Crime

ରହସ୍ୟରେ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ସିନିଅର ରେସିଡେଣ୍ଟ ଡାକ୍ତରଙ୍କ ମୃତ୍ୟୁ

ବ୍ରହ୍ମପୁର: ରହସ୍ୟରେ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ସିନିଅର ରେସିଡେଣ୍ଟ ଡାକ୍ତରଙ୍କ ମୃତ୍ୟୁ । ସିନିୟର ରେସିଡେଣ୍ଟ ହଷ୍ଟେଲରୁ ଡାକ୍ତର ଶୁଭାନୀ ପଟ୍ଟନାୟକଙ୍କ ମୃତଦେହ ଉଦ୍ଧାର । ଡାକ୍ତର ଶୁଭାନୀ ଚର୍ମରୋଗ ବିଭାଗରେ ପିଜି କରୁଥିଲେ । ତାଙ୍କ ନିଜ ଗାଁ…

ଲୋକ ଲଗାଇ ସ୍ତ୍ରୀକୁ ମାଡ଼ ମାରିବା ସହ ଦୁଷ୍କର୍ମ କରିବାକୁ କହିଥିଲା ସ୍ବାମୀ

କେନ୍ଦ୍ରାପଡ଼ା : ବାରମ୍ବାର ପତ୍ନୀଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିବା ନୃଶଂସ ସ୍ୱାମୀ ମାନବିକତାର ସବୁ ସୀମା ଟପି ଯାଇଛି। ପତି-ପତ୍ନୀର ପବିତ୍ର ବନ୍ଧନକୁ ଭୁଲି ଲୋକ ଲଗାଇ ସ୍ତ୍ରୀକୁ ନିସ୍ତୁକ ମାଡ଼ ମାରିବା ସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିବାର…

ବାର୍‌ରେ ବିଳମ୍ବିତ ରାତିରେ ଗଣ୍ଡଗୋଳ ଘଟଣା: ମ୍ୟାନେଜରଙ୍କ ସମେତ ୧୦ ଗିରଫ

ଭୁବନେଶ୍ଵର: ସ୍ଥାନୀୟ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଭେନସ୍ ବାରରେ ବିଳମ୍ବିତ ରାତିରେ ଗଣ୍ଡଗୋଳ ଘଟଣାରେ ୧୦ଜଣଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ପୁଲିସ । ବିଳମ୍ବିତ ରାତିରେ ଗଣ୍ଡଗୋଳ ସମୟର ଭିଡିଓ ସମ୍ନାକୁ ଆସିବା ପରେ ଆକ୍ସନ ମୋଡରେ କମିସନରେଟ ପୁଲିସ ।…

ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ମହିଳା ମୃତ

ମୋହନା: ଗଜପତି ଜ଼ିଲ୍ଲା ଅଡବା ଥାନା ଦମାଦୁଆ ଗ୍ରାମ ନିକଟରେ ବାଇକ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଚାଳକ ଗୁରୁତର ଆହତ ହୋଇଛନ୍ତି । ମୃତକ କନ୍ଧମାଳ ଜ଼ିଲ୍ଲା ଦାର୍ଶିଙ୍ଗବାଡ଼ି ଗ୍ରାମର ହେମନ୍ତୀ ନାୟକ ହୋଇଥିବା ବେଳେ ଆହତ…

ଯାଜପୁର ରୋଡ ସୋନ୍‌କୋ ଜୁଏଲରୀ ଡକାୟତି ଘଟଣା: ବିହାରରୁ ଜଣେ ଡକାୟତ ଗିରଫ

ଯାଜପୁର : ଯାଜପୁର ରୋଡ ସୋନ୍‌କୋ ଜୁଏଲରୀ ଡକାୟତି ଘଟଣାରେ ପୋଲିସକୁ ସଫଳତା। ବିହାରରୁ ଜଣେ ଡକାୟତକୁ ଗିରଫ କଲା ପୋଲିସ। ଗିରଫ ଡକାୟତ ବିହାର ବୈଶାଳୀ ଜିଲ୍ଲାର ରୂପେଶ କୁମାର ବୋଲି ଯାଜପୁର ଏସପି ଭିନିତ ଅଗ୍ରୱାଲ କହିଛନ୍ତି। ମେ…

କଟକ ସଦର ବ୍ଳକ ସହକାରୀ ଯନ୍ତ୍ରୀ ଗିରଫ

କଟକ: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କଟକ ସଦର ବ୍ଳକ ସହକାରୀ ଯନ୍ତ୍ରୀ ବିକାଶଚନ୍ଦ୍ର ଭୂୟାଁଙ୍କୁ ଗିରଫ କରିଛି ଭିଜିଲାନ୍ସ। ସେ ତାଙ୍କ ଆୟ ଠାରୁ ୧୮୩% ଅଧିକ ସଂପତ୍ତି ଠୁଳ କରିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ଭିଜିଲାନ୍ସ ପକ୍ଷରୁ…

ବସ୍‌-ଟ୍ରକ୍‌ ଧକ୍କା, ୧୦ରୁ ଉର୍ଦ୍ଧ୍ୱ ଆହତ

ରାଉଲକେଲା: ବସ୍‌-ଟ୍ରକ୍‌ ଧକ୍କା, ୧୦ରୁ ଉର୍ଦ୍ଧ୍ୱ ଆହତ । ଝାରସୁଗୁଡା ଜିଲ୍ଲା ବୀରମିତ୍ରପୁର ରାଣୀ ସତିମନ୍ଦିର ନିକଟରେ ଦୁର୍ଘଟଣା ଘଟିଛି । ଝାଡଖଣ୍ଡ ଆରାରୁ ବୀରମିତ୍ରପୁରରୁ ଝାରସୁଗୁଡା ଯାଉଥିଲା ଯାତ୍ରୀବାହୀ ବସ୍‌ । ରାଣୀ ସତିମନ୍ଦିର ନିକଟରେ ଓଭରଟେକ୍‌ କରୁଥିବାବେଳେ ମାଲ୍‌ବାହୀ…

ସାମାନ୍ୟ ବଚସାକୁ ନେଇ ଯୁବକଙ୍କୁ ଗୁଳିମାଡ଼

ଘଟଗାଁ: ସାମାନ୍ୟ ବଚସାକୁ ନେଇ ଯୁବକଙ୍କୁ ଗୁଳିମାଡ଼। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ସିଂଘବିଲା ନିକଟରେ ସାମାନ୍ୟ ବଚସାକୁ ନେଇ ଯୁବକଙ୍କୁ ଗୁଳିମାଡ଼ ହୋଇଛି । ଗୁରୁତର ଯୁବକ ହେଲେ ପୂର୍ଣ୍ଣଚନ୍ଦ୍ର ଦାସ । ପୂର୍ଣ୍ଣଚନ୍ଦ୍ରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି…

ଜମି ପାଇଁ ବଡ଼ଭାଇକୁ ହାଣିଲା ସାନଭାଇ

ପଟ୍ଟାମୁଣ୍ଡାଇ: ସକାଳୁ ସକାଳୁ ସାନଭାଇ ସନାତନ ବେହେରା ନିଜର ନୂଆ ଘର ତିଆରି କରିବା ଲାଗି ନିଅଁ ଖୋଳୁଥଲା। ହେଲେ ଏହାକୁ ବିରୋଧ କରିଥିଲା ବଡ଼ଭାଇ ଅନୁପମ ବେହେରା (୩୬)। ଏହାକୁ ନେଇ ଉଭୟଙ୍କ ଭିତରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏହାପରେ…

ଯୁବକଙ୍କ ଉପରକୁ ଗୁଳିମାଡ଼ କଲେ ଦୁର୍ବୃତ୍ତ

ରାଉଲକେଲା: ଘର ଉପରକୁ ଗୁଳିମାଡ଼ । ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଥାନା ଅଞ୍ଚଳର ଭିକି ସିଂଙ୍କ ଘର ଉପରକୁ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ । ଭିକି ସିଂଙ୍କ ଉପରକୁ ଦୁଇରୁ ତିନି ରାଉଣ୍ଡ ଗୁଳିମାଡ ହୋଇଛି । ଏଥିରେ କାହାର କୌଣସି…