National & International

ସୌରଭ ଗାଙ୍ଗୁଲି ଓ ପତ୍ନୀ ଡୋନାଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ତଥା ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ହତ୍ୟା ଧମକ ମିଳିଛି । ଗାଙ୍ଗୁଲିଙ୍କ ସମେତ ତାଙ୍କ ପତ୍ନୀ ଡୋନା ଗାଙ୍ଗୁଲିଙ୍କୁ ମଧ୍ୟ ଜୀବନରୁ ମାରିଦେବା ପାଇଁ ଧମକ ମିଳିଛି ।…

ଦୁଇ ଝିଅକୁ ହତ୍ୟା କରିବା ପରେ ବାପାଙ୍କ ଆତ୍ମହତ୍ୟା ଉଦ୍ୟମ

ବେଙ୍ଗାଲୁରୁ : ନିଜ ପିଲାକୁ ଚାପୁଡ଼ାଟିଏ ମାରିବା ମଧ୍ୟ ଜଣେ ବାପା ପାଇଁ ବହୁତ କଷ୍ଟକର । ଆଉ ଜୀବନରୁ ଶେଷ କରିବା କଥା କେମିତି ଜଣେ ବାପା ଭାବିପାରେ । ହେଲେ ବେଳେ ବେଳେ ପରିସ୍ଥିତି ଏମିତି ସମୟ ଆଣେ…

ଛାତ୍ର-ପୋଲିସ ଖଣ୍ଡଯୁଦ୍ଧକୁ ନେଇ ବିଜେପିର ଦିନିକିଆ ଝାଡ଼ଖଣ୍ଡ ବନ୍ଦ

ଝାଡ଼ଖଣ୍ଡ : ତୀବ୍ର ହେଉଛି ଝାଡ଼ଖଣ୍ଡ ଛାତ୍ର ଆନ୍ଦୋଳନ । ଛାତ୍ର-ପୋଲିସ ଖଣ୍ଡଯୁଦ୍ଧକୁ ନିନ୍ଦା କରିଛନ୍ତି ବିରୋଧୀ । ଛାତ୍ରଙ୍କ ଉପରେ ପୋଲିସର ବଳପ୍ରୟୋଗକୁ କଡ଼ା ବିରୋଧ କରିଛି ବିଜେପି । ପ୍ରତିବାଦରେ ଆଜି ଗୋଟିଏ ଦିନ ପାଇଁ ବନ୍ଦ ଡାକରା…

ହର୍ମୁଜର ସୁରକ୍ଷା ପାଇଁ ଯୋଜନା ପ୍ରସ୍ତୁତ କଲା ଇରାନ

ତେହରାନ : ପାରସ୍ୟ ଉପସାଗର ଓ ରଣନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ହର୍ମୁଜ ପ୍ରଣାଳୀର ସୁରକ୍ଷା ତଥା ସ୍ଥାୟୀ ପ୍ରଗତି ପାଇଁ ଇରାନ ସଂସଦର ଜାତୀୟ ସୁରକ୍ଷା ଓ ବୈଦେଶିକ ନୀତି କମିଟି ଏକ ରଣନୀତିକ ଖସଡ଼ାକୁ ଅନୁମୋଦନ କରିଛି। ହର୍ମୁଜ ପ୍ରଣାଳୀ…

ଆସନ୍ତା କାଲି ବର୍ଷର ଶେଷ ସୂର୍ଯ୍ୟପରାଗ: ଭାରତରେ ପଡ଼ିବନି ପ୍ରଭାବ

ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ୧୨ ତାରିଖ ବୁଧବାର ଦିନ ମହାକାଶରେ ଏକ ବିରଳ ଘଟଣା ଘଟିବାକୁ ଯାଉଛି । ଏହି ଦିନ ବର୍ଷର ଶେଷ ତଥା ପୂର୍ଣ୍ଣ ସୂର୍ଯ୍ୟପରାଗ ସଂଘଟିତ ହେବ। ତେବେ ଭାରତୀୟମାନଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ହେଉଛି…

ରୁଷରୁ ଭାରତକୁ ଗଡିବ ଟ୍ରେନ୍ !

ନୂଆଦିଲ୍ଲୀ: ରୁଷରୁ ଭାରତକୁ ଗଡ଼ିବ ଟ୍ରେନ! ରୁଷରୁ ଭାରତ ପର୍ଯ୍ୟନ୍ତ ଏକ ଦୀର୍ଘ ରେଳ କରିଡର ନିର୍ମାଣର ସମ୍ଭାବନାକୁ ନେଇ ଚର୍ଚ୍ଚା ଜୋର ଧରିଛି। ରୁଷର ଉପପ୍ରଧାନମନ୍ତ୍ରୀ ମରାଟ ଖୁସନୁଲିନ ହିନ୍ଦ୍ ମହାସାଗର ପର୍ଯ୍ୟନ୍ତ ସିଧାସଳଖ ରେଳ ସଂଯୋଗର ସମ୍ଭାବନା ଖୋଜିବା…

ମୋଜତାବା ଖାମେନିଙ୍କ ମୃତ୍ୟୁକୁ ନେଇ ଇରାନର କଡ଼ା ଜବାବ, ଜାରି କଲା ଭିଡିଓ

ନୂଆଦିଲ୍ଲୀ: ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନିଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଇସ୍ରାଏଲୀ ଗଣମାଧ୍ୟମରେ ପ୍ରସାରିତ ଗୁଜବ ମଧ୍ୟରେ ତେହେରାନ ଏକ ଭିଡିଓ ଜାରି କରିଛି। ଇରାନର ଅର୍ଦ୍ଧ-ସରକାରୀ ସମାଚାର ଏଜେନ୍ସି ମେହର ନ୍ୟୁଜ୍ ଉକ୍ତ ଭିଡିଓଟିକୁ ଜାରି କରିଛି। ଭିଡିଓ ରେକର୍ଡିଂର…

ଆସାମ ବନ୍ୟାରେ ମୃତ୍ୟୁ ସଂଖ୍ୟା ୧୦୦କୁ ବୃଦ୍ଧି

ଗୌହାଟି: ଆସାମରେ ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ଦୁଇଜଣଙ୍କ ମୃତ୍ୟୁ ହେବା ସହିତ ମୃତ୍ୟୁ ସଂଖ୍ୟା ୧୦୦କୁ ବୃଦ୍ଧି ପାଇଛି। ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ରିପୋର୍ଟ କରିଛନ୍ତି ଯେ ଗତ…

ହର୍ମୁଜ ଖୋଲିଲେ ଯୁଦ୍ଧ ବନ୍ଦ କରିବ ଆମେରିକା!

ନୂଆଦିଲ୍ଲୀ: ହର୍ମୁଜ ପ୍ରଣାଳୀକୁ ଜାହାଜ ଚଳାଚଳ ପାଇଁ ଇରାନ ଏବଂ ଓମାନ ମଧ୍ୟରେ ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଯଦିଓ ଇରାନ ସ୍ପଷ୍ଟ କରିଛି ଯେ ଏକ ଚୁକ୍ତି ସତ୍ତ୍ୱେ ଆମେରିକା ଏହାର ପ୍ରମୁଖ ସର୍ତ୍ତଗୁଡ଼ିକୁ ଗ୍ରହଣ କଲେ ହିଁ ହର୍ମୁଜ…

ସ୍ୱାଧୀନତା ଦିବସରେ ଲାଲକିଲ୍ଲାରେ ଶୁଭିବ ‘ବନ୍ଦେ ମାତରମ୍’

ନୂଆଦିଲ୍ଲୀ:ଆସନ୍ତା ସ୍ୱାଧୀନତା ଦିବସରେ ଲାଲକିଲ୍ଲାରେ ଶୁଭିବ ଦେଶର ଅନ୍ୟତମ ଜାତୀୟ ଗୀତ ‘ବନ୍ଦେ ମାତରମ୍‌’। ଜାତୀୟ ପତାକା ଉତ୍ତୋଳନ ସମୟରେ ‘ବନ୍ଦେ ମାତରମ୍‌’ ଗାନ କରାଯିବ। ଏନେଇ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ସୂଚନା ଜାରି କରାଯାଇଛି। ‘ବନ୍ଦେ ମାତରମ୍‌’ର ୧୫୦ତମ…