ନୂଆବଜାର ବେଆଇନ ‘ଫୁଡ୍ ମାର୍କେଟ୍’କୁ ବିରୋଧ: ସିଏମସି କମିଶନରଙ୍କ ଦ୍ୱାରସ୍ଥ ହେଲେ ସ୍ଥାନୀୟ ବାସିନ୍ଦା, କାହାସ୍ବାର୍ଥରେ ଫୁଡ଼ ମାର୍କେଟ୍ ହୋଇଛି ବୋଲି ପ୍ରଶ୍ନ କଲେ
କଟକ: କଟକ ମହାନଗର ନିଗମ (ସିଏମସି)ର ୫୪ ନମ୍ବର ୱାର୍ଡ ଅନ୍ତର୍ଗତ ନୂଆବଜାର ଅଞ୍ଚଳରେ ନିର୍ମାଣ ହୋଇଥିବା ଏକ ‘ଫୁଡ୍ ମାର୍କେଟ୍’ ବା ‘ଫୁଡ୍ କୋର୍ଟ’କୁ ନେଇ ଏବେ ତୀବ୍ର ବିବାଦ ଓ ଅସନ୍ତୋଷ ପ୍ରକାଶ ପାଇଛି। ସରକାରୀ ଜମିରେ କୌଣସି…