ଭିନ୍ନକ୍ଷମଙ୍କୁ ବିବାହ କଲେ ରାଜ୍ୟ ସରକାର ଦେବେ ଅଢ଼େଇ ଲକ୍ଷ ଟଙ୍କା
ଭୁବନେଶ୍ୱର: ସମାଜରେ ଭିନ୍ନକ୍ଷମ ବା ଦିବ୍ୟାଙ୍ଗମାନଙ୍କୁ ଏକ ସ୍ୱାଭାବିକ ଏବଂ ସମ୍ମାନଜନକ ଜୀବନ ଜିଇବାର ସୁଯୋଗ ଦେବା ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ସାଧାରଣ ବ୍ୟକ୍ତି ଓ ଦିବ୍ୟାଙ୍ଗଙ୍କ ମଧ୍ୟରେ ବିବାହକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ…