Crime

ବିଜେଡି ନେତାଙ୍କୁ କାର୍ ମଡ଼ାଇ ହତ୍ୟା

ବ୍ରହ୍ମପୁର: ବିଜେଡି ନେତାଙ୍କୁ କାର୍ ମଡାଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ‌ଏପରି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଖମ୍ବାରି ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ପୂର୍ବତନ ସରପଞ୍ଚ ତଥା ଯୁବ ବିଜେଡି ନେତା ଲଳିତ…

ମହିଳାଙ୍କୁ ବୀଭତ୍ସ ହତ୍ୟା

କଟକ: ଜଗତପୁର ଶିଳ୍ପାଞ୍ଚଳରେ ଥିବା ତ୍ରିନାଥ ସାହିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଜଣେ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତ ମହିଳାଙ୍କ ନାଁ କବିତା ବେହେରା ଓ ତାଙ୍କ ବୟସ ୪୩ ବର୍ଷ। ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ…

ବାହାନଗା ଟ୍ରେନ୍‌ ଦୁର୍ଘଟଣା: ରେଲୱେ ସୋର ସେକ୍ସନ ସିଗ୍‌ନାଲ ଜେଇଙ୍କ ଘର ସିଲ୍

ବାଲେଶ୍ବର/ସୋର: ବାଲେଶ୍ୱର ଜିଲ୍ଲା ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣାରେ ରେଲୱେ ସୋର ସେକ୍ସନ ସିଗ୍‌ନାଲ ଜେଇ ଅମିର ଖାନ୍‌ଙ୍କ ଭଡ଼ା ଘର ସିଲ୍ କରାଯାଇଛି। ସୋରଠାରେ ଜେଇଙ୍କ ଏହି ଭଡ଼ା ଘର ରହିଛି। ଜିଆରପି ପୁଲିସ ଉପସ୍ଥିତିରେ ଘରକୁ ସିବିଆଇ ପକ୍ଷରୁ…

ସୌରୀନ ଭଟ୍ଟଙ୍କ ବିରୋଧରେ ଶୋଷଣ ଅଭିଯୋଗ ମାମଲା, କୋଲକାତା ଯିବ ପୁଲିସ

କଟକ: ଜଣାଶୁଣା କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ବିରୋଧରେ ଶୋଷଣ ଅଭିଯୋଗ ମାମଲାରେ ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବାର ସୂଚନା ମିଳିଛି। ସୂଚନା ଅନୁଯାୟୀ, ଘଟଣାର ତଦନ୍ତ ଲାଗି ଆସନ୍ତାକାଲି କୋଲକାତା ଯିବ କଟକ କମିଶନରେଟ ପୁଲିସର ଏକ ଚାରିଜଣିଆ ଟିମ।…

ଦୁଇ ଝିଅକୁ ଛାଡି ପ୍ରେମିକ ସହ ମା’ ଫେରାର

ଭୁବନେଶ୍ୱର: କଅଁଳା ନିଷ୍ପାପ ଶିଶୁ ଦୁଇଟା ସବୁବେଳେ ମାଆ ମାଆ କହି ଖୋଜୁଛନ୍ତି । କେମିତି ମାଆ ଇଏ କେଜାଣି ଗୋଟିଏ କ୍ଷୀର ପିଉ ଥିବା ଶିଶୁ ଆଉ ଗୋଟିଏ ତାଠାରୁ ଟିକିଏ ବଡ଼। ଦୁଇଟି ନିରୀହ ଛୋଟ ଛୋଟ ଝିଅଙ୍କୁ…

ଯନ୍ତ୍ରୀଙ୍କ ପରକୀୟା ପ୍ରୀତି, ଅଧରାତିରେ ପହଞ୍ଚି ଗଲେ ସ୍ତ୍ରୀ

ଉଦଳା: ଯନ୍ତ୍ରୀଙ୍କ ରୋମିଓଗିରି ପଦାରେ ପଡ଼ିଛି। ନିଜ ସ୍ତ୍ରୀ ଥାଇ ବି ଅନ୍ୟ ଜଣେ ଯୁବତୀଙ୍କ ସହିତ ରାତି ବିତାଇବା ମହଙ୍ଗା ପଡ଼ିଛି। ଇଂଜିନିୟର ସ୍ବାମୀ ପରକୀୟା ପ୍ରୀତିରେ ମାତିଥିବା ବେଳେ ସଂପର୍କୀୟଙ୍କ ସହିତ ସ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ଯାଇଛନ୍ତି। ଫଳରେ…

ଟାଙ୍ଗୀ ଚଣ୍ଡେଶ୍ୱର ଛକରେ ଗୁଳିକାଣ୍ଡ, ଠିକାଦାର ମୃତ

ଟାଙ୍ଗୀ: ଗୁଳି ମାଡ଼ରେ ଠିକାଦାର ମୃତ । ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ଚଣ୍ଡେଶ୍ୱର ଛକରେ ଗୁଳିକାଣ୍ଡ । ମୃତକ ହେଲେ ଠିକାଦାର ରମେଶ ରାଉତ । ନିଜ ଘର ରାଧାମୋହନପୁରକୁ ଫେରୁଥିବା ବେଳେ ଘଟିଛି ଗୁଳିକାଣ୍ଡ । ଏକ…

ଅସଂଯତ ଅବସ୍ଥାରେ ଧରାପଡିଥିବା କନେଷ୍ଟବଳ ମଞ୍ଜିତ ସିଂ ମାଝୀ ଚାକିରିରୁ ନିଲମ୍ବିତ

ବଲାଙ୍ଗିର: ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟାପ୍ରୀତି । କନେଷ୍ଟବଳ ମଞ୍ଜିତ ସିଂ ମାଝୀ ଚାକିରିରୁ ନିଲମ୍ବିତ । ବଲାଙ୍ଗିର ଏସ୍‌ପି ଋଷିକେଶ ଖିଲାରୀ ତାଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି । ଗତ ୧୬ତାରିଖ ତାରିଖରେ ହତିଶାଲ ପଡାରେ ମଞ୍ଜିତ ପ୍ରେମିକାଙ୍କ…

ସିଲିଣ୍ଡର ଭିତରୁ ଗ୍ୟାସ୍ ଚୋରି, ୨ ଅଟକ

ବ୍ରହ୍ମପୁର: ଦୀର୍ଘ ଦିନ ହେଲା ବ୍ରହ୍ମପୁର ସହରରେ ଚାଲିଥିଲା ରନ୍ଧନ ଗ୍ୟାସ କେଳେଙ୍କାରୀ । ପ୍ରତ୍ୟେକ ଗ୍ୟାସ ସିଲିଣ୍ଡରରୁ କେଜିଏ ରୁ ଦୁଇ କେଜି କରାଯାଉଥିଲା ଗାଏବ । ଏହି ଘଟଣାର ପର୍ଦ୍ଦାଫାଶ କରିଛି ବ୍ରହ୍ମପୁର ପୋଲିସ । ବ୍ରହ୍ମପୁର ଉପକଣ୍ଠ…

ଅଜଣା ଯୁବତୀଙ୍କ ସହ ଚାଟିଂ କରି ୨୦ ଲକ୍ଷ ଟଙ୍କା ଲୁଟର ଶିକାର

କଟକ: ଅଜଣା ଯୁବତୀଙ୍କ ସହ ଚାଟିଂ କରି ସର୍ବସ୍ବାନ୍ତ ହେଲେ ବୃଦ୍ଧ। ସାଇବର ଠକେଇର ଶିକାର ହେଲେ କଟକର ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ। ଏନେଇ କଟକ ସାଇବର ଥାନାରେ ଅଭିଯୋଗ କରିଛନ୍ତି ବୃଦ୍ଧ। ବୃଦ୍ଧଙ୍କ ଠାରୁ ୨୦ ଲକ୍ଷ ୬୨…