State

ପୀଡିତାଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା

ଭୁବନେଶ୍ବର : ଚାନ୍ଦବାଲିରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖମନ୍ତ୍ରୀ ଏହି ଘଟଣାରେ…

ଚାନ୍ଦବାଲି ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା : ଜଗତସିଂହପୁରରୁ ମୁଖ୍ୟ ଅଭିଯୁକ୍ତ ଗିରଫ, ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍‌ର ଛାନଭିନ

ଭଦ୍ରକ ୨୪।୧୨: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ । ଜଗତସିଂହପୁରରୁ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ପୋଲିସ । ମୁଖ୍ୟ ଅଭିଯୁକ୍ତ ଗିରଫ ନେଇ ସୂଚନା ଦେଲେ…

ବିବାଦ ଘେରରେ ଓଡ଼ିଶା ସାଇକେଲିଂ ଆସୋସିଏସନ୍

କଟକ ୨୪।୧୨: ବିବାଦ ଘେରରେ ଓଡ଼ିଶା ସାଇକେଲିଂ ଆସୋସିଏସନ୍ । ଉତ୍ତରାଖଣ୍ଡରେ ଆୟୋଜିତ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଯାଇଥିବା ଖେଳାଳି ମାନଙ୍କୁ ମୁଣ୍ଡ ମାଲିସ ଓ ଘସା ମୋଡାରେ ଲଗାଇବା ସହ କୋଚ୍‌ ମାଡ଼ ମାରିଥିଲେ ଫିଟର…

ଓଡିଶା କୋଟିଆର ମାଆ, ଆନ୍ଧ୍ର ହେଉଛି ମାଉସୀ- ରାଜସ୍ଵମନ୍ତ୍ରୀ

ଭୁବନେଶ୍ୱର- ଆନ୍ଧ୍ର ଅଧିକାରୀ ମାନେ କୋଟିଆକୁ ପ୍ରବେଶ କଲେ ସେମାନଙ୍କୁ ବନ୍ଧାଯିବ ବୋଲି ଓଡିଶାର ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। କୋଟିଆ ପ୍ରସଙ୍ଗକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଆନ୍ଧ୍ରର ଲୋକମାନେ କୋଟିଆକୁ ବୁଲିବାକୁ ଆସିପାରିବେ ବୋଲି ବୈଠକ…

ଅନୁ ଗର୍ଗ ହେଲେ ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ, ନୂଆବର୍ଷରୁ ନେବେ ଦାୟିତ୍ବ

ଭୁବନେଶ୍ଵର: ବରିଷ୍ଠ ପ୍ରଶାସନିକ ଅଧିକାରୀ ଅନୁ ଗର୍ଗ ହେଲେ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ। ନୂଆ ବର୍ଷରୁ ଦାୟିତ୍ଵ ଗ୍ରହଣ କରିବେ ଅନୁ ଗର୍ଗ। ୧୯୯୧ ବ୍ୟାଚର ଆଇଏଏସ ଅଫିସର ଅନୁ ବର୍ତ୍ତମାନ ମୁଖ୍ୟ ଶାସନ ସଚିବ ଥିବା ମନୋଜ…

୭ ଶିଶୁ ସମେତ ୯ ଦାଦନ ଶ୍ରମିକ ଉଦ୍ଧାର

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ପୁଲିସ ମଙ୍ଗଳବାର ୭ ଶିଶୁଙ୍କ ସହିତ ୯ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ଶ୍ରମିକମାନଙ୍କ ମଧ୍ୟରେ ୪ପୁରୁଷ ଓ ୫ମହିଳା ରହିଛନ୍ତି। ସୂଚନା ଅନୁସାରେ, ତୁରେକେଲା ଥାନା ଧୁସାମୁଣ୍ଡା ଗ୍ରାମର ସର୍ଦ୍ଦାର ସୁଜନ ଘିଭେଲା…

ଏସ୍‌ସିବିରେ ତିଆରି ହେବ ୧୭ ମହଲା ପାର୍କିଂ ଅଟ୍ଟାଳିକା

ଭୁବନେଶ୍ୱର: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ(ଏସସିବି) ମେଡିକାଲ କଲେଜରେ ତିଆରି ହେବ ୧୭ ମହଲା ବିଶିଷ୍ଟ ପାର୍କିଂ ଅଟ୍ଟାଳିକା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିବା ସମୟରେ…

ସ୍କୁଲ ଆଗରୁ ଡଙ୍ଗରିଆ କନ୍ଧ ମହିଳାଙ୍କ ମୃତଦେହ ଜବତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତ ପଡ଼େଇକାନୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରୁ ମଙ୍ଗଳବାର ଜଣେ ଡଙ୍ଗରିଆ କନ୍ଧ ମହିଳାଙ୍କ ମୃତଦେହ ଜବତ କରିଛି ପୁଲିସ। ପୁଲିସ କହିବା ଅନୁଯାୟୀ, କିଛି ଲୋକ ସକାଳେ ଶୌଚ ପାଇଁ ଯାଉଥିବା…

କ୍ୟାଡର ମାଓବାଦୀଙ୍କୁ ଧରିବା ଲାଗି ପୁରସ୍କାର ଘୋଷଣା, ଲାଗିଲା ପୋଷ୍ଟର

ରାଇକିଆ: କେନ୍ଦ୍ର ସରକାର ୨୦୨୬ ମାର୍ଚ୍ଚ ସୁଦ୍ଧା ମାଓବାଦୀ ମୁକ୍ତ ଦେଶ ଗଠନ ପାଇଁ ଲକ୍ଷ୍ୟ ରଖିଛନ୍ତି। ଏହି ସମୟ ପାଖେଇ ଆସୁଥିବାରୁ ପୁଲିସ ମାଓବାଦର ମୂଳୋତ୍ପାଟନ ପାଇଁ ପ୍ରୟାସ କରୁଛି। ଏ ଦିଗରେ ପୁଲିସ ବ୍ୟାପକ ସଚେତନତା ସୃଷ୍ଟି କରିବା…

ଜାନୁଆରୀରେ ରାଜ୍ୟରେ ହେବ ୪୯ ଖଣି ନିଲାମ

ଭୁବନେଶ୍ବର: ଖଣି ନିଲାମ କରିବା ପ୍ରସଙ୍ଗରେ ବଡ ବୈଠକ ଡାକିଲେ ରାଜ୍ୟ ସରକାର ।ଏହି ପ୍ରସଙ୍ଗରେ ଆସନ୍ତା ବର୍ଷ ଜାନୁଆରୀ ୩ ତାରିଖ ଅପରାହ୍ମ​‌୪ ଟାରେ ଇସ୍ପାତ ଓ ଖଣିବିଭାଗ ର ଗୁରୁତ୍ଵପୁର୍ଣ୍ଣ ବୈଠକ ବସିବା ନେଇ ଜଣାପଡିଛି। ଏହି ବୈଠକରେ…