ବିଜେପିକୁ ମୁଖ୍ୟମନ୍ତ୍ରୀଙ୍କ ଉପହାସ; ଦିନରେ ସ୍ବପ୍ନ ଦେଖୁଛି

ଭୁବନେଶ୍ବର; ‘ବିଜେପିକୁ ଉପହାସ କରି କହିଲେ ମୁଖ୍ୟମନ୍ତ୍ରୀ -ଦିନରେ ସ୍ବପ୍ନ ଦେଖୁଛି ବିଜେପି’ । ବ୍ରହ୍ମପୁରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ରଣହୁଙ୍କାର ପରେ ଭିଡିଓ ବାର୍ତ୍ତା ଜାରି କଲେ ମୁଖ୍ୟମନ୍ତ୍ରୀ । କହିଲେ ଦିନରେ ସ୍ବପ୍ନ ଦେଖୁଛି । ଆଜି ବ୍ରହ୍ମପୁର ଓ…

ପୁରୀରେ ନାମାଙ୍କନ ଦାଖଲ ବେଳେ ଗଣ୍ଡଗୋଳ, ଦୁଇ ପ୍ରାର୍ଥୀଙ୍କ ସମର୍ଥକଙ୍କ ମଧ୍ୟରେ ହାତାହାତି

ପୁରୀ : ଉମା- ସୁଜିତ ସମର୍ଥକ ମୁହାଁମୁହିଁ । ପୁରୀରେ ନାମାଙ୍କନ ଦାଖଲ ବେଳେ ଦୁଇ ପ୍ରାର୍ଥୀଙ୍କ ସମର୍ଥକଙ୍କ ମଧ୍ୟରେ ହାତାହାତି, ଗଣ୍ଡଗୋଳ । ନାମାଙ୍କନ ପତ୍ର ଦାଖଲ କରି ଫେରୁଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ସୁଜିତ ମହାପାତ୍ରଙ୍କ ସହ କଂଗ୍ରେସ ବିଧାୟକ…

‘୨୧ ଟି ଆସନରେ ପଦ୍ମ ଫୁଟିବ; ବାହର ଲୋକ ନୁହଁ, ଓଡିଶାର ପୁଅ କିମ୍ବା ଝିଅ ହେବେ ମୁଖ୍ୟମନ୍ତ୍ରୀ’

ନବରଙ୍ଗପୁର: ପ୍ରଥମେ ବ୍ରହ୍ମପୁର ଆଉ ଏବେ ନବରଙ୍ଗପୁରରେ ବିଜୟ ସଂକଳ୍ପ ସମବାବେଶରେ ପହଞ୍ଚି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମେ ଓଡିଆରେ ନିଜର ଭାଷଣ ଆରମ୍ଭ କରିଛନ୍ତି । ଏଠାରେ ମଧ୍ୟ ମୋଦି ଶାସକ…

୨୦୨୪ରେ ରାଜ୍ୟରେ ହେବ ଡବଲ ଇଞ୍ଜିନ ସରକାର: ମୋଦି

ବ୍ରହ୍ମପୁର : ଓଡ଼ିଶାରେ ହେବ ପ୍ରଥମ ଡବଲ ଇଞ୍ଜିନ ସରକାର । ବ୍ରହ୍ମପୁର ବିଜୟ ସଂକଳ୍ପ ସମାବେଶରେ ଏଭଳି ଦୃଢକ୍ତି ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କହିଛନ୍ତି ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ଓଡ଼ିଶା। ରାଜ୍ୟର ଓଡ଼ିଶାର ବିକାଶ ପାଇଁ ବିଜେପି ବଜେଟ…

ବିଜେପି ଇସ୍ତାହାରକୁ ପାଣ୍ଡିଆନଙ୍କ କଟାକ୍ଷ

ଭୁବନେଶ୍ୱର: ବିଜେପିର ଇସ୍ତାହାରକୁ ବିଜେଡିର ନମ୍ବର ଟୁ ନେତା ଭି. କେ ପାଣ୍ଡିଆନ କଲେ ସମାଲୋଚନା। କହିଲେ ଲୋକଙ୍କୁ ଭୂଆଁ ବୁଲାଇବାକୁ ଇସ୍ତାହାର ତିଆରି ହୋଇଛି। ସେ କହିଛନ୍ତି, ଯଦି ଚାଷୀଙ୍କୁ ଧାନ କ୍ୱିଣ୍ଟାଲ ପିଛା ୩ ହଜାର ଟଂକା କରିବାର…

‘ସଂକଳ୍ପ ପତ୍ର’ ଉନ୍ମୋଚନ କଲେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା

ଭୁବନେଶ୍ବର: ରାଜ୍ୟ ବିଜେପି ନିର୍ବାଚନ ଇସ୍ତାହାର ‘ସଂକଳ୍ପ ପତ୍ର’ ଉନ୍ମୋଚିତ । ଭୁବନେଶ୍ବରରେ ସଂକଳ୍ପ ପତ୍ର ଉନ୍ମୋଚନ କଲେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା । ବିଜେପି ସଂକଳ୍ପ ପତ୍ର ‘ଓଡିଶା ପାଇଁ ମୋଦୀ ଗ୍ୟାରେଣ୍ଟି’ ବୋଲି ନିଜ ବକ୍ତବ୍ୟରେ…

ବୀରମହାରାଜପୁରରେ ପାଣ୍ଡିଆନଙ୍କ ମାରାଥନ ପ୍ରଚାର

ସୋନପୁର: ବୀରମହାରାଜପୁରରେ ଭିକେ ପାଣ୍ଡିଆନଙ୍କ ପ୍ରଚାର । ଲୋକଙ୍କ ମୁହଁରେ ହସ ଫୁଟିଲେ ମୁଖ୍ୟମନ୍ତ୍ରୀ ଖୁସି ହୁଅନ୍ତି ବୋଲି କହିଛନ୍ତି ପାଣ୍ଡିଆନ୍ । ବିରୋଧିଙ୍କୁ ସିଧାସଳଖ ଟାର୍ଗେଟ କରି ପାଣ୍ଡିଆନ କହିଛନ୍ତି ଯେ, ବିରୋଧୀଙ୍କର କଥା ବେଶି, କାମ କମ୍ ।…

ବର୍ତ୍ତମାନ ଟୁରିଷ୍ଟ ଭଳି ନେତା ମାନେ ଆସୁଛନ୍ତି: ପାଣ୍ଡିଆନ

ବୌଦ୍ଧ: ସାଧାରଣ ନିର୍ବାଚନ ପାଇଁ ବୌଦ୍ଧ ଜିଲାରେ ତ୍ରିମୁଖି ଲଢାଇ ହେବାକୁ ଯାଉଥିବା ବେଳେ ଆଜି ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ବୌଦ୍ଧ ନିର୍ବାଚନ ମଣ୍ଡଳିର ପୁରୁଣାକଟକ ଠାରେ ଦଳ ପାଇଁ ପ୍ରଚାର କରିଛନ୍ତି। ପୁରୁଣାକଟକର ମିନି ଷ୍ଟାଡିୟମ ଠାରେ ଦିନ…

ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ନାଁରେ ନିର୍ବାଚନ କମିସନରଙ୍କ ଆଗରେ ଫେରାଦ ହେଲା ବିଜେଡି

ଭୁବନେଶ୍ଵର: ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ବିରୋଧରେ ନିର୍ବାଚନ ଆଚରଣ ଵିଧି ଉଲଂଘନ ଅଭିଯୋଗ ଆଣିଲା ବିଜେଡି । ଏ ନେଇ ଇ-ମେଲ ଜରିଆରେ ଜାତୀୟ ନିର୍ବାଚନ କମିସନରଙ୍କୁ ଅବଗତ କରିଛି ବିଜୁ ଜନତା ଦଳ । ଯାହାର ନକଲ ରାଜ୍ଯ…

୫ ବିଧାନସଭା ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର : ବଦଳିଲେ କଂଗ୍ରେସର ୫ ବିଧାୟକ ପ୍ରାର୍ଥୀ ।  ଆଜି ୬ ଜଣିଆ ତାଲିକା ଘୋଷଣା କରିଛି କଂଗ୍ରେସ ।  ଏଥିରେ ଜଣେ ନୂଆ ପ୍ରାର୍ଥୀଙ୍କ ନାଁ ଥିବା ବେଳେ ୫ ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଛି ଦଳ । ବାଲେଶ୍ବର…