ମାତୃହନ୍ତା ପୁଅକୁ ପିଟିପିଟି ମାରିଦେଲେ ବାପା ଓ ଭାଇ
ଜଳେଶ୍ୱର: ବାଲେଶ୍ବର ଜିଲ୍ଲା ଜଳେଶ୍ୱର ବ୍ଲକ ରାଇବଣିଆ ଥାନା କବାଟଘାଟି ଗାଁରେ ଗତ ୧୪ ତାରିଖ ରାତିରେ ଡବଲ ମର୍ଡର ଘଟଣାକୁ ୭୨ ଘଣ୍ଟା ବିତିଛି କି ନାହିଁ ପୁଣି ରାଇବଣିଆ ପଞ୍ଚାୟତ ରୁପାଦିଘୀ ଗାଁରେ ଆଜି ଆଉ ଏକ ହତ୍ୟାକାଣ୍ଡ…
ଜଳେଶ୍ୱର: ବାଲେଶ୍ବର ଜିଲ୍ଲା ଜଳେଶ୍ୱର ବ୍ଲକ ରାଇବଣିଆ ଥାନା କବାଟଘାଟି ଗାଁରେ ଗତ ୧୪ ତାରିଖ ରାତିରେ ଡବଲ ମର୍ଡର ଘଟଣାକୁ ୭୨ ଘଣ୍ଟା ବିତିଛି କି ନାହିଁ ପୁଣି ରାଇବଣିଆ ପଞ୍ଚାୟତ ରୁପାଦିଘୀ ଗାଁରେ ଆଜି ଆଉ ଏକ ହତ୍ୟାକାଣ୍ଡ…
କରଞ୍ଜିଆ: ଶିମିଳିପାଳ ଅଭୟାରଣ୍ୟରେ ଶିକାରୀଙ୍କ ଗୁଳିରେ ଫରେଷ୍ଟରଙ୍କ ମୃତ୍ୟୁ ପରେ ଆକ୍ସନ ମୋଡରେ ପୋଲିସ । ଅଭିଯୁକ୍ତ ଶିକାରୀକୁ ଧରିବାକୁ ପୋଲିସ ପକ୍ଷରୁ ଶିମିଳିପାଳ ଅଞ୍ଚଳର ବିଭିନ୍ନ ଗାଁରେ ରେଡ ଚାଲିଛି । ଏ ପର୍ଯ୍ୟନ୍ତ ୧୦ ଜଣକୁ ଅଟକ ରଖିଛି…
ପାରାଦ୍ବୀପ: ଜଗତସିଂହପୁର ଜିଲ୍ଲା କୁଜଙ୍ଗରେ ଡବଲ ମର୍ଡର। ଯୁବକର କଟୁରି ଚୋଟରେ ଦୁଇ ମହିଳାଙ୍କ ମୃତ୍ୟୁ ହୋଇଛି। ବଳରାମପୁର ନ୍ୟାସନାଲ ସ୍କୁଲ ନିକଟରେ ଦୁଇ ମହିଳାଙ୍କୁ ହତ୍ୟା କରିଛି ଦୁର୍ବୃତ୍ତ । ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ପ୍ରାପ୍ତଖବର ଅନୁଯାୟୀ…
ରେଢାଖୋଲ: ମହିଳାଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ । ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ରଥତଇଲା ଗାଁ ନିକଟରେ ହତ୍ୟାକାଣ୍ଡ ଘଟିଛି। ଏକ ଘର ଭିତରୁ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତ ମହିଳା ହେଲେ ୩୬ ବର୍ଷିୟା ସାଲିମ୍…
ଟିଟିଲାଗଡ଼ : ସଇଁନ୍ତଲା ଥାନା କମରଲଗା ଗାଁ ଲାଂଥ ନଦୀ ରେଲୱେ ବ୍ରିଜ ନିକଟରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ଟ୍ରେନରୁ ଖସି ମୃତ୍ୟୁ ହୋଇ ଥିବା ଆଶଙ୍କା କରାଯାଉଛି । ଏହା ହତ୍ୟା ନା…
ସୁବର୍ଣ୍ଣପୁର: ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଜିଲ୍ଲାରେ ମୃତକଙ୍କୁ ମିଳିଲାନି ମହାପ୍ରୟାଣ ଗାଡ଼ି। ଫଳରେ ସାଇକେଲ ବୁହା ହୋଇଛି ମୃତଦେହ। ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଦୃଶ୍ୟ। ମେଘଲା ଗାଁର ରୁକ୍ମିଣୀ ସାହୁ ନାମକ ଜଣେ ଅସହାୟ ବୃଦ୍ଧା…
ବଲାଙ୍ଗୀର : ଧରା ପଡିଲା ପୋଲିସ ବାବୁଙ୍କ ଚୋରା ପୀରତି । ରାତି ଅଧିଆ ପୋଲିସ ବାବୁଙ୍କ ରାସଲୀଳା ଚାଲିଥିବା ବେଳେ ଧରାଇ ଦେଲେ ସ୍ତ୍ରୀ । ପୋଲିସକୁ ସାଙ୍ଗରେ ଧରି ପହଞ୍ଚିଗଲେ ସ୍ୱାମୀ ପାଖରେ । ଆଉ ପ୍ରେମିକାକୁ ଭେଟିବାକୁ…
ଯାଜପୁର: ଯାଜପୁର ବ୍ଳକ ଅନ୍ତର୍ଗତ ଏରବାଙ୍କ ଅଞ୍ଚଳରେ ରାଜନୈତିକ ହିଂସାକୁ ନେଇ ହଣାକଟା । ଗତକାଲି ବିଳମ୍ବିତ ରାତିରେ ଯାଜପୁର ଜିଲ୍ଲାର ୩୧ ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟ ବିନୋଦ କୁମାର ମାଝିଙ୍କ ପରିବାର ଉପରେ ସଂଘବଦ୍ଧ ଆକ୍ରମଣ କରାଯାଇଛି…
ରାୟଗଡା : ବାଇକୁ ଧକ୍କାଦେଲା ଟ୍ଯାଙ୍କର । ୨ ମୃତ, ଜଣେ ଗୁରୁତର ଆହତ । ଘଟଣା ସ୍ଥଳରେ ଜଳିଗଲା ଟ୍ଯାଙ୍କର । ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ଶଙ୍କରଡା ଗାଁ ନିକଟରେ ଏହି ମର୍ମନ୍ତୁଦ ସଡ଼କ…
ବାରିପଦା: ଆଜି ସକାଳେ ବାଲେଶ୍ୱର, କେନ୍ଦୁଝର ଓ ମୟୁରଭଞ୍ଜ ଭିଜିଲାନ୍ସ ପକ୍ଷରୁ ବାରିପଦା ଉପଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ ବରିଷ୍ଠ କିରାଣୀ ରାମଚନ୍ଦ୍ର ସେନଙ୍କ କୁଳିଅଣା ବ୍ଲକ ପଢିଆରୀପୁର ସ୍ଥିତ ବାସଭବନ, ରଘୁନାଥଗଞ୍ଜ ସ୍ଥିତ ଶ୍ରୀରାମ ଭବନ, ଉପଜ଼ିଲ୍ଲାପାଳ କାର୍ଯ୍ୟାଳୟ, ତାଙ୍କ ଶ୍ୱଶୁର…