Crime

ନକଲି ଆରଟିଆଇ କର୍ମୀଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍

ଭୁବନେଶ୍ୱର: ସୂଚନା ଅଧିକାର କର୍ମୀ ଭାବେ ନିଜକୁ ପରିଚୟ ଦେଇ ଲୋକଙ୍କୁ ଠକୁଥିବା ଠକକୁ ଧରିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଠକ କିଶୋର ମିଶ୍ରଙ୍କୁ କୋରାପୁଟରୁ ଗିରଫ କରାଯାଇଛି । ସେ ନିଜକୁ ଜଣେ ସୂଚନା ଅଧିକାର କର୍ମୀ ବୋଲି କହିବା…

ମାହାଙ୍ଗା ମିଷ୍ଟ୍ରି : ବ୍ୟାପକ ହେବ ତଦନ୍ତ- ଏସପି

କଟକ: ବହୁ ଚର୍ଚ୍ଚିତ ମାହାଙ୍ଗା ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଟକ ଗ୍ରାମାଞ୍ଚଳ ଏସପି । ତଦନ୍ତ ବ୍ୟାପକ ହେବ ବୋଲି କହିଛନ୍ତି ଏସପି ମିହିର ପଣ୍ଡା । ବିଭିନ୍ନ ଦିଗକୁ ନେଇ ତଦନ୍ତ ହେବ । ଏବଂ…

ରେଳ ଧାରଣାରୁ ଜବତ ହେଲା ୧୦ କେଜିରୁ ଅଧିକ ଓଜନର ଲ୍ୟାଣ୍ଡମାଇନ୍

ସୁନ୍ଦରଗଡ଼: ଥମୁନି ମାଓ ହିଂସା। ନକ୍ସଲମାନଙ୍କ ହିଂସାକାଣ୍ଡ ଯୋଜନା ଯବାନମାନଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି। ସୁନ୍ଦରଗଡ଼ କେ.ବଲାଙ୍ଗ ଥାନା ଅନ୍ତର୍ଗତ ଟୋପାଡିହିରେ ମାଓବାଦୀ ଏକ ବଡ଼ ଧରଣର ହିଂସାକାଣ୍ଡ ଘଟାଇବା ପାଇଁ ଷଡ଼ଯନ୍ତ୍ର କରିଥିଲେ। କିନ୍ତୁ ଏହି ଯୋଜନାକୁ ପଣ୍ଡ କରିଛନ୍ତି…

ବନ୍ଦ ଘରୁ ମିଳିଲା ୨ ଯୁବକଙ୍କ ମୃତ ଦେହ

ବାଲିଅନ୍ତା: ବାଲିଅନ୍ତା ଥାନା ରାମଚନ୍ଦ୍ରପୁର ଗାଁରେ ଖେଳି ଯାଇଛି ଚାଞ୍ଚଲ୍ୟ । ଏକ ବନ୍ଦ ଘରୁ ମିଳିଛି ଦୁଇ ଦୁଇଟି ମୃତ ଦେହ । ସକାଳୁ ସକାଳୁ ଗାଁରେ ପୋଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିଛି । ଏହି ଘଟଣା…

ପୁଅ ଉପରକୁ ଗରମ ଡାଲି ପିଙ୍ଗିଲା ସାବତ ମା’

କେନ୍ଦୁଝର : ପୁଅ ଉପରକୁ ଗରମ ଡାଲି ପାଣି ପିଙ୍ଗିଲା ସାବତ ମା’ । ସଙ୍କଟାପନ୍ନ ଅବସ୍ଥାରେ ପୁଅକୁ କଟକ ସ୍ଥାନାନ୍ତର । କେନ୍ଦୁଝର ଘଷିପୁରା ଥାନା କଇନିପୁରା ଗାଁରେ ଅଭାବନୀୟ ଘଟଣା । ଗାଁର ମାଧ ପାତ୍ରଙ୍କ ପୁଅ ଦିପୁନ…

ରାଜଧାନୀରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ୪ ଦୁର୍ବୃତ୍ତ

ଭୁବନେଶ୍ବର: ଅଶାନ୍ତ ରାଜଧାନୀ। ଦିନ ଦି’ ପହରରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ୪ ଦୁର୍ବୃତ୍ତ। ରାଜଧାନୀ ଭୁବନେଶ୍ୱର ଛାତି ଉପରେ ଘଟିଛି ଏପରି ରକ୍ତ ରଞ୍ଜିତ ଘଟଣା। ଆକ୍ରମଣ କାରଣ ଜଣାପଡ଼ିନଥିବା ବେଳେ ଚୋରି ସାମଗ୍ରୀ ଭାଗବଣ୍ଟାକୁ ନେଇ…

୩ ସାଇବର ଠକ ଗିରଫ

ଭୁବନେଶ୍ବର: ଶିକ୍ଷିତ ବେକାରୀ ଯୁବକଙ୍କୁ ଚାକିରି ଲୋଭ ଦେଖାଇ ସାଇବର ଠକମାନେ ଶିକାର କରୁଛନ୍ତି। ଯୁବକମାନଙ୍କୁ ନିଜ ଜାଲରେ ପକାଇ ହଜାର ହଜାର ଟଙ୍କା ଠକି ନେଇ ଚମ୍ପଟ ମାରୁଛନ୍ତି। ଠକାମୀର ଶିକାର ହୋଇ ଯୁବକମାନେ ଥାନାର ଦ୍ବାରସ୍ଥ ହେଲା ପରେ…

୪ ଦିନର ଛୁଆକୁ ଅଢ଼େଇ ଲକ୍ଷରେ ବିକି ଦେଇଥିଲେ ; ୮ ଦିନ ପରେ ଛତିଶଗଡ଼ରୁ ଉଦ୍ଧାର

ଅଢ଼େଇ ଲକ୍ଷ ଟଙ୍କାରେ ୪ ଦିନର ଶିଶୁପୁତ୍ରକୁ ବାପାମା’ ବିକ୍ରି କରି ଦେଇଥିଲେ। ବିକ୍ରି କରାଯିବାର ୮ଦିନ ପରେ ଛତିଶଗଡରୁ ଶିଶୁଟିକୁ ଉଦ୍ଧାର କରିଛି ପୁଲିସ। ଘଟଣାଟି ଘଟିଛି ବଲାଙ୍ଗିର ଜିଲ୍ଲାରେ। ଅଗଷ୍ଟ ୩ ତାରିଖରେ ଟିଟିଲାଗଡ଼ ସହର ଝଙ୍କରପଡ଼ାର ସନ୍ତୋଷ…

କାଳ ସାଜିଲା ଭୁଲ ଇଞ୍ଜେକସନ : ଚାଲିଗଲା ରୋଗୀର ଜୀବନ

ଜଳେଶ୍ବର : ସରକାର ରୋଗୀ ମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ବିଭିନ୍ନ ଯୋଜନା କରୁଛନ୍ତି । ଏଥିଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରୁଛନ୍ତି । ହେଲେ ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ ହାତୀଗଡ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟବସ୍ଥାର ବିକଳ ଚିତ୍ର…

ନିଜେ ଝୁଲିପଡିଥିଲେ ଶୁଭଲକ୍ଷ୍ମୀ, ସ୍ପଷ୍ଟ କଲେ ଡିସିପି ପ୍ରତୀକ ସିଂ

ଭୁବନେଶ୍ୱର: ଶୁଭଲକ୍ଷ୍ମୀ ଡେଥ୍ ମିଷ୍ଟ୍ରିରୁ ଏଯାଏ ହଟିନି ପରଦା । ସେ ଆତ୍ମହତ୍ୟା କରିଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଛି । ଏହି ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂ । ସେ କହିଛନ୍ତି, ଏହି ମାମଲାରେ ସବୁ ଦିଗରୁ ତଦନ୍ତ…