ଧସିଲା ବ୍ରାହ୍ମଣୀ ନଦୀବନ୍ଧର ୩୦ ଫୁଟ ପଥର ପ୍ୟାକିଙ୍ଗ, ୧୨ ଟି ଗାଁର ଗ୍ରାମବାସୀ ଆତଙ୍କିତ
ରାଜନଗର: କୂଳ ଖାଉଛି ବ୍ରାହ୍ଣଣୀ ନଦୀ । ଧସିଲା ବ୍ରାହ୍ମଣୀ ନଦୀ ବନ୍ଧର ୩୦ ଫୁଟ ପଥର ପ୍ୟାକିଙ୍ଗ । କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର ଯଦୁଚନ୍ଦ୍ରପୁର ନିକଟରେ ପଥର ପ୍ୟାକିଙ୍ଗକୁ ଧସେଇ ନେଇଛି ବ୍ରାହ୍ଣଣୀ ନଦୀ । ଉଚ୍ଚ ଜୁଆର…