Crime

ବିଟ୍‌ କଏନ୍‌ ଲୋଭରେ ଫସିଲେ ୨ ଯୁବକ; ହରାଇଲେ ୪୩ ଲକ୍ଷ ଟଙ୍କା

କଟକ : ବିଟ୍‌ କଏନ୍‌ କିଣିବା ଲୋଭରେ ଫସିଲେ କଟକର ଦୁଇ ଆଇଟି ପ୍ରଫେସନାଲ୍‌ ଯୁବକ । ଆକାଉଣ୍ଟରୁ ଗାଏବ ହୋଇଗଲା ୪୩ ଲକ୍ଷ ଟଙ୍କା । ଏନେଇ କଟକ କମିସନରେଟ୍‌ ପୋଲିସର ସାଇବର୍‌ ଥାନାରେ ଅଭିଯୋଗ ହୋଇଛି । ପୋଲିସ…

ସରିଲା ରେଡ଼୍, ଆୟକର ଫାଙ୍କିବା ଅଭିଯୋଗ ମିଛ ବୋଲି କହିଲେ ଡିଏନ୍ ଗ୍ରୁପ୍ ମୁଖ୍ୟ ଜଗଦୀଶ

ଭୁବନେଶ୍ୱର: ଚାରି ଦିନର ଛାନଭିନ ପରେ ଶେଷ ହୋଇଛି ଡିଏନ ଗ୍ରୁପ୍ ଉପରେ ଆୟକର ବିଭାଗର ରେଡ । ତିନି ଦିନର ରେଡ ପରେ ଡିଏନ ଗ୍ରୁପ ଅଧ୍ୟକ୍ଷଙ୍କୁ ପଚରାଉଚରା କରିଥିଲା ଆୟକର ବିଭାଗ । ଡିଏନ ଗ୍ରୁପ ମାଲିକ ଜଗଦୀଶ…

ବସ୍ତା ଥାନା ଅଞ୍ଚଳରେ ସିରିଜ୍‌ ଦୁର୍ଘଟଣା, ୮ ଗୁରୁତର

ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅଞ୍ଚଳରେ ସିରିଜ୍‌ ଦୁର୍ଘଟଣା, ୮ ଜଣ ଗୁରୁତର । ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଗାନ୍ଧିଛକ-ବାଲିଆପାଳ ମୁଖ୍ୟ ରାସ୍ତାର ପେଜଗଳା ବ୍ରିଜ ନିକଟରେ ସିରିଜ ଦୁର୍ଘଟଣା । ବାଲିଆପାଳ ଅଞ୍ଚଳର ୨ଜଣ ଲୋକ…

ସ୍ତ୍ରୀକୁ କୋଦାଳରେ ହାଣି ହତ୍ୟା କଲା ସ୍ୱାମୀ

ବୌଦ୍ଧ: ଘରୋଇ କଳହର କରୁଣ ପରିଣତି । କୋଡିରେ ପିଟିପିଟି ସ୍ତ୍ରୀକୁ ହତ୍ୟାକଲା ସ୍ୱାମୀ । ବୌଦ୍ଧ ଥାନା ତେଲିବନ୍ଧ ଚନ୍ଦ୍ରପୁର ଗାଁରେ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ କନକ ପ୍ରଧାନ ।ହତ୍ୟାକାରୀ ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଫେରାର ଥିବା…

ଚନ୍ଦକା ଥାନାରେ ସିବିଆଇର ୫ ଜଣିଆ ଟିମ୍‌

ଭୁବନେଶ୍ୱର : ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣାରେ ଜୋରଦାର ତଦନ୍ତ କରୁଛି ସିବିଆଇ । ଆଜି ସିବିଆଇ ଟିମ୍‌ ଚନ୍ଦକା ଥାନାରେ ପହଞ୍ଚିଛି । ସୂଚନା ଅନୁସାରେ ସିବିଆଇ ପକ୍ଷରୁ ୫ ଜଣିଆ ଟିମ୍‌ ଚନ୍ଦକା ଥାନାରେ ପହଞ୍ଚି ୩ ଅଭିଯୁକ୍ତଙ୍କୁ…

ବାପାଙ୍କ ହତ୍ୟାର ୧୩ ବର୍ଷ ପରେ ପ୍ରତିଶୋଧ ନେଇ ୨ ଯୁବକ ଗିରଫ

କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଗଡ଼ମା ଗାଁର ମହେଶ୍ୱର ମାଝୀଙ୍କ ହତ୍ୟା ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଉଛନ୍ତି ଗଡ଼ମା ଗାଁର କାଡ଼ମ୍ବାସା ପାଟମାଝୀ ଓ ସୁରେନ୍ଦ୍ର ପାଟମାଝୀ। ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଚାପଧାରୀ ପ୍ରଧାନଙ୍କ ଠାରୁ…

ଚେକିଂ ଓ ବ୍ଲକିଂ ବେଳେ ପୋଲିସ ମାଡ଼ରେ ଦୁଇ ଯୁବକ ଆହାତ

ପାରାଦ୍ଵୀପ: ଅଭୟଚାନ୍ଦପୁର ପୋଲିସ ମାଡ଼ରେ ଦୁଇ ଯୁବକ ଆହାତ। ଆହତ ଯୁବକଙ୍କୁ ଅଠରବାଙ୍କି ମେଡିକାଲ ଭର୍ତ୍ତି କରାଯାଇଥିଲା। ଆହତ ଯୁବକ ହେଲେ ରାକେଶ ବେହେରା, ସତ୍ୟରଞ୍ଜନ ସ୍ଵାଇଁ। ଅଭୟଚାନ୍ଦପୁର ଥାନା ନିକଟରେ ପୋଲିସର ବ୍ଲକିଂ ଚାଲୁଥିବା ସମୟରେ ଘଟିଛି ଘଟଣା। ସୂଚନା…

ଭାରସାମ୍ୟ ହରାଇ ଟ୍ରେନ୍ ଲାଇନକୁ ମାଡ଼ିଗଲା ବସ: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ସମ୍ବଲପୁର: ଭାରସାମ୍ୟ ହରାଇ ଟ୍ରେନ ଲାଇନକୁ ମାଡ଼ିଗଲା ବସ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ଆଜି ଭୋର ସମୟରେ ସମ୍ବଲପୁର ଜିଲ୍ଲା ଲକ୍ଷ୍ମୀଡୁଙ୍ଗୁରୀ ନିକଟରେ ରେଲୱେ ଟ୍ରାକ ନିକଟକୁ ବସ ମାଡ଼ି ଯାଇଥିବା ସୂଚନା ମିଳିଛି । ଫଳରେ ଟ୍ରେନ…

ବାଲେଶ୍ବର ଏସପି ଓ ଜିଲ୍ଲାପାଳଙ୍କୁ ସମନ କଲା ଏନଏଚଆରସି

ବାଲେଶ୍ୱର: ଚାନ୍ଦିପୁରସ୍ଥିତ ଡିଆରଡିଓର ନିଷିଦ୍ଧାଞ୍ଚଳରେ ଜଣେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟଣାରେ ଜାତୀୟ ମାନବାଧିକାର କମିସନ୍ (ଏନଏଚଆରସି) ବାଲେଶ୍ୱର ଜିଲ୍ଲାପାଳ ଓ ଏସପିଙ୍କୁ ସମନ୍ ଜାରି କରିଛନ୍ତି। ଘଟଣା ସମ୍ପର୍କରେ ଆବଶ୍ୟକ ରିପୋର୍ଟ ଦେବାରେ ବିଫଳ ହୋଇଥିବାରୁ ଏହି ଦୁଇ ଅଧିକାରୀଙ୍କୁ ସମନ୍…

ଦିବ୍ୟାଙ୍ଗ ଝିଅକୁ ଦଳି ଦେଲା ଦନ୍ତା ହାତୀ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଏକ ଜଙ୍ଗଲରେ ଶୁକ୍ରବାର ଜଣେ ଶ୍ରବଣ ଶକ୍ତି ହରାଇଥିବା ନାବାଳିକାକୁ ହାତୀ ଦଳି ଚକଟି ଦେବାରୁ ଝିଅଟିର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ସକାଳେ ତେଲକୋଇ ବ୍ଲକ୍ ଅନ୍ତର୍ଗତ ସିରିଆବାହାଲ…