State

ମୋବାଇଲ ପାଇଁ ଭାଇ ଓ ବାପାକୁ ହାଣିଦେଲା ପୁଅ

ଉଦଳା : ସାମାନ୍ୟ ମୋବାଇଲ ପାଇଁ ବାପା ଓ ଭାଇକୁ ହାଣିଦେଲା ପୁଅ । ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଶିରାଥଳି ଗାଁରେ ଅଭାବନୀୟ ଘଟଣା ଘଟିଛି । ଉଭୟ ଗୁରୁତରଙ୍କୁ ଉଦଳା ମେଡିକାଲରେ ଭର୍ତ୍ତି କରାଯାଇଛି । ଗାଁର ସଦାନନ୍ଦ…

କାଲି ଦେବସ୍ନାନ ପୂର୍ଣ୍ଣିମା, ଗଜାନନ ବେଶରେ ଦର୍ଶନ ଦେବେ ମହାପ୍ରଭୁ

ପୁରୀ : ଆଜି ସକାଳ ୭ଟା ୧୫ରେ ସେନାପଟା ଲାଗି ନିମନ୍ତେ ଦଇତାପତି ସେବାୟତ ମାନେ ଶ୍ରୀ ମନ୍ଦିର କୁ ପ୍ରବେଶ କରିଥିଲେ l ଗତକାଲି ରାତିରେ ରତ୍ନ ସିଂହାସନରେ କୋଠ ସୁଆସିଆଙ୍କ ଦ୍ୱାରା ଚାର ମାଳ ବନ୍ଧା କାର୍ଯ୍ୟ କରାଯାଉଥିବାରୁ…

୪ ବର୍ଷର ଶିଶୁ ଉପରେ ଚଢ଼ିଗଲା ମିନିଟ୍ରକ୍, ମାଆ ଆଗରେ ଚାଲିଗଲା ପିଲାର ଜୀବନ

ଉମରକୋଟ: ମାଆ ଆଖି ଆଗରେ ଚାଲିଗଲା ଛୁଆର ଜୀବନ । ୪ ବର୍ଷର ଶିଶୁ ଉପରେ ଚଢ଼ିଗଲା ମିନିଟ୍ରକ୍। ଘଟଣାସ୍ଥଳରେ ଶିଶୁର ମୃତ୍ୟୁ । ନବରଙ୍ଗପୁର ଜିଲ୍ଲା ଉମରକୋଟ ପୁରୁଣା ବସ ଷ୍ଟାଣ୍ଡ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଝରିଗାଁ…

ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ଦୁଇ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି ପୋଲିସ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାର ଚାନ୍ଦୁଆ ଥାନା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଘଟିଛି । ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଗୁରୁତର ଅଭିଯୋଗ ଉଠିଛି । ଏହି ଘଟଣା ସମ୍ପର୍କରେ ପୋଲିସ ଦୁଇ ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା ଜାରି…

ଗଳା କାଟି ମାଆ ଓ ଝିଅଙ୍କୁ ବୀଭତ୍ସ ହତ୍ୟା

କରଞ୍ଜିଆ: ମାଆ ଓ ଝିଅଙ୍କୁ ବୀଭତ୍ସ ହତ୍ୟା । ସନ୍ଦେହ ଜନକ ଅବସ୍ଥାରେ ଘର ଭିତରୁ ମାଆ ଝିଅଙ୍କ ମୃତଦେହ ଉଦ୍ଧାର , ହତ୍ୟା ସନ୍ଦେହ । ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଡକେଇପାଳ ଗ୍ରାମର ମୁକ୍ତାଝରୀ ସାହିର ଚୈତ୍ଯନ ଟୁଡୁ…

ଅଲାରନାଥଙ୍କ ପୀଠରେ ଟ୍ରାଫିକ୍ କଟକଣା; ତିନୋଟି ସ୍ଥାନରେ ହେବ ପାର୍କିଂ

ପୁରୀ:ମହାପ୍ରଭୁ ଶ୍ରୀଜଗନ୍ନାଥ ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଜଳରେ ସ୍ନାନ ପରେ ଜ୍ୱରରେ ପୀଡିତ ହୋଇ ଅଣସର ପିଣ୍ଡିରେ ଗୁପ୍ତସେବା ପାଇଥାନ୍ତି । ଏହି ସମୟରେ ଭକ୍ତମାନେ ବ୍ରହ୍ମଗିରିରେ ଅଲାରନାଥଙ୍କୁ ଦର୍ଶନ କରିଥାନ୍ତି । ଶାସ୍ତ୍ରରେ ବର୍ଣ୍ଣିତ ଅଛି, ଅଣସର ସମୟରେ…

ବିବାହ ଭୋଜିରେ ମଟନ ବଦଳରେ ଚିକେନ ଦେଲେ ବୋଲି ବେକ କାଟିଦେଲେ

ବାଲେଶ୍ବର: ମଟନ ବଦଳରେ ଚିକେନ ଦେଲେ ବୋଲି ୪ ନାବାଳକ ହାଣିଦେଲେ କ୍ୟାଟରିଂ ବୟର ବେକକୁ । ବାଲେଶ୍ବର ରେମୁଣା ଥାନା ଅଠାନ୍ତର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗୁରୁତର କ୍ୟାଟରିଂ ବୟଙ୍କୁ ଫକୀରମୋହନ ମେଡ଼ିକାଲ କଲେଜରେ ଭର୍ତ୍ତି…

ସ୍ନାନ ପୂର୍ଣ୍ଣିମା ଓ ମହାପ୍ରଭୁ ଅଲାରନାଥ ଯାତ୍ରା ଅବସରରେ ଭାରିଯାନ ଚଳାଚଳ ଉପରେ କଟକଣା

ପୁରୀ : ଦେବସ୍ନାନ ପୂର୍ଣ୍ଣିମା ଓ ମହାପ୍ରଭୁ ଅଲାରନାଥଙ୍କ ଯାତ୍ରା ଅବସରରେ ଭାରୀ ଯାନ (ହେଭି ଭେହିକିଲ) ଚଳାଚଳ ଉପରେ କଟକଣା ଜାରି । ଦେବସ୍ନାନ ପୂର୍ଣ୍ଣିମା ପ୍ରସ୍ତୁତି ବୈଠକରେ ଗୃହୀତ ନିଷ୍ପତ୍ତି ଅନୁଯାୟୀ, ଚଳିତ ବର୍ଷ ମହାପ୍ରଭୁ ଅଲାରନାଥଙ୍କ ଯାତ୍ରା…

ମହାନଦୀ ପ୍ରସଙ୍ଗ ଟ୍ରିବୁନାଲରେ ୭ ରାଉଣ୍ଡ ଆଲୋଚନା ଶେଷ, ଅସନ୍ତା ୧୧ରେ ପରବର୍ତ୍ତି ଶୁଣାଣି

ଭୁବନେଶ୍ୱର : ମହାନଦୀ ପ୍ରସଙ୍ଗ ଟ୍ରିବୁନାଲରେ ଆଜିର ଶୁଣାଣି ଉପରେ ଉଭୟ ଓଡ଼ିଶା ଓ ଛତିଶଗଡର ବୈଷୟିକ ଟିମ ପ୍ରାୟ ୭ ରାଉଣ୍ଡ ଆଲୋଚନା କରିଛନ୍ତି । ପ୍ରାୟ ଦୁଇ ରାଜ୍ୟ ମଧ୍ୟରେ ଜଳ ବିବାଦକୁ ନେଇ ଅସହମତି ଥିବା ଅନେକ…

ଶ୍ରୀମନ୍ଦିରରେ ଆଜି ରାତି ସାଢ଼େ ଦଶଟାରୁ ଆସନ୍ତାକାଲି ଦିନ ଗୋଟାଏ ଯାଏ ଦର୍ଶନ ବନ୍ଦ

ପୁରୀ : ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଜାରି ରହିଛି । ସାଢେ ୧୪ ଘଣ୍ଟା ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଆଜି ରାତି ସାଢ଼େ ଦଶଟାରୁ ଆସନ୍ତାକାଲି ଦିନ ଗୋଟାଏ ଯାଏ…