Crime

ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତ ଗିରଫ

ଭୁବନେଶ୍ୱର : ଗିରଫ ହେଲେ କୁବେର ଯୋଗାଣ ଅଧିକାରୀ । ଭୁବନେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି । ଗତକାଲି ଯୋଗାଣ ଅଧିକାରୀ ପ୍ରଶାନ୍ତ…

ଡକାୟତି ଯୋଜନା ଚାଲିଥିବାବେଳେ କାବୁ କଲା ପୋଲିସ, ୫ ଗିରଫ

ଭୁବନେଶ୍ବର: ଡକାୟତି ଯୋଜନା ଚାଲିଥିବାବେଳେ ଏହାକୁ ପଣ୍ଡ କଲା ପୋଲିସ । ଘଟଣାରେ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ମଞ୍ଚେଶ୍ଵର ଥାନା ପୋଲିସ । ଗିରଫ ଅଭିଯୁକ୍ତ ମାନଙ୍କ ଭିତରୁ ୪ ଜଣ ହେଲେ ଅମରନାଥ…

ମୁଖ୍ୟ ଯୋଗାଣ ଅଧିକାରୀଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଜଳକା

ଭୁବନେଶ୍ଵର: ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ଗନ୍ତାୟତଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଜଳକା । ବର୍ତ୍ତମାନ ସୁଦ୍ଧା ୨ଟି ବହୁତଳ ପ୍ରାସାଦ, ୫ଟି ପ୍ଲଟ୍, ୧ କୋଟି ୨୧ ଲକ୍ଷ ଟଙ୍କାର ଡିପୋଜିଟ, ୫୩୬ ଗ୍ରାମ୍ ସୁନା, ୧ ଲକ୍ଷ…

ଡିସକାଉଣ୍ଟରେ ଗାଡି ଦେବା ନାଁରେ ୪୦କୋଟି ଠକେଇ : ଦମ୍ପତ୍ତି ଅଟକ

ଭୁବନେଶ୍ବର : ଡିସକାଉଣ୍ଟରେ ଗାଡି ଦେବା ନାଁରେ ୪୦ କୋଟି ଠକେଇ । ଗଞ୍ଜାମ ଆସିକାର ଦମ୍ପତ୍ତିଙ୍କୁ ଅଟକ ରଖିଛି କମିଶନରେଟ୍ ପୋଲିସ । ନୟାପଲ୍ଲୀ ଥାନାରେ ଅକ୍ଷୟ ଗୌଡ ଓ ତାଙ୍କ ପତ୍ନୀଙ୍କୁ ପଚରାଉଚରା କରାଯାଉଛି । ଭୁବନେଶ୍ବରରେ ସମ୍ପୃକ୍ତ…

ନକ୍ସଲଙ୍କୁ ଜଗିବ ଡ୍ରୋନ୍, ଗତିବିଧି ଉପରେ ରଖିବ ନଜର

ସରିଲା ଦିନିକିଆ ମାଓ ମୁକାବିଲା। DGPଙ୍କ ନେତୃତ୍ୱରେ ହୋଇଥିବା ବୈଠକରେ ମାଓ ଦମନ ରଣ ନୀତି ପ୍ରସ୍ତୁତ ହୋଇଛି। ଫୋକରେ ରହିଛି ବୌଦ୍ଧ। ସେଠାରେ ହେବାକୁ ଯାଉଛି କ୍ୟାମ୍ପ। ୨୦୨୪ ନିର୍ବାଚନରେ କିଭଳି ସୁରୁଖୁରରେ ହେବ ଓ ମାଓ ପ୍ରଭାବକୁ ମୁକାବିଲା…

କିଡନୀ ଦେବା ନାମରେ ୯.୫ଲକ୍ଷ ଟଙ୍କା ଠକେଇ ଅଭିଯୋଗ

କଟକ: କିଡନୀ ଦେବା ନାମରେ ଟଙ୍କା ଠକିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଲେ ସ୍ଥାନୀୟ ବାସିନ୍ଦା। ଏମିତି ଏକ ଅଭାବନୀୟ ଘଟଣା ଘଟିଛି କଟକ ରାଣୀହାଟ ଅଞ୍ଚଳରେ। କେନ୍ଦୁଝର ଅଞ୍ଚଳର ଜଣେ ରୋଗୀଙ୍କ ଠାରୁ ୯, ୫୦,୦୦୦ ଟଙ୍କା ଠକିଥିବା…

ମନ୍ଦିର ପାହାଚରୁ ଶିଶୁକନ୍ୟା ଉଦ୍ଧାର

ସମ୍ବଲପୁର : ସମ୍ବଲପୁରରେ ପୁଣି ଅଲୋଡା ହେଲା ଶିଶୁ କନ୍ୟା । ନବଜାତ ଶିଶୁକୁ ମନ୍ଦିର ପାହାଡରେ ଛାଡି ଫେରାର ହୋଇଗଲା ନୃଶଂସ ମାଆ । ଏହିଭଳି ଅଭାବନୀୟ ଖବର ଦେଖିବାକୁ ମିଳିଛି ଗୋଡଭଗା ଅଞ୍ଚଳର ଶିବ ମନ୍ଦିରରେ । ତେବେ…

ରାଉରକେଲାରେ ସୁନା ଭର୍ତ୍ତି ବ୍ୟାଗ୍‌ ଲୁଟ୍‌ ଘଟଣା: ବନ୍ଧା ହେଲେ ୨ ଅଭିଯୁକ୍ତ, ୫୧୨ ଗ୍ରାମ୍‌ ଅଳଙ୍କାର ଜବତ

ରାଉରକେଲା: ଗତ ୧୫ ତାରିଖରେ ଉଦିତନଗର ଥାନା ବାସନ୍ତୀ କଲୋନିର ମାଲଗୋଦାମ କାଳୀମନ୍ଦିର ନିକଟରେ ଲୁଟ୍‌ କରିଥିବା ଲୁଟେରାମାନେ ପୁଲିସ ହାତରେ ଧରା ପଡ଼ିଛନ୍ତି। ଅଭିଯୁକ୍ତମାନେ ହେଲେ ଉଦିତନଗର ଥାନା ବାସନ୍ତୀ କଲୋନିର ଏଫ୍‌ସିଇ/୧୩୨ ନିବାସୀ ଉମାନାଥ ପ୍ରସାଦଙ୍କ ଦୁଇ ପୁଅ…

ବାପା ରଚିଥିଲା ପୁଅ ଅପହରଣ ନାଟକ

ଭୁବନେଶ୍ୱର : ବାପାକୁ ଭଲ ଲାଗୁନଥିଲା ସ୍ତ୍ରୀ । ନିଜ ଠୁ ଦୂରେଇ ଦେବାକୁ ଚାହୁଁଥିଲା । ସେଇଥିପାଇଁ ସ୍ତ୍ରୀ ରାଗ ସୁଝାଇଲା ପୁଅ ଉପରେ । ଏ କେମିତିକା ବାପା । ସ୍ତ୍ରୀକୁ ରାସ୍ତାରୁ ହଟାଇବା ପାଇଁ ନିଜେ ନିଜ…

ନାବାଳିକା ଦୁଷ୍କର୍ମୀକୁ ୨୦ ବର୍ଷ ଜେଲ୍‌ ଦଣ୍ଡାଦେଶ, ପୀଡିତାକୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେବାକୁ ନିର୍ଦ୍ଦେଶ

କଟକ : ଜନୈକା ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ନିର୍ଦ୍ଦେଶ ଦେଇଛନ୍ତି କଟକ ସ୍ୱତନ୍ତ୍ର ଆଡ଼ହକ ପୋକସୋ କୋର୍ଟ। ଏହି କୋର୍ଟରେ ଦୁଷ୍କର୍ମକାରୀ ପାକୂଲ ସମତ ଦୋଷୀ ସାବ୍ୟସ୍ତ ହୋଇଛି। ଦୋଷୀକୁ ୨୦ ବର୍ଷର ସଶ୍ରମ…