ସାର୍ବଜନୀନ ଦର୍ଶନ ବନ୍ଦ ରହିବ। ଆସନ୍ତାକାଲି ମହାପ୍ରଭୁଙ୍କ ଖସାପଡ଼ା ଲାଗି ନୀତି ଅନୁଷ୍ଠିତ ହେବ। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ରବିବାର ଏନେଇ ସୂଚନା…
ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳରେ ରବିବାର ପ୍ରତ୍ୟୁଷରେ ଏକ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ପ୍ରାୟ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅଧିକ ସ୍ପଷ୍ଟ ହେବାର ସମ୍ଭାବନା…
ନୂଆଦିଲ୍ଲୀ: ସାରା ଦେଶ ଏବେ ୮୦ତମ ସ୍ୱାଧୀନତା ଦିବସ ପାଳନର ଉତ୍ସବରେ ମସଗୁଲ ଥିବାବେଳେ, ଏହି ପବିତ୍ର ଅବସରର ଠିକ୍ ପୂର୍ବସନ୍ଧ୍ୟାରେ ଅର୍ଥାତ୍ ଅଗଷ୍ଟ ୧୪ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ମହତ୍ତ୍ୱପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି। ରାଷ୍ଟ୍ରପତିଙ୍କ…
ନୂଆଦିଲ୍ଲୀ : ଭାରତ ଆସିବେ ଇରାନ ରାଷ୍ଟ୍ରପତି ପେଜେଶକିୟାନ। ପଶ୍ଚିମ ଏସିଆରେ ଆମେରିକା ସହିତ ଚାଲିଥିବା ସଂଘର୍ଷ ଏବଂ ଉତ୍ତେଜନା ମଧ୍ୟରେ, ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ଚଳିତ ବର୍ଷ ଭାରତରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ…
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ଼ ଡ୍ରୋନ୍ ଆମଦାନି ଉପରେ ୧୦୦ ପ୍ରତିଶତ ଶୁଳ୍କ ଘୋଷଣା କରିଛନ୍ତି। ରାଷ୍ଟ୍ରୀୟ ସୁରକ୍ଷା ଓ ଚୀନ୍ କମ୍ପାନିଠାରୁ ଦୂରରେ ରହିବା ଏବଂ ବିଦେଶୀ ଦେଶ ଉପରେ ନିର୍ଭରଶୀଳତା କମ୍ କରିବା ଲକ୍ଷ୍ୟ ନେଇ…
ନୂଆଦିଲ୍ଲୀ : ବାଂଲାଦେଶରେ ଭୟଙ୍କର ବିଦ୍ୟୁତ୍ ସଙ୍କଟ । ଘଣ୍ଟା ଘଣ୍ଟା ଅନ୍ଧାରରେ ଦେଶ । ସହାୟତା ପାଇଁ ଭାରତର ଦ୍ୱାରସ୍ଥ ହେଲା ଢାକା । ବାଂଲାଦେଶ ଏହାର ସବୁଠାରୁ ବଡ଼ ଏବଂ ଗମ୍ଭୀର ବିଦ୍ୟୁତ୍ ସଙ୍କଟର ସାମ୍ନା କରୁଛି। ଦେଶର…
ନୂଆଦିଲ୍ଲୀ : ଭାରତର କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡାଙ୍କୁ ଶୁକ୍ରବାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ନୂଆଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି, ସେ…