ପୋଲ ତିଆରି ବେଳେ ନଦୀକୁ ଖସିଲା ଟ୍ରାକ୍ଟର; ଚାଳକ ମୃତ
ଧାମରା : ଘଂଟେଶ୍ୱର ଅଞ୍ଚଳରେ ଏକ ପୋଲ ନିର୍ମାଣ ବେଳେ ଅଘଟଣ। ବାଲିଆପାଳ ଠାରେ ମନ୍ତେଇ ନଦୀ ଉପରେ ଏକ ପୋଲର ସଂଯୋଗୀକରଣ ରାସ୍ତା ନିର୍ମାଣ ହେଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଏହି ସଂଯୋଗୀକରଣ ରାସ୍ତାରେ ମାଟି ବୋହିବା ପାଇଁ…
ଧାମରା : ଘଂଟେଶ୍ୱର ଅଞ୍ଚଳରେ ଏକ ପୋଲ ନିର୍ମାଣ ବେଳେ ଅଘଟଣ। ବାଲିଆପାଳ ଠାରେ ମନ୍ତେଇ ନଦୀ ଉପରେ ଏକ ପୋଲର ସଂଯୋଗୀକରଣ ରାସ୍ତା ନିର୍ମାଣ ହେଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଏହି ସଂଯୋଗୀକରଣ ରାସ୍ତାରେ ମାଟି ବୋହିବା ପାଇଁ…
କଟକ : ଦଳିତମାନଙ୍କ ଉପରେ ବିଭିନ୍ନ ନିର୍ଯାତନା ଘଟଣାରେ ପୋଲିସ ନିଷ୍କ୍ରିୟତା ଅଭିଯୋଗ ଆଣି ରାଜ୍ୟ ପୋଲିସ ମୁଖ୍ୟାଳୟ ନିକଟରେ ଗଣ ଧାରଣାରେ ବସିଛି, ରାଷ୍ଟ୍ରୀୟ ଦଳିତ ମହାସଭା । ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଦଳିତମାନଙ୍କ ଉପରେ ନିର୍ଯ୍ୟାତନା ବୃଦ୍ଧି…
ରାୟଗଡା : ବିଶାଖାପାଟଣାରେ ଚିକିତ୍ସା ସାରି ଘରକୁ ଫେରୁଥିବା ବେଳେ ଅଘଟଣ । ଟ୍ରେନରୁ ଖସି ରାୟଗଡାରେ ଶ୍ୱଶୁର ଓ ମୁନିଗୁଡା ନିକଟରେ ଜ୍ୱାଇଁଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ଘର କଳାହାଣ୍ଡି ଜିଲ୍ଲା କେସିଙ୍ଗା ନିକଟ କିକିଆ ଗାଁରେ ଜଣାପଡିଛି…
ଭୁବନେଶ୍ୱର : ନିଫ୍ଟି ଓ ସେୟାର ମାର୍କେଟ ଇନଭେଷ୍ଟମେଣ୍ଟ ଆଳରେ ଠକାମୀ । ଓ୍ବେଷ୍ଟ ଦିଲ୍ଲୀ ଦ୍ୱାରକାରୁ ସାଇବର ଠକକୁ ଗିରଫ କଲା କ୍ରାଇମବ୍ରାଞ୍ଚ ସାଇବର ସେଲ୍। ଅଜଣା ହ୍ଵାଟସଆପ୍ ଗ୍ରୁପରେ ପ୍ରଭାବଶାଳୀ ଲୋକଙ୍କୁ ଆଡ୍ କରି ଦେଉଥିଲେ। ସେୟାର ବଜାର…
ଭୁବନେଶ୍ୱର : ଚଳିତ ବର୍ଷ ଶୀଘ୍ର ଆସିବ ମୌସୁମୀ । ମେ ଶେଷ ସପ୍ତାହ ଆଡକୁ ପହଞ୍ଚିପାରେ ଦକ୍ଷିଣପଶ୍ଚିମ ସୌସୁମୀ ବାୟୁ । ଏହା ପ୍ରଭାବରେ ଦକ୍ଷିଣ ଭାରତରେ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ୟୁରୋପିଆନ ସେଣ୍ଟର ଫର୍ ମିଡିୟମ…
ଭୁବନେଶ୍ୱେର : ଖରା ଛୁଟି ଘୋଷଣା ହେଲା । ଚାଲିବ ଅନଲାଇନ କ୍ଲାସ । ଅନଲାଇନ କ୍ଲାସ୍ ବେଳେ ପିଲା କିପରି ସୁରକ୍ଷିତ ରହିବେ ଏବଂ ଇଣ୍ଟରନେଟ ଜରିଆରେ ଅପରାଧର ଶିକାର ନହେବେ ତାକୁ ନେଇ ଆରମ୍ଭ ହୋଇଛି କର୍ମଶାଳ ।…
ଢେଙ୍କାନାଳ: ଅଂଶୁଘାତରେ କାର୍ଯ୍ୟରତ ସାମ୍ବାଦିକ ଅମରେନ୍ଦ୍ର ଦାସଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହେରିଛି । ପ୍ରବଳ ଖରା ଓ ଗୁଳିଗୁଳି ଯୋଗୁ ସମ୍ବାଦ ସଂଗ୍ରହ କରି ଘରକୁ ଫେରି ଅସୁସ୍ଥ ଅନୁଭବ କରିଥିଲେ , ପରିବାର ଲୋକେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ…
ଭୁବନେଶ୍ୱର : ଏପ୍ରିଲ ୨୭ରୁ ସମସ୍ତ ସ୍କୁଲ ଛୁଟି । ଆଗୁଆ ଖରାଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟରେ ଚାଲିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଗୁଆ ଖରାଛୁଟି ଘୋଷଣା କରାଯାଇଛି । ପିଲାମାନଙ୍କ ସୁରକ୍ଷାକୁ…
ରେଢ଼ାଖୋଲ : ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ କରି ଯୁବକ ଗିରଫ । ରେଢ଼ାଖୋଲ ଥାନା ଅଞ୍ଚଳରେ ଏପରି ଅଭାବନୀୟ ଘଟଣା ଘଟିଛି । ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।…
ଢ଼େଙ୍କାନାଳ: ଗିରଫ ଭୟରେ ଝୁଲିପଡ଼ିଲେ ଯୁବକ। ବାପା – ମାଆଙ୍କୁ ଉଠାଇନେଲା ପୋଲିସ । ଜୀବନ ହାରିଲେ ପୁଅ । ଢ଼େଙ୍କାନାଳ ମୋଟଙ୍ଗା ଥାନା ନୀମିଧା ଗାଁରେ ଦେଖିବାକୁ ମିଳିଛି ଏପରି ଅଭାବନୀୟ ଘଟଣା । ମୃତକ ହେଉଛନ୍ତି ବେଣୁପାଣି ସାହୁ…