National & International

ମହାତ୍ମା ଗାନ୍ଧିଙ୍କ ନାତି ଅରୁଣ ମଣିଲାଲ ଗାନ୍ଧିଙ୍କ ଦେହାନ୍ତ

ଆଉ ନାହାନ୍ତି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ନାତି ଅରୁଣ ମଣିଲାଲ ଗାନ୍ଧି। ଆଜି କୋଲହାପୁରରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ୧୯୩୪ରେ ଦକ୍ଷିଣ ଆଫ୍ରିକାର ଡର୍ବାନରେ ଜନ୍ମ ଗ୍ରହଣ କରିଥିବା ଅରୁଣଙ୍କୁ ମୃତ୍ୟୁ ବେଳକୁ ୮୯ ବର୍ଷ ବୟସ…

କର୍ଣ୍ଣାଟକ କଂଗ୍ରେସ ମୁଖ୍ୟଙ୍କ ହେଲିକପ୍ଟରରେ ପିଟି ହୋଇଗଲା ଚିଲ

ଅଳ୍ପକେ ବର୍ତ୍ତିଗଲେ କର୍ଣ୍ଣାଟକା ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ଡିକେ ଶିବକୁମାର। ମଙ୍ଗଳବାର ସେ ହେଲିକପ୍ଟରରେ ଯାଉଥିବା ବେଳେ ସେଥିରେ ଏକ ବଡ଼ ଚିଲ ଆସି ପିଟି ହୋଇଥିଲା। ଫଳରେ ହେଲିକପ୍ଟରର ଆଗ କାଚର ଏକ ବଡ଼ ଅଂଶ ଭାଙ୍ଗି ଯାଇଥିଲା।…

କୃତ୍ରିମ ବୁଦ୍ଧିର କୁପ୍ରଭାବ ସମ୍ପର୍କରେ ସତର୍କ କରାଇ ଗୁଗଲ ଛାଡ଼ିଲେ ଗଡ଼ଫାଦର ହିଣ୍ଟନ

କୃତ୍ରିମ ବୁଦ୍ଧି ବା ଆର୍ଟିଫିସିଆଲ ଇଣ୍ଟଲଜେନ୍ସ(ଏଆଇ)ର ଜନକ ଜେଫ୍ରୀ ହିଣ୍ଟନ ଗୁଗୁଲ ଛାଡ଼ିଛନ୍ତି। ତାଙ୍କ ସହ ଏଆଇର ଆଉ ଦୁଇ ଜଣ ଗଡ଼ଫାଦର ମଧ୍ୟ ସମାନ ପଦକ୍ଷେପ ନେଇଛନ୍ତି। ଏଆଇ ଟେକ୍ନୋଲୋଜିର ସଂପ୍ରସାରଣ କରାଯାଉଥିବା ବେଳେ ସେ ଏହା ବିରୋଧରେ ଚିନ୍ତା…

ମା’ କାଳୀଙ୍କୁ ଅପମାନ କରି କ୍ଷମା ମାଗିଲା ୟୁକ୍ରେନ

ମା’ କାଳୀଙ୍କୁ ଅପମାନ କରି କ୍ଷମା ମାଗିଛି ଯୁଦ୍ଧ ଦ୍ୱାରା ପ୍ରଭାବିତ ୟୁକ୍ରେନ। ରବିବାର ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟ ମା’ କାଳୀଙ୍କ ଏକ ଆପତ୍ତିଜନକ ଫଟୋ ପୋଷ୍ଟ କରାଯାଇଥିଲା। ୟୁକ୍ରେନର ଉପ ପ୍ରତିରକ୍ଷା ମନ୍ତ୍ରୀ ଏପରି ପୋଷ୍ଟ କରିଥିଲେ। ତେବେ ତାଙ୍କର…

ଏନସିପିର ସଭାପତି ପଦରୁ ଶରଦ ପାୱାରଙ୍କ ଇସ୍ତଫା

ନୂଆଦିଲ୍ଲୀ : ବରିଷ୍ଠ ରାଜନେତା ତଥା ଏନସିପିର ସଭାପତି ଶରଦ ପାୱାର ସଭାପତି ପଦରୁ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ସଭାପତି ଶରଦ ପାୱାର ଦଳର ସଭାପତି ପଦରୁ ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି। ସେ ଏହି…

ଆମେରିକାରେ ବ୍ୟାଙ୍କ ସଂକଟ : ବନ୍ଦ ହେଲା ଫାଷ୍ଟ ରିପବ୍ଲିକ୍ ବ୍ୟାଙ୍କ୍

ସାନ୍ ଫ୍ରାନସିସକୋ : ଆମେରିକାର ଗୋଟିକ ପରେ ଗୋଟିଏ ବ୍ୟାଙ୍କ ବିଫଳ ହେବାରେ ଲାଗିଛି । ଫାଷ୍ଟ ରିପବ୍ଲିକ ନାମକ ବ୍ୟାଙ୍କ ଦେବା​ଳିଆ ଘୋଷିତ ହୋଇଛି । ଏହା ପରେ ଆମେରିକାର ଆର୍ଥିକ କର୍ତ୍ତୃପକ୍ଷ କାଲିଫର୍ଣ୍ଣିଆର ଏହି ବ୍ୟାଙ୍କକୁ ନିୟନ୍ତ୍ରଣକୁ ନେଇଛନ୍ତି…

କର୍ଣ୍ଣାଟକ ନିର୍ବାଚନ ଇସ୍ତାହାର ପ୍ରକାଶ କଲା ବିଜେପି

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଜେପିର ଇସ୍ତାହାର ଜାରି । ସୋମବାର ରାଷ୍ଟ୍ରିୟ ସଭାପତି ଜେପି ନଡ୍ଡା ବେଙ୍ଗାଲୁରୁରେ ଦଳର ନିର୍ବାଚନୀ ଇସ୍ତାହାର ଜାରି କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବସଭରାଜ ବୋମାଇ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପା…

ଆମ ସେନା ପାଖରେ ଏପରି ଟ୍ୟାଙ୍କ ନାହିଁ ଯାହା ଭାରତକୁ ସାମ୍ନା କରିପାରିବ: ପୂର୍ବତନ ପାକ୍ ସେନାମୁଖ୍ୟ ବାଜୱା

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ଭଲ ନଥିବା ବେଳେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦୁଇ ପାକିସ୍ତାନୀ ସାମ୍ବାଦିକ ପାକିସ୍ତାନର ପୂର୍ବତନ ସେନା ମୁଖ୍ୟ କମର ଜାଭେଦ୍ ବାଜୱାଙ୍କ…

ଜନ୍ତର ମନ୍ତରରେ ଧାରଣାରତ କୁସ୍ତିଯୋଦ୍ଧାଙ୍କ ସହିତ ଯୋଗ ଦେଲେ ନବଜୋତ୍‌ ସିଂ ସିଦ୍ଧୁ

ନୂଆଦିଲ୍ଲୀ: ଜନ୍ତର ମନ୍ତରରେ ‘ରେସ୍‌ଲିଙ୍ଗ୍‌ ଫେଡେରେସନ୍‌ ଅଫ୍‌ ଇଣ୍ଡିଆ’ର (ଡବ୍ଲୁଏଫ୍‌ଆଇ) ମୁଖ୍ୟ ବ୍ରଜଭୂଷଣ ଶରଣ ସିଂହଙ୍କ ବିରୋଧରେ ପ୍ରତିବାଦ ଚଳାଇଥିବା କୁସ୍ତି ଖେଳାଳିଙ୍କ ସହିତ ଆଜି କଂଗ୍ରେସ ନେତା ନବଜୋତ୍‌ ସିଦ୍ଧୁ ଯୋଗ ଦେଇଛନ୍ତି। ‘ଟୁଇଟର୍‌’ରେ ଫଟୋ ସେୟାର୍‌ କରି ସିଦ୍ଧୁ…

ସଂପର୍କ ସ୍ଥାପନାର ଆଶା ନଥିଲେ ହୋଇପାରିବ ଛାଡପତ୍ର : ସୁପ୍ରିମକୋର୍ଟ

ବିବାହ ସମ୍ପର୍କ ଏବଂ ଛାଡପତ୍ରକୁ ନେଇ ଏକ ବଡ ନିଷ୍ପତ୍ତି ଶୁଣାଇଛନ୍ତି ସୁପ୍ରିମକୋର୍ଟ । କୌଣସି ବୈବାହିକ ସମ୍ପର୍କରେ ଯଦି ସୁଧାର ହେବା ନେଇ ଆଶା ନଥାଏ, ତେବେ ଛାଡପତ୍ରକୁ ଅନୁମତି ମିଳିପାରିବ । ଏକ ମାମଲାର ଶୁଣାଣି କରିବା ସମୟରେ…