State

ଓଡ଼ିଆ ପକ୍ଷ ଓଡ଼ିଆଙ୍କ ପାଇଁ ସ୍ୱାଭିମାନ, ସଂସ୍କୃତି, ପରମ୍ପରା ଓ ଅସ୍ମିତାକୁ ନେଇ ପ୍ରେରଣାର ସମୟ ହେଉ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଓଡ଼ିଆ ପକ୍ଷ ପାଳନ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି, ୧ ଏପ୍ରିଲ୍ ‘ଓଡ଼ିଶା ଦିବସ’ ଠାରୁ ୧୪ ଏପ୍ରିଲ୍ ‘ଓଡ଼ିଆ ନବବର୍ଷ’ ପର୍ଯ୍ୟନ୍ତ ଏହି ୧୪ ଦିନ ଆମେ…

କଟକରେ ବଡଧରଣର ଅଗ୍ନିକାଣ୍ଡ: ସୁଟ୍‌କେସ୍‌ ସୋ’ରୁମ ସହ କପଡ଼ା ଗୋଦାମରେ ଲାଗିଲା ନିଆଁ

କଟକ: କଟକ ଦୋଳମୁଣ୍ଡାଇ ଭିଆଇପି ସୋ ରୁମରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ସର୍ଟ ସର୍କିଟ ଯୋଗୁ ଘଟିଛି ଏହି ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିବା କୁହାଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଏକ ଘଣ୍ଟା ପରିଶ୍ରମ ପରେ ନିଆଁକୁ ସମ୍ପୂର୍ଣ୍ଣ…

ଦୁଇ ସପ୍ତାହ ଭିତରେ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ବର: ଆଗାମୀ ଦୁଇ ସପ୍ତାହ ଭିତରେ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବ। ଏନେଇ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ସେ କହିଛନ୍ତି, ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ବୀମା ଲାଗୁ ହେଲେ ଓଡ଼ିଶାର ୩ କୋଟି…

ଭିସୁଟ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲାରେ ପୁରୁଷ ବନ୍ଧୁ ଗିରଫ

ସମ୍ବଲପୁର : ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁ ମୃତ୍ୟୁ ମାମଲାରେ ତାଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ଦେ’ଙ୍କୁ ଗିରଫ କରିଛି ବୁର୍ଲା ପୁଲିସ। ହାଇକୋର୍ଟଙ୍କ ନିର୍ଦେଶକ୍ରମେ ପୁଲିସ ଏହି ପଦକ୍ଷେପ ନେଇଛି। ପୁରୁଷ ବନ୍ଧୁଙ୍କୁ ଗିରଫ କରିବା ଦାବିରେ ଚିନ୍ମୟୀଙ୍କ…

ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଦୁଇ ଦିନରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ

ଢେଙ୍କାନାଳ: ଢେଙ୍କାନାଳ କମଲାଙ୍ଗ ପଞ୍ଚାୟତ କମଲାଙ୍ଗ ବରସାହିରେ ଝାଡାବାନ୍ତି ଆତଙ୍କ। ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଦୁଇ ଦିନରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଅନନ୍ତ ନାହାକ, ରଜନୀ ପେଣ୍ଠି ଏବଂ ଅନନ୍ତ ନାୟକ। ଝାଡାବାନ୍ତିରେ ଆଉ…

ନିୟନ୍ତ୍ରଣ ବାହାରେ ରାଜ୍ୟରେ ଆଇନ ଶୃଙ୍ଖଳା : ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ବର: ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନେଇ ସରକାରଙ୍କୁ ବିଜେଡିର ସମାଲୋଚନା। ତୀବ୍ର ସମାଲୋଚନା କରିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ। ସେ କହିଛନ୍ତି, ଆଇନ ଶୃଙ୍ଖଳା ସ୍ଥିତି ଆଉ ସରକାରଙ୍କ ନିୟନ୍ତ୍ରଣରେ ନାହିଁ। ସରକାର ଏଥିରେ ବିଫଳ ହୋଇଛନ୍ତି। ରାଜଧାନୀ…

ରାଜ୍ୟରେ ପୂର୍ବାପେକ୍ଷା ୪.୨ ପ୍ରତିଶତ ନାରୀ ନିର୍ଯାତନା କମିଛି: ବିଜେପି ବିଧାୟକ ଅମର ନାୟକ

ଭୁବନେଶ୍ବର: ଆଇନଶୃଙ୍ଖଳାକୁ ନେଇ ବିରୋଧୀଙ୍କୁ କଡ଼ା ଜବାବ ଦେଇଛନ୍ତି ବିଜେପି ବିଧାୟକ ଅମର ନାୟକ। ସେ କହିଛନ୍ତି, ବିଗତ ଦିନର ଆଇନଶୃଙ୍ଖଳାକୁ ତର୍ଜମା କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ପ୍ରାଥମିକତା ହେଉଛି ଆଇନଶୃଙ୍ଖଳା। ରାଜ୍ୟରେ ପୂର୍ବ ଅପେକ୍ଷା ୪.୨ ପ୍ରତିଶତ ହାରରେ ନାରୀ…

ଭୁବନେଶ୍ଵରର ପ୍ରମୁଖ ଛକରେ ଲାଗିଲା ଅସ୍ଥାୟୀ ସେଡ୍

ଭୁବନେଶ୍ୱର : ସମର ହିଟକୁ ବିଟ ପାଇଁ ବିଏମସିର ସ୍ଵତନ୍ତ୍ର ପ୍ଲାନ୍ । ରାଜଧାନୀ ଭୁବନେଶ୍ଵରର ପ୍ରମୁଖ ଛକରେ ଲାଗିଲା ଅସ୍ଥାୟୀ ସେଡ୍ । ଡେଲ୍ଟା, ପଟିଆ, ବିଗ୍ ବଜାର ଛକ, ସିଆରପି, ଜାଭିୟର, ନାଲକୋ ଛକ ଭଳି ୧୦ଟି ମୁଖ୍ୟ…

ଅତୁଲ୍ୟ ସାଂସ୍କୃତିକ ଐତିହ୍ୟର ଜାତୀୟ ତାଲିକାରେ ସ୍ଥାନ ପାଇଲା ରଥଯାତ୍ରା ଏବଂ ବାଲିଯାତ୍ରା

ଅତୁଲ୍ୟ ସାଂସ୍କୃତିକ ଐତିହ୍ୟର ଜାତୀୟ ତାଲିକାରେ ସ୍ଥାନ ପାଇଛି ବିଶ୍ଵପ୍ରସିଦ୍ଧ ପୁରୀ ରଥଯାତ୍ରା ଏବଂ କଟକର ବାଲିଯାତ୍ରା। ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାୟଳ ଅଧୀନ ସର୍ବୋଚ୍ଚ ସାଂସ୍କୃତିକ ସଂସ୍ଥା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଓଡ଼ିଶାର ଦୁଇଟି ବଡ଼ ଉତ୍ସବ ରଥଯାତ୍ରା…

ବଡ଼ ଧରଣର ଏନକାଉଣ୍ଟର, ନକ୍ସଲ-ସୁରକ୍ଷାବାହିନୀ ମଧ୍ୟରେ ଗୁଳି ବିନିମୟ

ଛତିଶଗଡ଼ : ବଡ଼ ଧରଣର ଏନକାଉଣ୍ଟର । ନକ୍ସଲ-ସୁରକ୍ଷାବାହିନୀ ମଧ୍ୟରେ ଗୁଳି ବିନିମୟ। ଛତିଶଗଡ଼ ଦନ୍ତେୱାଡ଼ା ଏବଂ ବିଜାପୁର ଜିଲ୍ଲା ସୀମାନ୍ତ ଜଙ୍ଗଲରେ ଏନକାଉଣ୍ଟର। DRG ଓ STF ଯବାନଙ୍କ ମିଳିତ ଅପରେସନ। ସୁରକ୍ଷାବାହିନୀଙ୍କ ଗୁଳିକୁ ସାମ୍ନା କରି ନପାରି ଛତ୍ରଭଙ୍ଗ…